Latest Odisha News

BREAKING NEWS

Browsing Category

ଓଡିଶା

Odisha

କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…

ପାଣିପାଗରେ ପରିବର୍ତ୍ତନ; ଆସନ୍ତା ୭ ଓ ୮ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ କେତେକ ଅଞ୍ଚଳରେ ଅସହ୍ୟ ତାତିରୁ ମୁକ୍ତି ମିଳିଛି । ଖରାର ପ୍ରକୋପ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ହାତୀ ଆକ୍ରମଣରେ ମହିଳା ଗୁରୁତର, ବନବିଭାଗରକର୍ମୀଙ୍କୁ ଅଟକ ରଖିଲେ ଗାଁ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଗାଁ ଲୋକ ରାସ୍ତା ଅବରୋଧ କରିବା ସହ ବନବିଭାଗର କର୍ମଚାରୀ ମାନଙ୍କୁ ଅଟକ ରଖିଛନ୍ତି । ସୂଚନା ଅନୁସାରେ, ଗାଁର ସବିତା ନାମକ ଜଣେ ମହିଳା ସକାଳୁ ଗାଁ…

ନବୀନ ନିବାସରେ ବିରଞ୍ଚି, ଅମେରଶ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼ ଲାଗୁଛି । ନିଜ ନିଜ ସମର୍ଥକଙ୍କ ସହ ଆସି ଟିକଟ ଲବି ପାଇଁ ଭିଡ ଜମାଉଛନ୍ତି ନେତା । ଆଜି ପୁଣି ଥରେ ଭୁବନେଶ୍ବର ଏକାମ୍ର ଏବଂ ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକଟ ପାଇଁ ନବୀନ ନିବାସରେ ଜମିଛି ଭିଡ଼ । ମୁଖ୍ୟମନ୍ତ୍ରୀଙ୍କ ନବୀନ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଜି କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା…

ଅତିଥି ବେଶରେ ଆସିଲେ; ରିସେପସନ୍ ପାର୍ଟିରୁ ସୁନା ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରିଲେ

ପୁରୀ: ଅତିଥି ବେଶରେ ଆସି ରିସେପସନ ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଗିଫ୍ଟ ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ । ଭୁବନେଶ୍ବର ପରେ ଏବେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର…

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

ଭୁବନେଶ୍ଵର: ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ବରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଉଭୟ ବାପ-ପୁଅଙ୍କୁ ଇଡି ସମନ ପଠାଇଥିଲା । କିଛି ଦିନ ତଳେ ବିଧାୟକ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୮ଘଣ୍ଟା ଧରି ବିଧାୟକ…

ଅନୁଷ୍ଠିତ ହୋଇଛି ଓଡବ୍ଲ୍ୟୁଏମ୍ ର ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଡିଶା ୱମେନ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶା ୱମେନ୍ ଇନ୍ ମିଡିଆ ହେଉଛି ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଏକ ସମୂହ । ଏହି ସମାରୋହରେ ଭୁବନେଶ୍ୱର ମେୟର ଶ୍ରୀମତି…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହି ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି…

ଚର୍ଚ୍ଚାରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର, ପ୍ରାଞ୍ଜଳ ମନ୍ତ୍ର ଉଚ୍ଚାରଣ ସହ କରୁଛନ୍ତି ପୂଜା

ଭୁବନେଶ୍ୱର: ଯେଉଁ ବୟସରେ ଅଧିକାଂଶ ପିଲା ଖେଳ ଓ ଆନନ୍ଦରେ ମଗ୍ନ ଥାଆନ୍ତି, ସେହି ବୟସରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର ଏକ ରାସ୍ତା ବାଛିଛନ୍ତି- ସେ ଜଣେ ମନ୍ଦିର ପୂଜକ ହୋଇଛନ୍ତି। ନବରଙ୍ଗପୁର ସହରର ପୂଜାରୀ ସାହିର ଏହି ଯୁବକ ନିଜ ମନ୍ତ୍ର ଜପ କରି ଲୋକଙ୍କୁ ଆଶ୍ଚର୍ଯ୍ୟ…