Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ଯିବ ବାଂଲାଦେଶ ! ଓଡିଶାରେ ପଡିବନି ପ୍ରଭାବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟାର ରୂପ ନେବ  । ଆଜି ଏହା ଘଣ୍ଟାପ୍ରତି ୧୭ କିମି ବେଗରେ ଗତିକରୁଛି  । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି, ଦୀଘାରୁ ୪୬୦ , ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ରହିଛି । କାଳକ୍ରମେ ଏହା ଉତ୍ତର-ଉତ୍ତର ପୂର୍ବ…

ସପ୍ତମାତୃକାର ପଞ୍ଚମ ଦିନରେ ମାଁ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ…

ମହଙ୍ଗା ପଡିଲା ଲାଞ୍ଚ ନେବା, ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ

ଯାଜପୁର: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ । ଯାଜପୁର ବ୍ଲକ କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଗିରଫ । ପେନସନ ଟଙ୍କା କରାଇ ଦେବା ପାଇଁ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪୦୦୦ ଟଙ୍କା ଲାଞ୍ଚ ନେବା…

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ, କାରଣ ଅସ୍ପଷ୍ଟ…

ନୟାଗଡ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ । ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଯବାନ ଜଣଙ୍କ ହେଉଛନ୍ତି ପାଣ୍ଡେରିପାଟଣା ଗ୍ରାମର ବଂଶୀଧର ସାହୁଙ୍କ ପୁଅ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫ…

ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ଜିଆରପି ପୋଲିସ

କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ  ଅଭାବନୀୟ ଘଟଣା ଘଟିଛି  । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନି । ତେବେ ଟ୍ରେନରୁ…

ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ଭବନୀପାଟଣା: ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଉଧାର ଦେଇଥିବା  ପଇସା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଭବାନୀପାଟଣାରେ  । ସୂଚନା ଅନୁସାରେ ଭବାନୀପାଟଣାର ରଞ୍ଜନ ପାଢୀ ନାମକ ଜଣେ ଯୁବକ ଜଣେ ବ୍ୟକ୍ତିଙ୍କୁ ୨…

ଗଭୀର ଅବପାତର ରୂପ ନେଲା ଲଘୁଚାପ : କାଲି ବାତ୍ୟାର ରୂପ ନେବା ସମ୍ଭାବନା ! ଓଡିଶାରେ ନାହିଁ ପ୍ରଭାବ

ଭୁବନେଶ୍ବର :  ଗଭୀର ଅବପାତର ରୂପ ନେଇଛି ଲଘୁଚାପ । କାଲି ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି ।…

ଇସ୍ପାତ କାରଖାନାରେ ବିସ୍ଫୋରଣ : ଶ୍ରମିକ ମୃତ

ରାଉରକେଲା: ରାଉରକେଲାସ୍ଥିତ  କଲୁଙ୍ଗା ଶୁଭମ୍‌ ଇସ୍ପାତ କାରଖାନାରେ ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ।  ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଥାଉ କି, ରାଉରଲକେଲା କଲୁଙ୍ଗା ଶୁଭମ ଇସ୍ପାତ କାରଖାନାରେ ଗତକାଲି ବିଳମ୍ବିତ…

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି : ପ୍ରତି ୧୫ ଦିନରେ କାମର ଷ୍ଟାଟର୍ସ ରିପୋର୍ଟ ଦେବେ ଆମିକସ୍ କ୍ୟୁରୀ

ପୁରୀ : ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ  । ମରାମତି ଲାଗି ଏଏସଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍  । ଦୁର୍ବଳ ବିମର ମରାମତି କାମ ପାଇଁ ୧୨୦ ଦିନ ସମୟ ଲାଗି ବୋଲି କହିଛନ୍ତି ଏଏସଆଇ…

ଦୁର୍ଦ୍ଧିନରେ କଟୁଛି ପାରା ଆଥାଲେଟଙ୍କ ଜୀବନ : ଦିନେ ଜାତୀୟସ୍ତରରେ ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ, ଏବେ…

ନବରଙ୍ଗପୁର : ସରକାରଙ୍କ କ୍ରୀଡା ନୀତି କୁ ଉପହାସ । ଦିନେ ଜାତୀୟସ୍ତରରେ ମେଡାଲ ଜିତି ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ  । ଆଉ ଆଜି ପର ବିଲରେ ମୂଲ ଲାଗୁଛନ୍ତି  । ନା ମିଳୁଛି ପ୍ରେତ୍ସାହନ ନା ମିଳୁଛି ସରକାରୀ ସହାୟତା । ଏହି ଯୁବକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି…