Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଲାଙ୍ଗୀରରେ ଦାଦନ ଚାଲାଣ: ୭ ନାବାଳକଙ୍କ ସମେତ ୧୫ ଉଦ୍ଧାର

ବଲାଙ୍ଗୀର: ଜିଲ୍ଲା ପୁଲିସ ରବିବାର ୭ ଜଣ ନିରୀହ ଶିଶୁଙ୍କ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ଏହି ଗରିବ ଲୋକଙ୍କୁ ବେଆଇନ ଭାବେ ହାଇଦ୍ରାବାଦ ନିଆଯାଉଥିବା ବେଳେ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିଥିଲେ। ଏହି ଜଘନ୍ୟ…

ଜନ୍ମିଦନ ଭୋଜି ଖାଇବା ପରେ ବାଲିଗୁଡ଼ାରେ ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି

କନ୍ଧମାଳ: ବାଲିଗୁଡ଼ାରେ ଏକ ଜନ୍ମଦିନ ପାର୍ଟିରେ ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହା ଉତ୍ସବମୁଖର ପରିସ୍ଥିତିକୁ ଫିକା କରି ଦେଇଛି। ଶୁକ୍ରବାର କଲ୍ୟାଣ ମଣ୍ଡପରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ପାର୍ଟିର କିଛି ଘଣ୍ଟା ପରେ, ଅନେକ ଅତିଥି ଫୁଡ୍ ପଏଜନିଂର ଲକ୍ଷଣ ଅନୁଭବ…

ନବୀନ ନିବାସଠୁ ଅଳ୍ପ ଦୂରରେ ସଂଘବଦ୍ଧ ଆକ୍ରମଣ, ପୋଲିସ ପାଟ୍ରୋଲିଂ ଉପରେ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ୱର: ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟ ଛକ ନିକଟରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ରାକା ଓ ଶିବା ନାମକ ଯୁବକ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଉଭୟ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି…

କଲେଜରେ ହିନ୍ଦୁ ଭାବନାକୁ ଅପମାନ ଅଭିଯୋଗ, ଓଡ଼ିଶା ସରକାରକୁ ଭିଏଚପିର କଡ଼ା ସମାଲୋଚନା

ଭଦ୍ରକ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଏକ ସରକାରୀ କଲେଜରେ ପରିବେଷିତ ନାଟକକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଭଦ୍ରକ ଜିଲ୍ଲା ଅଗରପଡ଼ା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ନାଟକ ଅନୁଷ୍ଠିତ…

ପଦ୍ମପୁର ରେଞ୍ଜରେ ଗାଈକୁ ମାରି ଖାଇଲା ମହାବଳ ବାଘ, ଆତଙ୍କିତ ଲୋକେ

ରାୟଗଡ଼ା: ପୁଣି ରାୟଗଡାରେ ଆତଙ୍କ ଖେଳେଇଲା ମହାବଳ ବାଘ । ଜିଲ୍ଲାର ପଦ୍ମପୁର ରେଞ୍ଜ ର ଆମ୍ବଖୁଲା ଗ୍ରାମ ନିକଟରେ ଆଜି ଏକ ଗାଈକୁ ଘୋଷାଡି ଖାଇଛି ବାଘ କିନ୍ତୁ ବାଘକୁ ବର୍ତ୍ତମାନ ସୁଦ୍ଧା କାବୁ କରିବାରେ ଅସଫଳ ରହିଛି ବନ ବିଭାଗ । ସୂଚନା ମୁତାବକ, ଆମ୍ବଖୁଲା ଗ୍ରାମର ଜଣଙ୍କ ଗାଈ ଆଜି ସକାଳୁ…

ଜାନୁଆରୀ ଶେଷ ସପ୍ତାହରେ ଉଦଘାଟନ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ବର: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସତ୍ୟବାଦୀ ଗସ୍ତ କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିସହ ଚାଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।…

ପିଆଜ ଓ ବାଲିରେ ୧୦୦ ଫୁଟ୍ ଲମ୍ବା ସାଣ୍ଟା କ୍ଲଜ୍ ତିଆରି କରି ଓ୍ବାର୍ଲଡ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ବଡଦିନ ବା ଖ୍ରୀଷ୍ଟମାସ । ଯାହାକୁ ନେଇ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟାକ୍ଲଜ୍ । ଯେଉଁଥିରେ ପ୍ରାୟ ୨ ଟନ୍ ଓଜନର ପିଆଜ ବ୍ୟବହାର ହୋଇଛି । ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି…

ଦ୍ୱିତୀୟ ସନ୍ଧ୍ୟାରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ

ରାୟଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ଚଇତି ମଣ୍ଡପରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ । ଆଜି ଚଇତି ଇଡିତାଲର ଦ୍ୱିତୀୟ ସନ୍ଧ୍ୟାରେ ଏସଡିସି ଅଧକ୍ଷା ଅନୁସୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପଛୁଆ ବର୍ଗ ଉପଦେଷ୍ଟା ପୃଥ୍ୱୀବି ରାଜ ସାହୁ, ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ…

ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ନିର୍ମାଣ ହୋଇଛି ସଚେତନତା ଭିତ୍ତିକ ବାଲୁକା କଳାଭିତ୍ତିକ

ପୁରୀ: ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ନିର୍ମାଣ କରାଯାଇଛି ବିଭିନ୍ନ ସଚେତନତା  ଭିତ୍ତିକ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ନିର୍ମାଣ କରିଛନ୍ତି ବାଲୁକା ସାଣ୍ଟାକ୍ଲଜ । ସେ ଏହି ବାଲୁକା କଳା ରେ 'ସେଭ ଟ୍ରି' ର ବାର୍ତ୍ତା ପ୍ରଚାର ପ୍ରସାର କରିଛନ୍ତି…

ଢେଙ୍କାନାଳ-ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଚିଠିର ଉତ୍ତର କେବେ ଦେବେ ମୁଖ୍ୟମନ୍ତ୍ରୀ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ଧର୍ମକୁ ଆଖିଠାର ଭଳି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ସମେତ ଓଡ଼ିଶାର ବିକାଶକୁ ଅଣଦେଖା କରୁଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅନୁଗୋଳକୁ କ'ଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ…