Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ମୋର୍ଚ୍ଚା ପ୍ରଭାରୀଙ୍କ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି…

ଜଗା ଦର୍ଶନ ପରେ ଚାଲିଗଲା ମହିଳାଙ୍କ ଜୀବନ

ପୁରୀ: ସିଂହଦ୍ଵାର ସମ୍ମୁଖରେ ଚାଲିଗଲା ମହିଳାଙ୍କ ଜୀବନ । ଜଗା ଦର୍ଶନ କରି ଫେରିବା ପରେ ସିଂହଦ୍ଵାର ସମ୍ମୁଖରେ ଉଡିଗଲା ମହିଳାଙ୍କ ପ୍ରାଣବାୟୁ । ମୃତ ମହିଳା ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ବୋରିଗାଁ ଅଞ୍ଚଳର ଶ୍ରୀକାନ୍ତୁ ସାହୁ । ମୃଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ପୋଲିସ…

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ ଆକାଉଣ୍ଟ ରେ ସେୟାର କଲେ ନମିତା…

ନୂଆଦିଲ୍ଲୀ/ଭୁବନେଶ୍ବର: ଜାନୁଆରୀ 22 ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହ ଓ ଉନ୍ମାଦନା ବଢିବଢି ଚାଲିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଓଡିଆ ଭଜନ 'ଅଯୋଧ୍ୟା ନଗରୀ ନାଚେ ରାମାଙ୍କୁ ପାଇ' ତାଙ୍କ 'ଏକ୍ସ' ଆକାଉଣ୍ଟ ରେ ସେୟାର…

ବୌଦ୍ଧରେ ମାଓ କ୍ୟାମ୍ପରେ ଚଢାଉ, ବିସ୍ଫୋରକ ସାମଗ୍ରୀ ଜବତ କଲା ସୁରକ୍ଷାବାହିନୀ

ବୌଦ୍ଧ: ଜିଲ୍ଲାର ବୁଢ଼ାଖୋଲ ଜଙ୍ଗଲରେ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସଓଜି) ଓ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ୍)ର ଯବାନ ମିଳିତ କୁମ୍ବିଂ ଅପରେସନ୍ କରିଛନ୍ତି। ନକ୍ସଲଙ୍କ ସହ ଗୁଳି ବିନିମୟ ପରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଗୋଳାବାରୁଦ ଜବତ ହୋଇଛି। ଏହାପରେ ମାଓ…

ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ ଗାଡି, ୪ ମୃତ

ବରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ ଗାଡି । ଗାଡ଼ି ତଳେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ ଗାଡି । ଘଟଣାସ୍ଥଳରେ ଚାଲିଗଲା ୪ ଶ୍ରମିକଙ୍କ ମୃତ ଦେହ । ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ସକାଳଠୁ ଏଯାବତ କୁହୁଡିର ଚାଦର ଏବେ ଘେରି ରହିଛି। ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ଆଜି ସକାଳେ ଘନ କୁହୁଡ଼ି ଲାଗି ରହିଥିବା ଭୁବନେଶ୍ୱର ପାଣିପାଗ…

ଓଡିଶାରୁ ରାମଲଲାଙ୍କ ପାଇଁ ଅଯୋଧ୍ୟା ଗଲା ଅହିଂସା ସିଲ୍କ ଖଣ୍ଡୁଆ ପାଟ

ଭୁବନେଶ୍ୱର: ଉଠୁଛି ପଡୁଛି ଅଯୋଧ୍ୟା ନଗରୀ । ଆଉ ମାତ୍ର କିଛି ଦିନର ଅପେକ୍ଷା । ଭବ୍ୟ ରାମମନ୍ଦିରରେ ବିରାଜିବେ ପ୍ରଭୁ ରାମଲାଲା । ସାରା ବିଶ୍ଵ ଦେଖିବା ପ୍ରଭୁ ଶ୍ରୀ ରାମଙ୍କ ଆଗମନର ଉତ୍ସବ । ସେଥିପାଇଁ ଦେଶର ସବୁ କୋଣ ଅନୁକୋଣରେ ଏବେ ଉତ୍ସବର ମାହୋଲ । ପ୍ରଭୁ ରାମଙ୍କ ଭକ୍ତିରେ ଦେଶବାସୀ ।…

ଆଜିଠୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ…

ଓସ୍‌ଜା ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ; “ଶୃଙ୍ଖଳା ହିଁ ସଫଳତାର ମାପକାଠି: କିଶୋର ଜେନା” 

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଟେନିସ ସେଣ୍ଟରରେ ଆୟୋଜିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଦ୍ବାରା ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏସିଆଡ଼ କ୍ରୀଡ଼ା ପଦକ ବିଜେତା ଜାଭେଲିନ୍‌ ଫିଙ୍ଗାଳି କିଶୋର ଜେନା ଯୋଗଦେଇଥିଲେ। ଶୃଙ୍ଖଳା ଓ…

ତୃତୀୟ ଦିନରେ ଜମୁଛି ଧନୁଯାତ୍ରା: ଗୋପପୁରରେ କୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ନନ୍ଦରାଜା ଓ ରାଣୀ

ବରଗଡ: ତୃତୀୟ ଦିନରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ନନ୍ଦରାଜା ଓ ନନ୍ଦରାଣୀ । ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ଏହାସହ କୃଷ୍ଣଙ୍କ ଆଗମନରେ…