Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ନବୀନଙ୍କୁ ଭେଟିବେ ନୀତୀଶ; ମୋଦୀ ବିରୋଧୀ ମେଳିରେ ସାମିଲ ହେବ ବିଜେଡି?

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନ ପଟ୍ଟନାୟକଙ୍କୁ ଭେଟି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନା କରିବେ। ଏହି ବୈଠକ ପ୍ରାୟ ଘଣ୍ଟାଏ ଧରି ଚାଲିବ ବୋଲି…

ମଣିପୁର ହିଂସା ବେଳେ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର କରିବାରେ ଗ୍ରୁପ କ୍ୟାପଟେନ ଦେବାଶିଷଙ୍କ ବଡ଼ ଭୂମିକା

ଭୁବନେଶ୍ୱର: ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଶତାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଜାତିଗତ ମାନ୍ୟତାକୁ ନେଇ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷରେ ଏଯାବତ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଲେଡିଜ ହଷ୍ଟେଲରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୩ ଗିରଫ, ୭ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ନୟାପଲ୍ଲୀ ଅଞ୍ଚଳରେ ଲେଡିଜ୍ ହଷ୍ଟେଲରେ ପଶି ଜଣେ ଯୁବତୀଙ୍କୁ ମାଡ଼ ମାରିବା ଘଟଣାରେ କମିସନରେଟ୍ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସନିଆ ଦାସ, ଶଶିକାନ୍ତ ଭୋଇ, ସଞ୍ଜୟ ବେହେରା। ଗତ ୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ କିଛି…

ସମ୍ବଲପୁରରେ ପରିସ୍ଥିତିକୁ ବିଗାଡିବାକୁ ବିରୋଧୀ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରରେ ନିକଟରେ ହନୁମାନ ଜୟନ୍ତୀ ପାଳନ ବେଳେ ହିଂସାକାଣ୍ଡ ଘଟିଥିଲା। ଯଦିଓ ଶାନ୍ତି ଫେରିଆସିଛି ହେଲେ ଏହି ପ୍ରସଙ୍ଗ ଏବେ ବି ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗତକାଲି ପ୍ରଚାର ବେଳେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି ଅଭିଯୋଗରେ ଭୁବନେଶ୍ୱରରୁ ଦୁଇ ଗିରଫ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ସାଲିଆ ସାହି ବସ୍ତି ଅଞ୍ଚଳରେ ବିନା ପ୍ରେସକ୍ରିପସନରେ ଘରକୁ ଘର ବୁଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ସନ୍ଦିଗ୍ଧ ବ୍ୟକ୍ତି ବିନା ପ୍ରେସକ୍ରିପସନରେ ମଧ୍ୟ…

ରାଷ୍ଟ୍ରପତିଙ୍କ ବକ୍ତବ୍ୟ ସମୟରେ ନଅ ମିନିଟ୍ ଆଲୁଅ ଚାଲିଯିବା ଘଟଣା, ରିପୋର୍ଟ ମାଗିଲେ ରାଜ୍ଯପାଳ

ଭୁବନେଶ୍ୱର: ନିକଟରେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବକ୍ତବ୍ୟ ସମୟରେ ନଅ ମିନିଟ୍ ଆଲୁଅ ଚାଲିଯିବା ଘଟଣା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏହି ଘଟଣା ପରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଶାସନ…

ନିରବ ରହୁଥିବା ଚିରଞ୍ଜୀବଙ୍କ ବିସ୍ଫୋରଣ ପରେ ବଢ଼ିଲା ଦଳ ବଦଳ ଚର୍ଚ୍ଚା

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ନିରବ ରହୁଥିବା ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରିଣୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ 'ବିସ୍ଫୋରଣ'କୁ ନେଇ ବଢ଼ିଲା ଚର୍ଚ୍ଚା। ପିସିସି ସଭାପତି ରେସରେ ଥିବା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ଏହି ନେତା ଏବେ ନୂଆ…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୪ଟି ସ୍ଥାନର ତାପମାତ୍ରା, ଫେରିଲା କି ହିଟ୍ ଓ୍ବେଭ୍?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆଶଙ୍କା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସୋମବାର ଦିନ ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧରେ…

‘ଶାସନ ବ୍ୟବସ୍ଥା’କୁ ନେଇ ଧର୍ମେନ୍ଦ୍ରଙ୍କ କଥାକୁ ଦୋହରାଇଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ?

ଭୁବନେଶ୍ୱର: ରାଜ୍ଯରେ ଶାସନ ଭାରକୁ ନେଇ ଧର୍ମେନ୍ଦ୍ର ଉପନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରଶ୍ନ କରିଥିଲେ, ତାକୁ ଏବେ ବିଜେଡି ବିଧାୟକ ତଥା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦୋହରାଇଲେ କି? ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ 'ଜାନକୀ-ବସନ୍ତ…

ଶ୍ରୀମନ୍ଦିର ସଂସ୍କାରକୁ ନେଇ ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ

ପୁରୀ: ୫ ବର୍ଷ ଧରି ଚାଲିଥିବା ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ସୋମବାର ସୁପ୍ରିମକୋର୍ଟ ୨୬ଟି କାର୍ଯ୍ୟ ଦିବସରେ ବନ୍ଦ କରିଦେଇଛନ୍ତି। ଶ୍ରୀମନ୍ଦିର କମିଟି ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ବିଚାରକୁ ନେଇ ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ପରିଚାଳନାକୁ ଉନ୍ନତ…