Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, ୭୦ କିିମି ବେଗରେ ବହିବ ପବନ

ଭୁବନେଶ୍ୱର:ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ଗଭୀର ଅବପତାର ରୂପ ନେବ ଲଘୁଚାପ । ଗତ ୬ ଘଣ୍ଟା ମଧ୍ୟରେ  ୧୩ କିମି ଉତ୍ତରକୁ ଗତି କରୁଛି । ବିଶାଖାପାଟଣାରୁ ୩୮୦ ଏବଂ ପାରାଦୀପଠାରୁ ୪୮୦ କିମି ଦୂରରେ ରହିଛି । ଉତ୍ତରକୁ ଗତି କରି ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା…

ରାଜାରାଣୀ ସଙ୍ଗୀତ ମହୋତ୍ସବ ଉଦ୍‌ଘାଟିତ: ଶାସ୍ତ୍ରୀୟ ସଙ୍ଗୀତର ମୁଚ୍ଛର୍ନାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ରାଜାରାଣୀ ସଙ୍ଗୀତ ମହୋତ୍ସବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ଅନୁଷ୍ଠିତ ହେବ । ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା…

ଦେବଗିରି ଆଶ୍ରମ ସନ୍ୟାସୀ ସ୍ୱରୁପାନନ୍ଦଙ୍କୁ ମରଣାତ୍ମକ ଆକ୍ରମଣ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଳକ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହୁଥିବା କ୍ରାନ୍ତିକାରୀ ସନ୍ଥ ତଥା ସନ୍ୟାସୀ ସ୍ୱରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ମରଣାତ୍ମକ ଆକ୍ରମଣ। କଲ୍ୟାଣସିଂହପୁରଠାରେ ଜନୈକ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରିଛନ୍ତି। ଏନେଇ କଲ୍ୟାଣସିଂହପୁର ଥାନରେ ଏତଲା…

ବେଦାନ୍ତ ଆଲୁମିନିୟମର ନିମ୍ନ କାର୍ବନ ଉତ୍ପାଦ ଯୋଗାଣରେ ପ୍ରଥମ ଭାରତୀୟ ଗ୍ରାହକ ଗ୍ଲୋବାଲ ଆଲୁମିନିୟମ

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ବୃହତ ଆଲୁମିନିୟମ ଉତ୍ପାଦକ । ଏହା ତେଲେଙ୍ଗାନାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ ଏକ୍ସଟ୍ରୁଜନ କମ୍ପାନି ଗ୍ଲୋବାଲ ଆଲୁମିନିୟମ ପିଭି ଲିମିଟେଡକୁ ଦେଶର ପ୍ରଥମ ନିମ୍ନ କାର୍ବନଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟୋରାକୁ ପଠାଇଛି । ଅର୍ଡ଼ରର ଏକ…

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଖାତିଗୁଡା ପୋଲିସ । ମୃତକ ହେଲେ ଖାତିଗୁଡା ଗ୍ରାମର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇ । ସୂଚନା…

‘ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ‘ଆମ ହସ୍ପିଟାଲ’ ଯୋଜନା’

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ହେଉଛି 'ଆମ ହସ୍ପିଟାଲ ଯୋଜନା'। ଏହି ଯୋଜନାରେ ଡାକ୍ତରଖାନାର ଉନ୍ନତିକରଣ ସହିତ ରୋଗୀ ଓ ଅନ୍ୟାନ୍ୟ ସେବା ପାଇଁ ସମସ୍ତ ମୌଳିକ ସୁବିଧାକୁ ବ୍ୟବସ୍ଥିତ କରାଯିବ।…

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜରିମାନା

ଫୁଲବାଣୀ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜେଲ୍‌ ଓ ଜରିମାନା । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ…

ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର କରିହେବ: ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ତୀବ୍ର ସମାଲୋଚନା କରିଛନ୍ତି। ଅନୁସୂଚିତ ଜନଜାତିଙ୍କ ଜମି ହସ୍ତାନ୍ତର ଓ ବନ୍ଧକ ରଖିବାର ସୁବିଧା ପାଇଁ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ତଫସିଲଭୁକ୍ତ…

ଓଡ଼ିଶା ଓ ଭିଏତ୍‌ନାମର ଭିନ୍‌ ଲଙ୍ଗ୍‌ ରାଜ୍ୟ ମଧ୍ୟରେ ବ୍ୟବସାୟ ଭିତ୍ତିକ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତ୍‌ନାମ୍‌ର ଭିନ୍‌ ଲଙ୍ଗ ରାଜ୍ୟ ମଧ୍ୟରେ ବ୍ୟବସାୟ ଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଡ୍‌କୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ/ଶିଳ୍ପ ବିଭାଗର କର୍ତ୍ତୃପକ୍ଷ ବୁଝାମଣାପତ୍ରରେ ସ୍ୱାକ୍ଷର…

ରେଳ ଧାରଣାରେ ପଶୁ ଜନିତ ଦୁର୍ଘଟଣା ଏଡ଼ାଇବାକୁ ପୂର୍ବତଟ ରେଳପଥର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ଅନେକ ସମୟରେ ରେଳ ଧାରଣାରେ ଗୃହପାଳିତ ପଶୁ ବିଚରଣ କରିବା ଦ୍ବାରା ଦୁର୍ଘଟଣା ଘଟୁଛି । ତେବେ ପୂର୍ବତଟ ରେଳପଥ ପକ୍ଷରୁ ଦୁର୍ଘଟଣାକୁ ଏଡ଼ାଇବା ଏବଂ ରେଳ…