Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଶୀତକାଳୀନ ଅଧିବେଶନ ନଭେମ୍ବର ୨୧ରେ ଆରମ୍ଭ ହୋଇ ଡିସେମ୍ବର ୩୦ରେ ଶେଷ ହେବ। ଏହାପୂର୍ବରୁ ଶୀତକାଳୀନ ବିଧାନସଭାର ସମୟରେ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇଛି। ବିଧାନସଭା ଚତୁଃପାର୍ଶ୍ୱରେ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ…

ଭିତ୍ତିଭୂମୀର ବିକାଶ ସତ୍ତ୍ବେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଶିକ୍ଷକ ଅଭାବ!

ଭୁବନେଶ୍ୱର: ରାଜ୍ୟରେ ବହୁ ସ୍କୁଲରେ ଚାଲିଥିବା ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ୫-ଟି ଇନିସିଏଟିଭ୍ ଅଧୀନରେ ହାଇସ୍କୁଲ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ ଅନେକ ବିଦ୍ୟାଳୟରେ ନିୟମିତ ଶିକ୍ଷକ ଅଭାବ ଓ…

ଦୀର୍ଘ ୪୬ ବର୍ଷ ପରେ ଶେଷରେ ସ୍ୱାମୀଙ୍କ ପେନସନ ପାଇବେ କେନ୍ଦ୍ରାପଡ଼ା ଜିଲ୍ଲା କନ୍ଦରପୁରର ହର ସାହୁ

କେନ୍ଦ୍ରାପଡା: ଦୀର୍ଘ ୪୬ ବର୍ଷର ଅପେକ୍ଷା ପରେ ଶେଷରେ ସ୍ୱାମୀଙ୍କ ପେନସନ ପାଇବେ କେନ୍ଦ୍ରାପଡ଼ା ଜିଲ୍ଲା କନ୍ଦରପୁର ଗାଁର ୯୧ ବର୍ଷୀୟ ବିଧବା ମହିଳା ହର ସାହୁ। ତାଙ୍କ ସ୍ୱାମୀ କେନ୍ଦ୍ରାପଡ଼ାର ଦୁହୁରିଆ ସ୍କୁଲର ସହଯୋଗୀ ଶିକ୍ଷୟିତ୍ରୀ ବେଣୁଧର ସାହୁଙ୍କର ୧୯୭୭ ମସିହାରେ ଦେହାନ୍ତ ହୋଇଥିଲା।…

ବଢ଼ିଲା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନଙ୍କ ପଦବୀ

ଭୁବନେଶ୍ୱର: ଡାକ୍ତରଖାନାରେ ଜନସ୍ୱାସ୍ଥ୍ୟ ସୁବିଧା ତଥା ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇଁ ଫାର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ କ୍ୟାଡର ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୋମବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ଲାବ୍ ଟେକ୍ନିସିଆନ କ୍ୟାଡରରେ ପଦବୀ ସଂଖ୍ୟା…

ଫାଇନ୍ ଇଣ୍ଡିଆ ଠକେଇ: ନାସିର ଖାନଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ଓଡ଼ିଶା ହାଇକୋର୍ଟ ସୋମବାର ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ନାସିର ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପୁଞ୍ଜିନିବେଶକାରୀଙ୍କ ଠାରୁ ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ୨୦୦୯ରେ ଖାନଙ୍କୁ ସିବିଆଇ ଗିରଫ କରିଥିଲା। ତଦନ୍ତରେ ସହଯୋଗ…

ଜଗା ଦୁଆରେ ଭକ୍ତଙ୍କ ଭିଡ, ଶ୍ରୀମନ୍ଦିର ପ୍ରଶାସନ କହିଲା ବୟସ୍କ ବ୍ୟକ୍ତି ଆସନ୍ତୁ ନାହିଁ

ପୁରୀ: ବୟସାଧିକ ଓ ରୋଗାକ୍ରାନ୍ତଙ୍କୁ ଆସିବାକୁ ମନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରବଳ ଭିଡ଼ ହେଉଥିବାରୁ ନଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଆଜି କାର୍ତିକ ମାସରେ ଜଗା ଦୁଆରେ ପ୍ରବଳ ଭିଡ ଜମିଥିଲା। ଏହି ଅବସରରେ ଅନେକ ଲୋକ ଧାଡିରେ ଦର୍ଶନ…

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନସମର୍ଥନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି । ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଏହି ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା…

ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ପୁରୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି (ସୋମବାର) ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ…

ସୁନ୍ଦରଗଡ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ, ସିଡିରୁ ଖସିପଡି କାର୍ଯ୍ୟରତ ଶ୍ରମିକ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଜିଲ୍ଲାର ବୁଢାକଟା ସ୍ଥିତ ସ୍କାନ ଷ୍ଟିଲ ଲିମିଟେଡର ୟୁନିଟ-2 ପ୍ଲାଣ୍ଟରେ କାମ ଚାଲିଥିବାବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୩୯ ବର୍ଷୀୟ ଚରଣ ନାୟକ । ଚରଣ ପ୍ଲାଣ୍ଟରେ ଟେକନିସିଆନ ଭାବେ ନିଯୁକ୍ତ ଥିଲେ । ସୂଚନା…

ଏଆଇ ପ୍ରସଙ୍ଗରେ ରମାଦେବୀ ବିଶ୍ବବିଦ୍ୟାଳୟରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (ଆରଡିଡବ୍ଲୁୟୁ)ରେ ସାହିତ୍ୟ ଏବଂ ଚଳଚ୍ଚିତ୍ର ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ପ୍ରଭାବ ସମ୍ପର୍କରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଆରଡିଡବ୍ଲୁୟୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମାନବ ବୁଦ୍ଧିମତା…