Latest Odisha News
Browsing Category

ଓଡିଶା

Odisha

ପୁଣି ଥରେ ରାଜ୍ୟରେ ହେବ ପୃଥକ ବାଘ ଓ ହାତୀ ଗଣନା; ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ମାସକ ଭିତରେ ଆକ୍ସନପ୍ଲାନ୍

ଭୁବନେଶ୍ୱର: ରାଜ୍ୟ ସରକାର ପୁଣିଥରେ ଅଲଗା ଭାବେ ବାଘ ଓ ହାତୀର ଗଣନା କରିବେ। କାରଣ କେନ୍ଦ୍ର ସରକାର ବାଘ ଓ ହାତୀ ଗଣନା କରୁଥିଲେ ବି ଏହାର ରିପୋର୍ଟ ଠିକ୍ ସମୟରେ ପ୍ରକାଶ ପାଉନି।ଏଣୁ ବନ୍ୟପ୍ରାଣୀଙ୍କ ପ୍ରକୃତ ସଂଖ୍ୟା ବିଷୟରେ ଜାଣିବାରେ ସମସ୍ୟା ହେଉଛି। ତେଣୁ ରାଜ୍ୟ ସରକାର ନିଜତରଫରୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଚ୍ଛେଦ କାର୍ଯ୍ୟ ଆରମ୍ଭ; ଭଙ୍ଗା ହେଲା ବଡ଼ ଆଖଡ଼ା ମଠର ପୁରୁଣା ଘର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଆଜିଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀ ବଡ଼ଦାଣ୍ଡକୁ ଲାଗିଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଏହ ପୂର୍ବରୁ ବଡ଼ ଆଖଡ଼ା ମଠର ଅଧିକାଂଶ ଘରକୁ ଭାଙ୍ଗି ଦିଆଯାଇଥିଲା। ବାକି ପୁରୁମା ଯେତକ ପୁରୁଣା ଘର…

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ ; ୨ ମୃତ, ୩ ଗୁରୁତର

ବୌଦ୍ଧ : ସକାଳୁ ସକାଳୁ ଅଘଟଣ । କମଳପୁର ଛକ ନିକଟରେ ପୁଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର । ଏବଂ ଆହତମାନେ ହେଲେ …

ଅପହରଣ ଓ ଲାଞ୍ଚ ମାମଲାରେ ମହିଳା ଏସଆଇ ନିଲମ୍ବିତ

ପାରଳାଖେମୁଣ୍ଡି: ଲାଞ୍ଚ ଓ ଅପହରଣ ଅଭିଯୋଗରେ ଜଣେ ମହିଳା ସବ୍-ଇନ୍ସପେକ୍ଟର (ଏସ୍ଆଇ) ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଏସ୍ଆଇ ଜ୍ୟୋତ୍ସ୍ନା ରାୟ ଆଠ ମାସ ତଳେ ମୋହନା ଥାନାରେ କାର୍ଯ୍ୟରତ ଥିବା ବେଳେ ନୁଦ୍ରୁଜ ଗ୍ରାମର ପ୍ରିତି ମାଝୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ…

ଶିମିଳିପାଳ ଫରେଷ୍ଟଗାର୍ଡ ମୃତ୍ୟୁ ଘଟଣାରେ ଦୁଇ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର)ରେ ଜଣେ ଫରେଷ୍ଟ ଗାର୍ଡଙ୍କ ଦୁଃଖଦ ମୃତ୍ୟୁ ପରେ ଏହି ଘଟଣାରେ ମଙ୍ଗଳବାର ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ମୋଟ୍ ୧୦ ଜଣ ଏହି ହତ୍ୟାକାଣ୍ଡ ମାମଲାରେ ଜଡ଼ିତ ଥିବା ସୂଚନା ରହିଛି।…

ବିନା ଅନୁମତିରେ ବସ୍ ଚଳାଉଥିଲେ, ଗଣିଲେ ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଜଣେ ଟ୍ୱିଟର ୟୁଜରଙ୍କ ତତ୍ପରତା ଓ ନିର୍ଣ୍ଣାୟକ ପଦକ୍ଷେପ ଫଳରେ ପୁରୀସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଜଣେ ବସ୍ ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ସହ ବିନା ପରମିଟରେ ଗାଡ଼ି ଚଳାଇବା ପାଇଁ ୨୦ ହଜାର ୫୦୦ ଟଙ୍କା ମୋଟା ଅଙ୍କର ଜରିମାନା ଆଦାୟ କରିଛି। ଜଣେ…

ବୁଲା କୁକୁର କାମୁଡିବାରୁ ପୁରୀ କଣାସରେ ୧୭ ଜଣ ଆହତ

ପୁରୀ : ରାସ୍ତାକଡ଼ରେ ବୁଲୁଥିବା ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ପୁରୀ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଭାବେ ୧୭ ଜଣ ବ୍ୟକ୍ତିକୁ ବୁଲା…

ଦୁଇ ବ୍ରାଉନସୁଗାର ବେପାରୀ ଗିରଫ, ଜବତ ହେଲା ଧଳ ଜହର ସହ ଅନ୍ୟାନ୍ୟ ସାମଗ୍ରୀ

ବ୍ରହ୍ମପୁର: ଦୁଇ କୁଖ୍ୟାତ ନିଶା ବେପାରୀଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୮ ଗ୍ରାମରୁ ଉର୍ଦ୍ଧ୍ୱ ଓଜନର ବହୁ ପରିମାଣର ବ୍ରାଉନସୁଗାର ଜବତ କରିଛି। ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ସୋମବାର ଏହି ଦୁଇ କୁଖ୍ୟାତ ଗିରଫ ହୋଇଛନ୍ତି।…

ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପାତ୍ରପଡା ସ୍ଥିତ V2 ସପିଙ୍ଗ ମଲରେ ଘଟିଛି ଅଗ୍ନିକାଣ୍ଡ । V2 ସପିଙ୍ଗ ମଲ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଘଟିଥିବା…

୪୦ ଟପିଲା ରାଜଧାନୀ ତାପମାତ୍ରା; ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ସକାଳୁ ସକାଳୁ ଅସହ୍ୟ ହୋଇଥିଲା ରାଜଧାନୀ ତାପମାତ୍ରା । ସକାଳ ସାଢେ ୧୧ଟା ବେଳକୁ ୩୯ ଡିଗ୍ରୀ ଛୁଇଁଥିଲା ତାତି । ଦିନ ବଢୁଥିଲା  । ତାତି ବି ବଢୁଥିଲା । ଅପରାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା ପାରଦ ।  ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା…