Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାତିରେ ଅଘୋଷିତ ବିଜୁଳି କାଟ ବଢ଼ାଉଛି ଲୋକଙ୍କ ସମସ୍ୟା; ପ୍ରଶାସନ ନିରବ!

ଭୁବନେଶ୍ୱର:  ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ…

ନୟାଗଡ଼ରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ

ନୟାଗଡ: ନୟାଗଡ଼ ଜିଲ୍ଲାରେ ମଙ୍ଗଳବାର ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ। ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତ ଯୋଗୁଁ ନୟାଗଡ଼ର ଖଣ୍ଡପଡ଼ା ଅଞ୍ଚଳରେ ଗଛ ଗୁଡ଼ିକ ଜଳିଯାଇଛି। ଖଲିସାହି ଠାରେ ଏକ ଗଛର ଡାଳ ଭାଙ୍ଗି ଅଟୋ ରିକ୍ସା ଉପରେ ପଡ଼ିିଯିବାରୁ ଅଟୋ ଭିତରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ…

ରାଜ୍ୟରେ ବୟନ ଶିଳ୍ପକୁ ବ୍ୟାପକ କରିବାକୁ ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ବୟନ ଶିଳ୍ପ ଉପରେ ଗୁରୁତ୍ୱ ଦେବା ସହ ଏହାର ବୈଷୟିକ ଶିଳ୍ପକୁ ବ୍ୟାପକ କରିବା ନିମନ୍ତେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ‘ଓଡ଼ିଶା ନିବେଶକ ସମ୍ମିଳନୀ’ । ମେ ୧୭  ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା   ଘରୋଇ…

କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଭୁଲ୍ ଧରାପଡିବା ପରେ ରାଗୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ଜବାବ। ଧର୍ମେନ୍ଦ୍ରଙ୍କ ମହିଳା ସମ୍ମାନ ମନ୍ତବ୍ୟକୁ ନେଇ ଆଜି ସମ୍ବାଦିକ ସମ୍ମିଳନୀର କରି ଲେନିନ କହିଛନ୍ତି ଯେ ଧର୍ମେନ୍ଦ୍ରର ଭାଇ, ଆପଣ ମୋ ପାଇଁ ଜଣେ ବଡ଼ ଭାଇ। ଏବଂ ମୁଁ କପିଳେଶ୍ୱର ମନ୍ଦିରର…

ୟୁପିଏସ୍‌ସି ସଦସ୍ୟ ନିଯୁକ୍ତ ହେଲେ ଓଡ଼ିଆ ଆଇଏଏସ୍‌ ଅଫିସର ବିଦ୍ୟୁତ ବିହାରୀ ସ୍ୱାଇଁ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ନୂଆ ସଦସ୍ୟ ନିଯୁକ୍ତ ହେଲେ ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ବିଦ୍ୟୁତ୍ ବିହାରୀ ସ୍ୱାଇଁ। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ ପଦବିରେ ନିଯୁକ୍ତି ଦେଇଛନ୍ତି। ସୂଚନା ଥାଉକି ବିଦ୍ୟୁତ…

୩ ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା । ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ…

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ  । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ ।  ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ  ।  ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ…

ବଦଳିଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠିକଣା

ଭୁବନେଶ୍ୱର: ସ୍ଥାନାନ୍ତର ହେଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ । ଏ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।   ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛି । ତୋଷାଳିଭବନ ଏ-୧ ବ୍ଲକର ତଳ…

ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ ୪ ତାରିଖରେ କେରଳ ଛୁଇଁବ ମୌସୁମୀ । ଏ ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଆଇଏମଡି ତାର ଟୁଇଟରରେ ଏ ନେଇ ସୂଚନା ଦେଇଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବ ବର୍ଷମାନଙ୍କ ତୁଳନାରେ ସାମାନ୍ୟ ବିଳମ୍ବରେ ଆସିବ । ଜୁନ ୪ରେ…

ଓଡ଼ିଶା ପାଇଁ ବଡ ଭାବ, ବଡ ସ୍ୱପ୍ନ ଦେଖ-ନବ ନିଯୁକ୍ତ ଯୁବକଯୁବତୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ବର୍ତ୍ତମାନର ପରିବର୍ତ୍ତିତ ଦୁନିଆ ଏବଂ ଟେକ୍ଲୋଲୋଜି ଯୁଗରେ ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ । ବିଶେଷ ଭାବରେ ଆଜି ନିଯୁକ୍ତି ପାଇଥିବା ଯୁବବନ୍ଧୁମାନେ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ ଏବଂ ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ…