Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶବ ସତ୍କାର କରି ପୁରୀରୁ ଫେରୁଥିବା ବେଳେ ଟ୍ରକ୍‌କୁ ପିଟିଲା କାର୍, ୫ ଗୁରୁତର କଟକ ସ୍ଥାନାନ୍ତର

କଟକ: ପୁରୀ ସ୍ୱାର୍ଗଦ୍ୱାରରୁ ଶବ ସତ୍କାର କରି ଫେରୁଥିବା ବେଳେ ଦୁର୍ଘଟଣା। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ପିଟିଲା କାର୍। ଏହି ଘଟଣାରେ ୫ ଜଣ ଗୁରତର ଆହତ ହୋଇଛନ୍ତି। ଆଜି ସକାଳେ କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ,…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ; ଓଡ଼ିଶା ହାଇକୋର୍ଟ ଆଇନଜୀବୀଙ୍କ ସେନ୍ସର ବୋର୍ଡକୁ ଲିଗାଲ୍…

କଟକ: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ। ବିଭିନ୍ନ ମହଲରେ ଫିଲ୍ମକୁ ସମାଲୋଚନା କରାଯାଉଛି। ନାନା ସମାଲଚୋନା ଆଲୋଚନା ପରେ ବକ୍ସ ଅଫିସ୍‌ରେ ବି ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ରୋଜଗାର ହ୍ରାସ ପାଉଛି। ଶ୍ରୀରାମଙ୍କ କଥାକୁ କଦର୍ଥ କରି ଦେଖାଯାଇଛି ବୋଲି ଅନେକ…

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଲୁଘୁଚାପ କ୍ଷେତ୍ର ସୃଷ୍ଟି କଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଗତକାଲି ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୁର୍ଣ୍ଣିବଳୟ…

ଆଜି ତିନି ରଥର ଦକ୍ଷିଣମୋଡ଼, ୧୨.୩୦ ରେ ଆଜ୍ଞାମାଳ ବିଜେ

ପୁରୀ: ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶ ଦେବା ପରେ ଏବେ ଶ୍ରୀମନ୍ଦିର ଫେରିବାକୁ ତର ତର ହେଲେଣି ମହାବାହୁ। ବାହୁଡ଼ା ଯାତ୍ରା ପାଇଁ ସଜବାଜ ହେଲେଣି ବଡ଼ ଠାକୁର । ଏଥିପାଇଁ ଆଜି(ରବିବାର) ଶରଧାବାଲିରେ ୩ ରଥ ଦକ୍ଷିଣ ମୋଡ କରାଯିବ । ଏଥିପାଇଁ ୩ ରଥକୁ ଭଲ ଭବାରେ ଯାଞ୍ଚ କରାଯାଇଛି। ନନ୍ଦିଘୋଷ…

ଜୁଲାଇ ୧ ରେ ଓଟିଇଟି ପରୀକ୍ଷା, ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ଜୁଲାଇ ୧ ରେ ଅନୁଷ୍ଠିତ ହେବ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨। ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ର କରାଯାଇଛି। ଏଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଥିବାରୁ ଦେଢ…

ଲାଞ୍ଚୁଆ ଆରଆଇକୁ ଅଢେ଼ଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା

ଭବାନୀପାଟଣା: ଶନିବାର ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀକାନ୍ତ ମିଶ୍ର ଏକ ଲାଞ୍ଚ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କୁ ଅଢେ଼ଇ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଡଣ୍ଡାଦେଶ କରିଛନ୍ତି। ଜୋରିମାନା…

ସୌର ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତର ବୃହତ୍ତମ ଜଳ ବିଦ୍ୟୁତ ବିକାଶ ସଂଗଠନ ଏନଏଚପିସି ଲିମିଟେଡ୍‌, ଓଡ଼ିଶା ସରକାରଙ୍କ ଗ୍ରିଡ୍‍କୋ ସହିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଓଡିଶାରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଅତି କମରେ ୨୦୦୦ ମେଗାୱାଟର ସ୍ୱୟଂ ଚିହ୍ନିତ ପମ୍ପଡ୍…

କାର ଓ ହାଇୱା ମୁହାଁମୁହିଁ ଧକ୍କା: ୨ ଜଣଙ୍କର ମୃତ୍ୟୁ, ୩ ଜଣ ଗୁରୁତର

ସୁନ୍ଦରଗଡ଼:  ଲହୁଣିପଡ଼ା ଥାନା ଅନ୍ତର୍ଗତ ୨୧୫ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଜାତୀୟ ରାଜପଥର ସୁଖାବନ୍ଧ ଠାରେ…

ପଶ୍ଚିମବଙ୍ଗରୁ ଓଡ଼ିଶା ଆସି ଚିକିତ୍ସା କରୁଥିଲେ, ଜଣାପଡ଼ିଲା ଦୁଇ ଜଣ ନକଲି ଡାକ୍ତର

ବଲାଙ୍ଗୀର: ନିଜର ଡାକ୍ତରୀ ଯୋଗ୍ୟତା ନଥାଇ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ଚିକିତ୍ସା କରୁଥିବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ସୁପ୍ରକାଶ ରାୟ ଓ ପବିତ୍ର ବିଶ୍ୱାସ ନାମକ ଏହି ଦୁଇ ବ୍ୟକ୍ତି ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ…

ନିଜେ ପଢୁଥିବା ପ୍ରାଥମିକ ସ୍କୁଲ ପରିଦର୍ଶନ କରି ଭାବବିହୋଳ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ଜିଲ୍ଲାର ତାଲଚେରରେ ତାଙ୍କ ପିଲାଦିନର ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୭୨ ରୁ ୭୭ ପର୍ଯ୍ୟନ୍ତ…