Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋମାଂସକୁ ନେଇ କାମିୟାଙ୍କ ସ୍ପଷ୍ଟୀକରଣ ପରେ ରାଜ୍ୟ ସରକାରକୁ ଘେରିଲେ ସୂର୍ଯବଂଶୀ ସୂରଜ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିୟା ଜାନୀଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଜେଡି ନେତୃତ୍ବାଧୀନ ସରକାରଙ୍କ…

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା: କରାଗଲା ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା  । ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ୧ ଘଣ୍ଟା ଲାଗି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ । କେହି ଜଣେ ଶ୍ରଦ୍ଧାଳୁ ଆହତ ହୋଇଥିବା ଅନୁମାନ କରାଯାଉଛି ।…

୧୦ ଡିଗ୍ରୀ ତଳେ ୮ ସହର : ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ରାତିର ତାପମାତ୍ରା ରେ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର ପାଲଟିଛି ।…

ଏଥର ସରକାର ଗଢ଼ିବାକୁ ବିଜେପି ଆଶାବାଦୀ, ନିର୍ବାଚନରେ ଜୋରଦାର ଲଢ଼େଇ ହେବ କହିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ୨୦୨୪ ନିର୍ବାଚନ ଲଢେଇ ପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ଜନତା ପାର୍ଟି । ଓଡ଼ିଶାର ବିଜେପି ବିଧାୟକ ଓ ସାଂସଦଙ୍କ ଏକ ପ୍ରତିନିଧି ଦଳ ନିକଟରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ କେନ୍ଦ୍ରୀୟ…

ଆଶ୍ଚର୍ଯ୍ୟ! ଫୁଲକୋବି ଚୋରି ସନ୍ଦେହରେ ମା’କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଲା ପୁଅ

କେନ୍ଦୁଝର: ବୃଦ୍ଧା ଅବସ୍ଥାରେ ସାହା ହେଉଥିବା ପୁଅ ଦେଲା ମା'କୁ ନିର୍ଯାତନା। ସାରା ରାଜ୍ୟ ଯେତେବେଳେ କୋହଲା ପାଗ ସାଙ୍ଗକୁ ଜାଡରେ ଥରୁଛି ସେହି ସମୟରେ ଜଣେ ବୃଦ୍ଧାଙ୍କୁ ତାର ପୁଅ ମାଡ ମାରି ବିଦ୍ୟୁତ ଖଣ୍ଟରେ ବାନ୍ଧି ପକାଇଛି। ଘଟଣାଟି କେନ୍ଦୁଝର ଜିଲ୍ଲାର। ଫୁଲକୋବି ଚୋରି ସନ୍ଦେହରେ ପୁଅ…

୫ଟି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମରେ ଲୋକଙ୍କୁ ଆଣିବା ପାଇଁ ଟଙ୍କା ଦିଆଯାଉଥିବା ଅଭିଯୋଗ

କୋରାପୁଟ: ନିକଟରେ କୋରାପୁଟ ଗସ୍ତରେ ଯାଇଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ତେବେ ଏହି ସମାବେଶରେ ଲୋକଙ୍କୁ ଆଣିବାକୁ ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି। ସୋଶିଆଲ ମିଡିଆରେ ଟଙ୍କା ବଣ୍ଟା ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଜୟପୁରର ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ପିହୁ ଅଗ୍ରଓ୍ବାଲ ଅପହରଣ ମାମଲା: ୪ ଅଭିଯୁକ୍ତ ଗିରଫ

ଦେବଗଡ : ପିହୁ ଅପହରଣ ମାମଲାରେ ୪ ଗିରଫ । ସମସ୍ତ ଗିରଫ ଅଭିଯୁକ୍ତ ଦେବଗଡ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ୧୮ ତାରିଖରେ ଟ୍ୟୁସରୁ ଫେରୁଥିବାବେଳେ ଅପହରଣ ହୋଇଥିଲା । ୧୯ ତାରିଖରେ ସୁନ୍ଦରଗଡ ବଡଗାଁରୁ ଉଦ୍ଧାର ହୋଇଥିଲା । ଏହାପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା ।…

ଛାଡପତ୍ର ରାୟ ପରେ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଲେ ଅନୁଭବ?

କଟକ: ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ଆଶ୍ୱସ୍ତି ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ ନିର୍ବାଚନ ରହିଛି ତେଣୁ ଏହି ଅଭିନେତାକୁ ନେତା ପାଲଟିଥିବା…

ଖ୍ରୀଷ୍ଟମାସ ପାଇଁ କନ୍ଧମାଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା, ପୋଲିସର ଫ୍ଲାଗ୍ ମାର୍ଚ୍ଚ ସହିତ ପାଟ୍ରୋଲିଂ

କନ୍ଧମାଳ:  ଖ୍ରୀଷ୍ଟମାସ ପାଖେଇ ଆସୁଥିବାରୁ ସାରା ବିଶ୍ୱରେ ଲୋକମାନେ ଏହି ପର୍ବକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଘର ଓ ଚର୍ଚ୍ଚକୁ ସଜ୍ଜାରେ ସଜ୍ଜିତ କରାଯାଇଛି ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମକୁ ସମ୍ମାନ ଜଣାଇ ସୁରୁଖୁରୁରେ ଉତ୍ସବ ପାଳନ କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି…

ଇଏ କି ମାନବିକତା : ପାଦରେ ସାମାନ୍ୟ ଘା ଯୋଗୁଁ ମୋତେ ଜଙ୍ଗଲରେ ଛାଡିଦେଲ?

ବରଗଡ଼ : ଶୀତ କାକରରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଛନ୍ତି ମହିଳା  । ଅପରାଧ ତାଙ୍କର ଏତିକି ଯେ ତାଙ୍କ ପାଦରେ ଆଘାତ ଲାଗି ଘା ଟିଏ ହୋଇଯାଇଥିଲା । ଆଉ ତା ପରେ ପରିବାର ଲୋକେ ତାଙ୍କୁ ଜାଣି ଖୋଲା ଆକାଶ ତଳେ ଛାଡିଦେଲେ । ଯେତେବେଳେ ମାନବିକତା ମରିଯାଏ ଆଉ ତା ବଦଳରେ ଜନ୍ମନିଏ…