Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: କଟକ ଏସ୍‌ସିବିରେ ଚିକିତ୍ସିତ ୧୯୭ ମଧ୍ୟରୁ ୫୨ ଡିସ୍‌ଚାର୍ଜ

କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କ ମଧ୍ୟରୁ ମୋଟ ୧୯୭ ଜଣ କଟକ ଏସ୍‌ସିବିରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୫୨ ଜଣ ଡିସ୍‌ଚାର୍ଜ କରାଯାଇ ସାରିଲାଣି। ତେବେ ଆଇସିୟୁରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୧୭ ଜଣ ବିଭିନ୍ନ ବିଭାଗର…

ସବୁଠୁ ଉତ୍ତପ୍ତ ସହର ରାଜଧାନୀ; ସାଢେ ୧୧ଟା ସୁଦ୍ଧା ୩୯ ଟପିଲା

ଭୁବନେଶ୍ୱର: ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ସାଢେ ୧୧ଟା ସୁଦ୍ଧା ୩୯ ଡିଗ୍ରୀ ଉପରେ ପାରଦ । ତଳେ ତାତିଲା ପିଚୁ । ଉପରେ ଆକାଶରୁ ନିଆଁ ବର୍ଷା । ଛଟପଟ ହୋଇ ଯାଉଛନ୍ତି ରାଜଧାନୀବାସୀ ।  ଆଜି ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯.୮…

ଟ୍ରେନ ଟ୍ରାଜେଡି: କିଏ କହୁଥିଲା ସାର..ମୋତେ ଛାଡି ଯାଆନ୍ତୁନି..କିଏ କହୁଥିଲା ମୋ ଗୋଡ଼ କାଟି ଦିଅ କିନ୍ତୁ ବଞ୍ଚାଅ

ଭୁବନେଶ୍ୱର: ସେ ଦୃଶ୍ୟ ହୃଦୟ ବିଦାରକ । ଲୋମଟାଙ୍କୁରା । ଏବେ ବି ମନେ ପଡିଗଲେ ଦେହ ଥରି ଯାଉଛି । ଚାରିଆଡେ କୁଢକୁଢ ଶବ । କରୁଣ ଚିତ୍କାରରେ ଆକାଶର ଛାତି ଯେମିତି ଫାଟି ଯାଉଥିଲା । ଅନ୍ଧାର ରାତିରେ ଛାତିକୁ ପଥର କରି ଉଦ୍ଧାର କାମରେ ଲାଗିଥିଲେ ରେସକ୍ୟୁ ଟିମ । ଆଖି ସାମ୍ନାରେ ମୃତ୍ୟୁକୁ…

ବାହାନଗା ଟ୍ରେନ ଦୁର୍ଘଟଣା: ୨ ଦିନ ପାଇଁ ବାତିଲ ହେଲା ୭୪ ଟ୍ରେନ; ଦେଖିନିଅନ୍ତୁ ପୂରା ତାଲିକା

ଭୁବନେଶ୍ୱର:ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଏହି ରୁଟରେ ଗଡିଛି ଟ୍ରେନ । ପରୀକ୍ଷାମୂଳକଭାବେ ଏହି ରୁଟରେ ଟ୍ରେନ ଚଳାଚଳ କରାଯାଇଥିଲେ ମଧ୍ୟ ଟ୍ରାକ ମରାମତି କାମ ଚାଲିଛି । ସେଥିପାଇଁ  ଆଜି ଓ କାଲି ୨ ଦିନ ପାଇଁ ୭୪ ଟ୍ରେନକୁ ବାତିଲ କରାଯାଇଛି । ସେହିପରି କେତେକ ଟ୍ରେନର ଗତିପଥ ମଧ୍ୟ…

ସକାଳ ୧୦ ସୁଦ୍ଧା ୯୫ ମୃତଦେହ ଚିହ୍ନଟ, ୮୪ ଜଣଙ୍କୁ କ୍ଷତିପୂରଣ: ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସୁବିଧା ଯୋଗାଇବା ଏବେ ମୁଖ୍ୟ ପ୍ରାଥମିକତା ରହିଛି ବୋଲି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି। ସେ କହିଛନ୍ତି ଯେ ରେଳ ବିଭାଗ ପକ୍ଷରୁ ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ ଗଠନ…

ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ସିବିଆଇ ଟିମ୍ ବାଲେଶ୍ୱରରେ ଆସି ଦୁର୍ଘଟଣାର ସ୍ଥଳ ଅନୁଧ୍ୟାନ କରିଛନ୍ତି।ଏନେଇ ସୂଚନା ଦେଇଛନ୍ତି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ। ମିଳିଥିବା ସୂଚନା ଅନୁସାରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ସୁନ୍ଦରଗଡ:ରଖିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡିବସିଲା ଭିଜିଲାନ୍ସ । ଭିଜିଲାନ୍ସ ଟ୍ରାପରେ ପଡିଛନ୍ତି  ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ତାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଛି। ଶ୍ରୀ ବେହେରାଙ୍କର ସୁନ୍ଦରଗଡ଼…

ଫିଜିକାଲ ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା: ଖୋର୍ଦ୍ଧା ଡିଆରଏମ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଦଟଣାକୁ ନେଇ ବିସ୍ଫୋରକଣ ବୟାନ ଦେଇଛନ୍ତି ଖୋର୍ଦ୍ଧା ଡିଆର୍‌ଏମ୍। ସିଗ୍‌ନାଲ ଟାମ୍ପରିଂ ନେଇ ଦେଇଛନ୍ତି ଆଶ୍ଚର୍ଯ୍ୟକର ବୟାନ। କହିଛନ୍ତି ଯଦି କେହି ଫିଜିକାଲ ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ।…

ମୃତଦେହ ଚିହ୍ନଟ ପାଇଁ ଏମ୍ସରେ ଚାଲିଛି ଡିଏନଏ ପରୀକ୍ଷା

 ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୪ ଦିନ ବିତିଗଲାଣି । ତଥାପି ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ଦିନକୁ ଦିନ ମୃତଦେହ ଚିହ୍ନଟ ଏକ ଚାଲେଞ୍ଜ ପାଲଟିଛି । ଏଣିକି ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ ହେବ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶୁତୋଷ ବିଶ୍ୱାସ କହିଥିଲେ…

ପାଣି ପିଇବାକୁ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲା ହାତୀଛୁଆ, ଜେସିବି ଦ୍ୱାରା ଉଦ୍ଧାର

ବାଲେଶ୍ୱର: ପାଣି ଖୋଜି ଖୋଜି କୂଅ ପାଖେ ପହଞ୍ଚିଲା ହାତୀ ଛୁଆଟି । ହେଲେ ପାଣି ପିଇବ କ’ଣ କୂଅ ଭିତରେ ଫସି ରହିଲା ସାରା ରାତି । ଯେତେ ଉପରକୁ ଉଠିବାକୁ ଚେଷ୍ଟା କରୁଥାଏ ସେତେ ପଙ୍କ ଭିତରେ ଫଶୁଥାଏ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କୁଲଢିଆ ଅଭୟାରଣ୍ୟ ଅଂଚଳର ଗଡସାହି…