Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୫ ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ହଠାତ୍ ମାଡିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଗତ କିଛି ଦିନ…

ହୁତୁହୁତୁ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍

ପାରାଦୀପ: ହୁତୁହୁତୁ ହୋଇ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍ । ହଜାର ହଜାର ଚୋରା ତେଲ ଗଚ୍ଛିତ ରହୁଥିଲା ଏହି କଣ୍ଟେନରରେ । ହଠାତ ଗତକାଲି ବିଳମ୍ବିତ ରାତିରେ ଜଳି ଯାଇଛି ଏହି ତେଲ ବୋଝେଇ କଣ୍ଟେନର । ତା ସହିତ ଦୁଇଟି ୧୨ ଚକିଆ ଟ୍ରକ ମଧ୍ୟ ଜଳି ଯାଇଛି । ପାରାଦୀପ ଅଞ୍ଚଳରେ ବେଧଡକ…

ଦୁର୍ଘଟଣା ନେଲା ୩ ଜୀବନ : ୨ଜଣଙ୍କୁ ଚାପିଦେଲା କାର,ମହିଳାଙ୍କ ଉପରେ ଚଢିଗଲା ବସ୍

ବ୍ରହ୍ମପୁର:ସକାଳୁ ସକାଳୁ ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଗଲା । ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ଉପରେ କାର ଚଢି ଯାଇଥିବାବେଳେ ଭଦ୍ରକ ବନ୍ତ ଛକରେ ଜଣେ ମହିଳାଙ୍କୁ ଦଳି ଦେଇଛି ବସ୍ । ବ୍ରହ୍ମପୁର ସାନଖେମୁଣ୍ଡି-ପାଟପୁର ଥାନା ପୋଡାମାରି ବସଷ୍ଟାଣ୍ଡ ନିକଟରେ…

ବଢିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ, ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

କଟକ: ବିରୋଧୀ ଦଳ ନେତା ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ ବଢିଛି। ଥାନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତହସିଲଦାରଙ୍କୁ ଧମକ ଦେବା ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯେଉଁଥିରୁ ଗୋଟିଏ ମାମଲାକୁ ଖାରଜ କରିଦେଇଥିବା ବେଳେ ଅନ୍ୟଟିରେ…

ସମ୍ବଲପୁରରେ ରାଷ୍ଟ୍ରପତି: ଆଜି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଙ୍ଗାଲୁର ଫେରିବେ

ସମ୍ବଲପୁର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ସେଠାରେ ରାତ୍ରିପଯାପନ କରିଥିଲେ । ରାଷ୍ଟ୍ରପତିଙ୍କ ସହ ଏହି ଗସ୍ତବେଳେ ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବରଦାସ ଓ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଅନ୍ତିମ ସଂସ୍କାର ବେଳେ ଜାତିବାଦକୁ ପ୍ରୋତ୍ସାହନ ଅଭିଯୋଗ, ‘ବ୍ରାହ୍ମଣ ଶ୍ମଶାନ’ ହେଲା…

କେନ୍ଦ୍ରାପଡା: ସମାବେଶିତାକୁ ପ୍ରୋତ୍ସାହନ ଦେବାକୁ ଯାଇ କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ସହରର ଏକ ଶ୍ମଶାନର ନାମ 'ବ୍ରାହ୍ମଣ ଶ୍ମଶାନ'ରୁ 'ସ୍ୱର୍ଗଦ୍ୱାର'କୁ ପରିବର୍ତ୍ତନ କରାଯାଇଛି। କେବଳ ବ୍ରାହ୍ମଣମାନଙ୍କୁ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦେବା ପାଇଁ ଶ୍ମଶାନର ପ୍ରଥା ଉପରେ…

ଫୋନ୍ ପେ’ରେ ନେଉଥିଲେ ଲାଞ୍ଚ, ପୋଲିସକୁ ଧରିଲା ପୋଲିସ

ବୌଦ୍ଧ: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାରେ ମଙ୍ଗଳବାର ଏକ ଜବତ ଗାଡ଼ିକୁ ଛାଡ଼ିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଜଣେ ପୁଲିସ ସବ୍ଇନ୍ସପେକ୍ଟରଙ୍କୁ କାବୁ କରିଛନ୍ତି। ବିକ୍ରମ ଦେହୁରୀ ନାମକ ଏହି ସବ୍-ଇନ୍ସପେକ୍ଟର ଜଣକ ବାଉଁଶୁଣି ଥାନାରେ…

ଯାହା ବାହାଘରରେ ସାକ୍ଷୀ ତାଙ୍କୁ ବିବାହ କରୁଛନ୍ତି ବିଧାୟକ: ସୋମାଲିକା

କଟକ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ମଙ୍ଗଳବାର କଟକ ଜିଲ୍ଲା ସବ୍ ରେଜିଷ୍ଟ୍ରାର (ଡିଏସ୍ଆର୍)ଙ୍କ ଅଫିସରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଯେଉଁଥିରେ ସେ ଦାବି କରିଛନ୍ତି, ବିଧାୟକ ବିଜୟ ଶଙ୍କର ଯାହାଙ୍କ ବାହାଘରରେ ସାକ୍ଷୀ ଥିଲେ ତାଙ୍କୁ ସେ…

ଚୋର ଭାବି ପ୍ରାଣାନ୍ତକ ଆକ୍ରମଣ, ଜଣଙ୍କର ମୃତ୍ୟୁ ଅନ୍ୟ ଜଣେ ଗୁରୁତର

ବରଗଡ: ବରଗଡ଼ ଜିଲ୍ଲା ସାହୁଟିକ୍ରାରେ ଚୋରି ସନ୍ଦେହରେ ଚାରି ଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ। ଏହି ଆକ୍ରମଣରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ 4 ଜଣ ଯୁବକ ସାହୁଟିକ୍ରା ଗାଁ ଦେଇ ଯାଉଥିବା ବେଳେ ଏହି ଘଟଣା…