Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟକୁ ମିଳିବ ଅନୁମୋଦନ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ସାକାଳ ସାଢେ ଦଶଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ବୈଠକରେ ଦୁଇଟି ପର୍ଯ୍ୟାରେ ହେବାକୁ…

ସକାଳ ୫.୩୦ରୁ ରାଜଧାନୀର ତାପମାତ୍ରା ୩୦ ଡିଗ୍ରୀ ଛୁଇଁଲା, ଆଗାମୀ ୨ ଦିନ ଏମିତି ତାତିବ ଉପକୂଳ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।  ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡ଼ିଗ୍ରୀ ରହିଥିବା ବେଳେ ଆଦ୍ରତା ୮୮% ରେକର୍ଡ…

ବିଦ୍ୟୁତ ବିଭ୍ରାଟ ଅସନ୍ତୁଷ୍ଟ ମୁଖ୍ୟ ଶାସନ; ଡାକିଲେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବିଜୁଳି କାଟ୍ ହେଉଥିଲେ ବି ମନ୍ତ୍ରୀ ସିଧା ସିଧା ମନା କରିଦେଉଥିଲେ। ହେଲେ ବିଜେପି ଓ କଂଗ୍ରେସ ଛକିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ବାରମ୍ବାର ବିଜୁଳି କାଟ୍ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ନେଇ ସୋମବାର ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ…

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲରେ ଟାମ୍ପରିଂ ହୋଇଥିବା ରିପୋର୍ଟରେ ଦାବି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ କ'ଣ ? ସିବିଆଇ ଏହାର ତଦନ୍ତ ଜାରି ରଖିଥିବା ବେଳେ ଏବେ ସ୍ୱୟଂଚାଳିତ ସିଗନାଲ୍ ସିଷ୍ଟମର ସନ୍ଦିଗ୍ଧ ମାନୁଆଲ୍ ବାଇପାସ୍ ଉପରେ କେନ୍ଦ୍ରୀତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ କୌଣସି କାରଣରୁ ସ୍ୱୟଂଚାଳିତ ସିଗନାଲିଂ…

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ବରଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସୁଶାସନ ଓ ସେବାର ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି…

ମୋଦୀଙ୍କ ଲୋକପ୍ରିୟତା ଭୟରେ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖାଯାଉଛି: କେନ୍ଦ୍ରମନ୍ତ୍ରୀ

ପାଇକମାଳ: ମୋଦୀ ସରକାରରେ ପଛୁଆ ଜାତିଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ଦିଆଯାଇଥିବା ବେଳେ ଓବିସି କମିଶନକୁ ସମ୍ବିଧାନ ମାନ୍ୟତା ଦିଆଯାଇଛି। କିନ୍ତୁ ଓଡ଼ିଶା ସରକାର ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଶାସନ ଏବଂ ପୂର୍ବ ୫…

କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? ଚର୍ଚ୍ଚାରେ ମେୟର ଓ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? କାରଣ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ତଥା ବିଜେଡି ନେତା ସୁବାଷ ସିଂହଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ସିଧାସିଧା ନହେଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ରହିଛି। ତେଣୁ ଦଳୀୟ କନ୍ଦଳ କଥା ଚର୍ଚ୍ଚାର ବିଷୟ…

ବିଜୁଳି କାଟ ରାଜନୀତି: ଅନ୍ୟ ରାଜ୍ୟକୁ କେଉଁ ଆଧାରରେ ଶସ୍ତାରେ ବିଜୁଳି ବିକ୍ରି ହେଉଛି ପ୍ରଶ୍ନ କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ବିଦ୍ୟୁତ ସେବାକୁ ନେଇ ସରକାର ଉପରେ ବର୍ଷିଛନ୍ତି। ଟାଟା ପାଓ୍ୱାରର ବିଦ୍ୟୁତ୍ ଯୋଗାଣ ସେବାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଜୁଳି କାଟକୁ ନେଇ ନେତାମାନେ ଉଦବେଗ ପ୍ରକାଶ କରିଛନ୍ତି ଯେତେବେଳେ ବିଜୁଳିର ସବୁଠାରୁ ଅଧିକ…

ଭଦ୍ରକ ହସ୍ପିଟାଲ ବାହାରେ ଥିବା ନାଳରୁ ଔଷଧ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦେଇ ଯାଇଥିବା କେନାଲ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଯୋଗାଣ ହେଉଥିବା ଅତ୍ୟାବଶ୍ୟକ ଔଷଧ ଗୁଡ଼ିକ ଫୋପାଡ଼ି ଦିଆଯାଇଥିବାର ଖବରକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ବାସିନ୍ଦାମାନେ ଫୋପଡା ହୋଇଥିବା ଔଷଧ ବାବଦରେ ଲୋକଲୋଚନକୁ ଆଣିଛନ୍ତି।…

ଗିରଫ ମାଓବାଦୀଙ୍କ ନିକଟରୁ ଜବତ ହେଲା ଡ୍ରୋନ କ୍ୟାମେରା, ସୁରକ୍ଷା କର୍ମୀଙ୍କ ଉପରେ ରଖୁଥିଲେ ନଜର

ଭୁବନେଶ୍ୱର: ମାଓବାଦୀ ଆପଣାଇଲେ ଯବାନଙ୍କ ରଣନୀତି। ଯେଉଁ ଡ୍ରୋନ କ୍ୟାମେରା ସାହାଯ୍ୟରେ ପୋଲିସ ଓ ଯବାନ ମାଓବାଦୀଙ୍କ ଗିତିବିଧି ଉପରେ ନଜର ରଖୁଥିଲେ ଏବେ ସେହି ମାଓବାଦୀ ଯବାନଙ୍କ ଉପରେ ନଜର ରଖିବାକୁ ଡ୍ରୋନ କ୍ୟାମେରା ବ୍ୟବହାର କରୁଥିବା ଜଣାପଡ଼ିଛି। ତେଲେଙ୍ଗାନାର ପୁଲିସ…