Latest Odisha News

BREAKING NEWS

Browsing Category

ଓଡିଶା

Odisha

NH-55 ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଓ ଷ୍ଟ୍ରିଟ୍ ଲାଇଟ୍…

ଭୁବନେଶ୍ବର: ଏନଏଚ୍-୫୫ର ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି କେନ୍ଦ୍ର…

ଲାଞ୍ଚ ନେଇ ବନ୍ଧା ହେଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ ନାୟକ

ଜୟପୁର: ଲାଞ୍ଚ ନେଇ ଧରା ହେଲେ ଲାଞ୍ଚୁଆ ପୋଲିସ୍ ବାବୁ। ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ ।୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ଜଣେ ବ୍ୟବସାୟଙ୍କ ମାଧ୍ୟମରେ ୫ହଜାର ଟଙ୍କା ଲାଞ୍ଚ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ…

ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ୬ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ 

ପାରାଦୀପ: ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନଗ୍ରସର ତଥା ପ୍ରତିଭାବାନ ୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଇଛି।ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ତିରୋଧାନର ଷଷ୍ଠ ବାର୍ଷିକୀ ଅବସରରେ ଏହି ବୃତ୍ତି ପ୍ରଦାନ କରାଯାଇଛି।ପାରାଦୀପ ଅଂଚଳର ବିଶିଷ୍ଟ…

ମହାପ୍ରଭୁଙ୍କ ସାନିଧ୍ୟ ପାଇଲେ ବଲିଉଡର ପ୍ରଖ୍ୟାତ ଗାୟକ ଶଙ୍କର ମହାଦେବନ୍

ପୁରୀ: ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ । ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଗାୟକ ଶଙ୍କର ମହାଦେବନ୍ । ତାଙ୍କ ସହ ଶ୍ରୀଜିଉଙ୍କୁ ତାଙ୍କ ପତ୍ନୀ ମଧ୍ୟ…

ଜଟଣୀରୁ ୪୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ, ୨ ଗିରଫ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ବ୍ରାଉନସୁଗାର ଜବତ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୪ ହଜାର ୩୭୦ ଟଙ୍କା ଜବତ ହୋଇଛି । ଖବର ମୁତାବକ, ବେଆଇନ ବ୍ରାଉନସୁଗାର ବିକ୍ରୟ ଅଭିଯୋଗରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ…

କଟକ ରେଳ ଷ୍ଟେସନ ରେ ମିଳିବ ମାଣିଆବନ୍ଧ ଶାଢି

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଦିଲ୍ଲୀ ଫେରିଯାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ସମୟରେ ଅନେକ ସ୍ଥାନ ଭ୍ରମଣ କରିବା ସହ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହାରି ଭିତରେ ରବିବାର କେନ୍ଦ୍ର ମନ୍ତ୍ରୀ କଟକ ଗସ୍ତରେ ଆସି ଆଠଗଡ ଓ ବଡମ୍ବା ନିର୍ବାଚନମଣ୍ଡଳୀ ର…

ହାଇଟେକ୍ ଟ୍ରାଜେଡି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

ଭୁବନେଶ୍ଵର: ହାଇଟେକ୍ ହାଇଡ୍ରାମାକୁ ନେଇ ତାତିଲା କଂଗ୍ରେସ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ । ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ…

ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ

ଭୁବନେଶ୍ୱର: ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି ଜନାର୍ଦ୍ଦନ ପତି । ସେ କହିଛନ୍ତି, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଇଛନ୍ତି ବଳଭଦ୍ର । ତେବେ ଏତେ ଦିନ ଧରି ଦଳ…