Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ଵରରୁ ଜବତ ହେଲା ୬୦ଲକ୍ଷରୁ ଊର୍ଦ୍ଧ୍ଵ ବ୍ରାଉନସୁଗାର

ଭୁବନେଶ୍ଵର; ଧଳାଜହର କାରବାରରେ ବୁଡିଛି ଓଡିଶା । ସବୁଦିନ କେଉଁଠୁ ନା କେଉଁଠୁ ଜବତ କରାଯାଉଛି ବ୍ରାଉନସୁଗାର । ଅନେକ ଚେଷ୍ଟା ଫଳରେ ବି ପୋଲିସକୁ ଦିନରେ ତାରା ଦେଖାଉଛନ୍ତି ବେପାରୀ ।  ଆଜି ଭୁବନେଶ୍ଵର ଫ୍ଲାଏ ଓଭର ବ୍ରଜ୍ ନିକଟରୁ ୬୬୦ ଗ୍ରାମର ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସ ।…

ଦୁଇ ମହାବଳଙ୍କ ଲଢେଇରେ ଜିତିଲା କିଏ, ଜାଣନ୍ତୁ କାହିଁକି ଲାଗିଥିଲା ଲଢେଇ

ବାରିପଦା: ଲାଗିଛି ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ । ଛକାପଞ୍ଝାରେ ରହିଛନ୍ତି ଦୁହେଁ । କିଏ ଜିତିବ ବାଜି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ । ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଏହି ଲଢେଇ । ଲଢେଇର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ…

ସନ୍ଦେହ ଘେରରେ ପୋଲିସ ଏଫଓଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ଏସପି ଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି. ହରିଶଙ୍କର ରାଓ ଙ୍କ ସନ୍ଦେହ ଜନକ ଭାବେ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ବର୍ତ୍ତମାନ ତାଙ୍କ ମୃତ ଶରୀର…

ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ, ଲୁଟିନେଲେ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସ

ଭଦ୍ରକ: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଠାକୁରଙ୍କ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସକୁ ନେଇ ଚାଲିଗଲେ ଦୁର୍ବୃତ । ଘଟଣା ଘଟିଛି ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ । ସକାଳୁ ପୂଜାରୀ ଆସି…

ଜେରା ପାଇଁ ରିମାଣ୍ଡରେ ଯାଇପାରେ ସନ୍ଦିଗ୍ଧ ଆତଙ୍କୀ ବୁଖାରୀ: ଆଜି ହୋଇପାରେ ଆବେଦନ

ଭୁବନେଶ୍ୱର:ଓଡ଼ିଶାରୁ ଗିରଫ ସନ୍ଦିଗ୍ଧ ଆତଙ୍କୀ ଇଶାନ ବୁଖାରୀକୁ ନେଇ ସାଂଘାତିକ ତଥ୍ୟ ଏସଟିଏଫ ହାତରେ ଲାଗିଛି । ବୁଖାରୀ ହ୍ୱାଟ୍ସଅପ ଚାର୍ଟରୁ ଏହି ତଥ୍ୟ ପାଇଛି ଏସଟିଏଫ । ଅଧିକ ଜେରା ପାଇଁ ଆଜି ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ । ଏସଟିଏଫ ତଥ୍ୟ ଅନୁସାରେ, ବୁଖାରୀର…

ଆଜି ଶ୍ରୀମନ୍ଦିିରରେ ଓଢଣଷଷ୍ଠୀ: ଘୋଡଲାଗି ହେବେ ତିନି ଠାକୁର

ପୁରୀ: ଆଜି ଓଢଣ ଷଷ୍ଠୀ । ଆଉ ଶୀତ ସହିପାରିବେନି ତିନି ଠାକୁର । ତେଣୁ  ଆଜିଠୁ ଘୋଡଲାଗି ହେବେ ଶ୍ରୀଜୀଉ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଓଢଣ ଷଷ୍ଠୀ ନୀତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ସକାଳ ଧୂପ…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ୨୦ରୁ ଅତିଥି ନିମନ୍ତ୍ରଣ

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ । ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଜୋରସୋରରେ ଲାଗିଛି । କେଉଁ ବିଶିଷ୍ଟ ବ୍ୟକ୍ତି…

ପୁଷ ଗଲା ପରେ ମାଘରେ କହିବି କେଉଁ ଦଳରେ ଦେବି ଯୋଗ: ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ରବିବାର ଦିନ ତାଙ୍କ ସଦ୍ୟତମ ବୟାନ ଓଡ଼ିଶାରେ ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି। ଦଳରୁ ବହିଷ୍କାର ହେବା ପରଠାରୁ ଶାସକ ବିଜେଡି ନେତୃତ୍ୱକୁ କଡ଼ା…

ନୂଆପଡ଼ାରେ ନିଷିଦ୍ଧ ୧୨୦ ବୋତଲ କଫ ସିରପ ଜବତ, ଜଣେ ଗିରଫ

ନୂଆପଡା: କୋମନା ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୨୦ ବୋତଲ ନିଷିଦ୍ଧ କଫ ସିରପ ଜବତ କରିବା ସହ ତାଙ୍କୁ ଗିରଫ କରିଛି ନୂଆପଡା ପୋଲିସ। କୋମନା ପୁଲିସ ସୀମାରେ ଥିବା ରେଙ୍ଗା ଗ୍ରାମର ଦେବେନ୍ଦ୍ର ତାଣ୍ଡିଙ୍କୁ ପଚରାଉଚରା ବେଳେ ବୋତଲର ଉତ୍ସ ସନ୍ତୋଷଜନକ ଭାବେ ବୁଝାଇ ପାରି ନ ଥିଲେ। ତାଣ୍ଡି ନିକଟରୁ…

ବିଶ୍ୱ ମଞ୍ଚରେ ଚାରି ଓଡ଼ିଆ ଯୁବକ ଜଳବାୟୁ ପ୍ରସଙ୍ଗରେ ରଖିଲେ ମତାମତ

ଭୁବନେଶ୍ୱର: ନିକଟରେ ୟୁଏଇର ଦୁବାଇଠାରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ (କୋପ୍ ୨୮) ଯୋଗ ଦେଇ ଓଡ଼ିଶାର ୪ ଜଣ ଯୁବ ଜଳବାୟୁ କର୍ମୀ ବିଶ୍ୱ ମଞ୍ଚରେ ନିଜର ସ୍ୱର ଉତ୍ତୋଳନ କରିଥିଲେ। ୟୁଥ୍ ଫର୍ ଓ୍ୱାଟର ମିଶନ ପକ୍ଷରୁ ଅଭିଶେକ ମଣି, ଅନ୍ୱେଷା ଦତ୍ତ, ଅଶ୍ୱିନୀ କୁମାର…