Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମର ବିଜେଡି ନେତାଙ୍କୁ ଦଳରୁ ବାହାର କଲେ ନବୀନ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତିଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ଦଳରୁ ବାହାର କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲାରେ…

ରଥ ପୂର୍ବରୁ ଅଘଟଣ, ସିସିଟିଭି ଲଗାଇବା ବେଳେ ବିଦ୍ୟୁତ୍ ଲାଗି ଯୁବକଙ୍କ ମୃତ୍ୟୁ

ପୁରୀ: ରଥଯାତ୍ରା ପୂର୍ବରୁ ପୁରୀ ଟାଉନ ଥାନାରେ ଅଘଟଣ । ରଥଯାତ୍ରା ପାଇଁ ଥାନା କଣ୍ଟ୍ରୋଲ ରୁମ୍ ଛାତ ଉପରେ ସିସିଟିଭି ଲଗାଉଥିବା ବେଳେ ବିଦ୍ୟୁତ୍ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଟକ ରାଜା ବଗିଚା ଅଞ୍ଚଳର ରାକେଶ ବେହେରା । ସିସିଟିଭି ଲଗାଇବା ବେଳେ ରାକେଶ ବିଦ୍ୟୁତ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିଟ୍ ୟୁଜି ପରୀକ୍ଷାର ୩ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପରୀକ୍ଷାରେ ଓଡ଼ିଶାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୩ଜଣ ବିଦ୍ୟାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସର୍ବଭାରତୀୟସ୍ତରରେ ଅଷ୍ଟମ ରାଙ୍କରେ…

ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର: ଓଡ଼ିଶା ୨ୟ ଶ୍ରେଷ୍ଠ ରାଜ୍ୟ ଓ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା

ଭୁବନେଶ୍ୱର:ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୨ ପାଇଁ ପ୍ରସ୍ତୁତ ତାଲିକାରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିବବେଳେ ଓଡ଼ିଶାର ନାମ ୨ୟରେ ରହିଛି । ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଏହି ତାଲିକା ଅନୁଯାୟୀ, ଆନ୍ଧ୍ର ଏବଂ ବିହାର ମିଳିତ ଭାବେ ତୃତୀୟ…

ଖାସି ମାଂସ ପାଇଁ ବିବାହ ଭାଙ୍ଗିବା ଘଟଣା: ବର ପକ୍ଷ କହିଲେ, ଅଭିଯୋଗ ମିଛ, ସେମାନେ ଆମକୁ ଅପମାନିତ କଲେ

ସମ୍ବଲପୁର: ସମ୍ବଲପୁରରେ ବର ଓ ବପରଯାତ୍ରୀ ଖାସି ମାଂସ ମାଗିବା ଘଟଣାକୁ ନଇ ବିବାହ ଭାଙ୍ଗିଯିବା ଘଟଣା ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ସମସ୍ତେ ଝିଅକୁ ବାହା ବାହା ଦେଉଛନ୍ତି। ଏହାରି ଭିତରେ ଘଟଣାକୁନେଇ ବରପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କନ୍ୟା ପକ୍ଷର…

୧୯ ତାରିଖ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ପରଦିନ ରଥାରୁଢ ହେବେ ମହାପ୍ରଭୁ

ପୁରୀ: ଶ୍ରୀ ଜୀଉଙ୍କ ନବ ଯୌବନ ଦର୍ଶନ ଆସନ୍ତା ୧୯ ତାରିଖରେ ହେବ। ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ୮ଟାରୁ ୯ଟା…

ପୁଣି କଲବଲ କଲା ତାତି; ସକାଳୁ ସକାଳୁ ୪୦ ଡେଇଁଲା ତାପମାତ୍ରା

ଭୁବନେଶ୍ୱର:ଦୁଇ ଦିନ ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ବଢିଲା ତାପମାତ୍ରା । ଆଜି ସକାଳୁ ସକାଳୁ ଅସହ୍ୟ ହୋଇଛି ଖରା ଆଉ ଗରମ  । ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨.୪ ଡିଗ୍ରୀ ଥିବାବେଳେ ଆଦ୍ରତା ୬୮ ପ୍ରତିଶତ ରହିଛି । ଫଳରେ ସକାଳୁ ସକାଳୁ ଗରମ ଓ…

ଟ୍ରେନରେ କଟିଗଲେ ୪ମାସର ଝଅ ସହ ମା’; ପୁଅ ଗୁରୁତର

ବ୍ରହ୍ମପୁର: ଓଡ଼ିଶା ସୀମା ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ପୁଣି ଏକ ଦୁଃଖଦ ରେଳ ଦୁର୍ଘଟଣା ।  ଟ୍ରେନରେ କଟି ମା' ଝିଅଙ୍କ ମୃତ୍ୟୁ  ।  ମୃତକ ଗଞ୍ଜାମ ଜିଲ୍ଲା ଜରଡା ଅଞ୍ଚଳର  । ପୋଲିସ ୨୫ ବର୍ଷ ଜଣେ ମହିଳା ଏବଂ ୮ ମାସର ଝିଅର ମୃତଦେହକୁ ଉଦ୍ଧାର କରିଛି । ୪ ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ…

ବିଜେଡି ନେତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ବାଇକରେ ଆସି ଗୁଳିଫୁଟାଇ ଫେରାର ହୋଇଗଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା ଗୁଳିମାଡ । ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳି କଲେ ଦୁର୍ବୁତ୍ତ । ରାତି ଅନ୍ଧାରରେ ବାଇକରେ ଆସି କାର କାଚ ଭାଙ୍ଗି ଗୁଳି କଲେ ଦୁର୍ବୁତ୍ତ ।   ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକର ଏକ ଘରୋଇ…

ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି, ଉଠିଲା କଟକଣା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି। ପ୍ରାୟ ୬୧ ଦିନ ହେବ ମାଛଧରା ଉପରେ ଜାରି ରହିଥିଲା କଟକଣା। ଏପ୍ରିଲ ୧୫ ତାରିଖରୁ ଜୁନ୍‌ ୧୪ ଯାଏଁ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁଁ ପ୍ରତି…