Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିସେମ୍ବର ୧ରୁ ୭ ତାରିଖ ଯାଏଁ ରାଜ୍ୟରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯିବ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ସପ୍ତାହ ପାଳନ କରିବେ। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ପୂର୍ବ ଶୂନ୍ୟ ମୃତ୍ୟୁ ସପ୍ତାହ ଅପେକ୍ଷା ଭଲ ଫଳାଫଳ…

ଗରିବଙ୍କୁ ସହଯୋଗର ହାତ ବଢାଇଲା କେନ୍ଦ୍ର: ନିର୍ବାଚନୀ ଚାଲ କହିଲା ବିଜେଡି, ଧୋଇଦେଲା ବିଜେପି

ଭୁବନେଶ୍ୱର: ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇବା ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୫ ବର୍ଷ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକଟ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ। ଆଗାମୀ ସାଧାରଣ ନିର୍ବାଚନକୁ…

ଲେଜର ସ୍କାନିଂ ବେଳେ ରତ୍ନଭଣ୍ଡାରର ବାହାର କାନ୍ଥରେ ଫାଟ ଚିହ୍ନଟ କଲା ଏଏସ୍ଆଇ

ପୁରୀ: ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ରତ୍ନଭଣ୍ଡାରର ପ୍ରଥମ ପର୍ଯ୍ୟାୟରେ ସ୍କାନିଂ ବେଳେ କେତେକ ସ୍ଥାନରେ ଫାଟ ଚିହ୍ନଟ ହୋଇଛି। ଢାଞ୍ଚାର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବାଞ୍ଚଳରେ ଫାଟ ସୃଷ୍ଟି ହୋଇଥିବା ଏଏସଆଇ ଜାଣିବାକୁ ପାଇଛି। ୧୫ ଜଣିଆ ଏଏସ୍ଆଇ ଟିମ୍ ସହ ସ୍ଥପତି ଓ ସର୍ଭେଲାନ୍ସ ଓ…

ଓଡ଼ିଶା ସରକାରଙ୍କ ଅସହଯୋଗ ପାଇଁ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ମଉଳିଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରସ୍ତାବ ନଦେବାରୁ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ନେଇ ଓଡ଼ିଶାର ଆଶା ମଉଳି ଯାଇଛି। କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଓଡ଼ିଶା ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି। ବୁଧବାର ଭୁବନେଶ୍ୱରରେ ଗଣମାଧ୍ୟମକୁ କହିଛନ୍ତି, ପ୍ରକଳ୍ପକୁ ଆଗକୁ…

ଖାକି ପିନ୍ଧିବା ସହିତ ସିନେମା ପ୍ରତି ଥିଲା ଦୁର୍ବଳତା, ଗିରଫ ଥାନାଧିକାରୀ ସୁଶାନ୍ତଙ୍କୁ ନେଇ ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର: ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ନିକଟରୁ ୩୭ ଲକ୍ଷ ଟଙ୍କାର ବେଆଇନ ଟଙ୍କା ଜବତ ହେବା ପରେ ଗିରଫ ଅଧିକାରୀଙ୍କ ଓଲିଉଡ ସହ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ ସୁଶାନ୍ତ ଶତପଥୀ ଅନେକ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି। ତେବେ…

ଓଡ଼ିଶା ଜଙ୍ଗଲରେ ପୁଣି ଦେଖାଦେଲା କଳା ବାଘ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ରାଜ୍ୟ ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ। କ୍ୟାମେରା ଟ୍ରାପ୍‌ରେ କଏଦ୍‌ ହେଲା କଳା ରଙ୍ଗର କଲରା ପତରିଆ ବାଘ। ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା…

ସୁଡଙ୍ଗରୁ ଉଦ୍ଧାର ପରେ ଓଡିଶାର ୫ ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ ସାରଦା ନାୟକ

ଭୁବନେଶ୍ୱର: ୧୭ ଦିନ ଧରି ସୁଡଙ୍ଗ ଭିତରେ ଫସି ରହିଥିବା ଓଡିଶାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର ପରେ ଭେଟିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ଆଜି ଉତ୍ତରକାଶୀ ସ୍ଥିତ ଚିନିଆଲିସୌର ହସ୍ପିଟାଲ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ପ୍ରଭାବିତ ଶ୍ରମିକ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ…

ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର, ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ…

ମାଗଣା ଚାଉଳ କ୍ଷୁଧା ନିବାରଣ କିରିଛି କିଛି ମାତ୍ରାରେ, ଦାରିଦ୍ର୍ୟ ଦୂରୀକରଣ କରିପାରିବ ନାହିଁ: କଂଗ୍ରେସ

ଭୁବନେଶ୍ୱର: ଆଜି କେନ୍ଦ୍ର କ୍ୟାବିନେଟ୍ ରେ ୫ ବର୍ଷ ମାଗଣା ଚାଉଳ ଦେବାକୁ ମଞ୍ଜୁରୀ ହୋଇଛି । ଏହି ମାଗଣା ଚାଉଳ ବଣ୍ଟନକୁ ଗୋଟେପଟେ ବିଜେଡି ପରୋକ୍ଷ ଭାବେ ସମର୍ଥନ କରୁଥିବାବେଳେ ଏହାକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟରେ ମାଗଣା ଚାଉଳ ବଣ୍ଟନ ବ୍ୟବସ୍ଥା ହେତୁ କ୍ଷୁଧା ନିବାରଣ କିଛି…

ସୈନିକ ସ୍କୁଲ ପାଖ ଅଳିଆ ଗଦା ହଟିବା ନେଇ ମେୟର ଏବଂ କମିସନରଙ୍କ ଭିନ୍ନ ଭିନ୍ନ ଯୁକ୍ତି, ବର୍ଷିଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଟ୍ରାନଜିଟ୍ ସେଣ୍ଟର (ଟିଟିସି)ରୁ ଅଳିଆ ସମ୍ପୂର୍ଣ୍ଣ ହଟାଇବା ଦାବିରେ ବୁଧବାର ବିଜେପି ଭୁବନେଶ୍ୱର ଶାଖା ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ପୂର୍ବରୁ ବିଜେପି ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ…