Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଞ୍ଚବେଳେ ପୋଲିସକୁ ଆକ୍ରମଣ, ଅଭିନେତା ଗିରଫ

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ସେ ହେଲେ ନୟାପଲ୍ଲୀରେ ରହୁଥିବା ପୁରୀର ବିରଞ୍ଚି ନାରାୟଣ ନାୟକ । ସେ ଏକାଧିକ ଓଡ଼ିଆ ଧାରାବାହିକ, େଓବ୍ ସିରିଜ୍‌ରେ ଅଭିନୟ…

ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଗୋପପୁରରେ ସ୍ଥାପନ ହେଲା ଶୁଭସ୍ତମ୍ଭ

ବରଗଡ଼ର: ଆଉ କିଛି ଦିନର ଅପେକ୍ଷା । ଆଉ ତାପରେ ଜମିବ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏନେଇ ଗତ ୨୨ ତାରିଖରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ, ଗୋପପୁରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ସମଲେଶ୍ଵରୀ ମନ୍ଦିର ଠାରେ…

କଣ୍ଟାବାଞ୍ଜିରେ ଚିନ୍ତା ବଢ଼ାଇଲା ଝାଡ଼ାବାନ୍ତି, ୨ ମୃତ, ୪ ଗୁରୁତର

ବଲାଙ୍ଗୀର: ରାଉରକେଲା ପରେ ବଲାଙ୍ଗୀର ର କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୪ ଜଣ ଆକ୍ରାନ୍ତ ହୋଇକଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ସିଡିଏମଓ । ମୃତକ…

କାମିଆ ଜାନିଙ୍କ ଗୋମାଂସ ଭକ୍ଷଣ ର ସତ୍ୟତା ଯାଞ୍ଚ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ

ପୁରୀ: ୟୁଟୁବର୍ ଓ ଫୁଡ୍ ବ୍ଲଗର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଉଠିଥିବା ବିବାଦ ଧିରେ ଧିରେ ବଢିବାରେ ଲାଗିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶ୍ଵ ହିନ୍ଦୁ ପରିଷଦ । କାମିଆ ଜାନି ଏକ ଭିଡିଓ ଜାରି କରି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ଭାରତୀୟ ଭାବେ ମୋର…

ଉଡ୍ରର ନିଆରା କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ସ୍ୱପ୍ନ’ 

ଭୁବନେଶ୍ୱର: ବଡ଼ଦିନ ଅବସରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 'ବଡ଼ଦିନ ବଡ ସ୍ୱପ୍ନ' ଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଜୁଏଲ୍‍ସ ଇଣ୍ଟରନ୍ୟାସନାଲ୍‍ ଚେତନା ଇନଷ୍ଟିଚ୍ୟୁଟ୍‍ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ କରାଯାଇଛି। ମ୍ୟାଜିକ୍‍ ସୋ ସମେତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନ: ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଅଧ୍ୟକ୍ଷଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀ ଏସ୍‌ପିଙ୍କ ଅଧନରେ ରହିବ ଏହି ସ୍ଵତନ୍ତ୍ର ବାଟାଲିୟନ । ୧୧୯୦ ଜଣ ସୁରକ୍ଷା କର୍ମୀ…

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୁର୍ମାନୁର ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମାଟି ତଳୁ ଉଦ୍ଧାର କଲେ ମାଓ…

ବଡ ଦିନରେ ଜଗା ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ, ଭିଡ ନିୟନ୍ତ୍ରଣରେ ଫେଲ ମାରିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆଜି ବଡଦିନ ଅବସରରେ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଛି l ମହାପ୍ରଭୁଙ୍କ ଦର୍ଶନ ଲାଗି ମାତ୍ରାଧିକ ଭକ୍ତଙ୍କ ସମାଗମ ହୋଇଛି l ଭକ୍ତମାନେ ଦର୍ଶନ ଲାଗି ଦୀର୍ଘ ସମୟ ଅପେକ୍ଷା କରିବା ଫଳରେ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ କୁ ଠେଲି ଅବାଧରେ ପ୍ରବେଶ…

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ଗତକାଲି (ରବିବାର) ଏୟାରପୋର୍ଟ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ ଘଟଣା । ଏଥିରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ବର୍ତ୍ତମାନ ୮ ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ବେଳେ, ଏଥିରେ ସମ୍ପୃକ୍ତ…

ମାନସ ସାହୁ ଙ୍କ ସ୍ୟାଣ୍ଡ୍ ଆନିମେସନ ଯାଦୁରେ ମନ୍ତ୍ର ମୁଗ୍ଧ ହେଲେ ଦର୍ଶକ

ନୂଆଦିଲ୍ଲୀ/ଭୁବନେଶ୍ବର: ଦିଲ୍ଲୀ ର ପ୍ରସିଦ୍ଧ ଭାରତ ମଣ୍ଡପମ ରେ ୨୦ ମିନିଟ୍ ରେ ମୁଠାଏ ବାଲିର ଯାଦୁ ଦେଖାଇଲେ ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ । ତାଙ୍କର ଏହି କଳା ଯାଦୁଗରୀ କୁ ଦେଖିଥିଲେ ଶହ ଶହ ଦର୍ଶକ । ଗଭରମେଣ୍ଟ ଅଫ ଇଣ୍ଡିଆ, ଦିଲ୍ଲୀ ଗଭରମେଣ୍ଟ, ଗେଲ (GAIL), ବିପିସିଏଲ (BPCL),…