Latest Odisha News
Browsing Category

ଓଡିଶା

Odisha

୭ରେ ହେବ ହାଇଭୋଲଟେଜ ପ୍ରଚାର; ମୁହାଁମୁହିଁ ହୋଇପାରନ୍ତି ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: ଜମୁଛି ଝାରସୁଗୁଡା ଉପ ନିର୍ବାଚନ । ପ୍ରଚାର ମଇଦାନରେ ତିନି ଦଳ । କଂଗ୍ରେସ, ବିଜେପି ଏବଂ ବିଜେଡି । ଯେତେଯେତେ ଦିନ ପାଖେଇ ଆସୁଛି  ପ୍ରଚାର ସେତେ ରୋଚକ ହେଉଛି । ତେବେ ଆସନ୍ତା ୭ ତାରିଖ ବଳ ଦେଖାଇବେ ଦୁଇ ଦଳ । ପୁରା ହାଇ ଭୋଲଟେଜ ପ୍ରଚାର । ମୁହାଁମୁହିଁ ହେବେ…

୧୫ ଫୁଟ ତଳକୁ ଖସିପଡ଼ିଲା ଅଟୋ: ୧୫ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ଭୟାବହ ଦୁର୍ଘଟଣା । ଘାଟିରେ ଯାଉଥିବାବେଳେ ୧୫ ଫୁଟ ତଳକୁ ଖସିପଡିଲା ଅଟୋ । ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଘଟଣା ଘଟିଛି ଆଜି ସକାଳେ ।  ଗଜପତି ଜିଲ୍ଲା ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଘଟିଛି ଦୁର୍ଘଟଣା । ସକାଳୁ ସକାଳୁ  ୧୮ ଜଣ…

କେନ୍ଦ୍ରକୁ ସାଂସଦ ଅପରାଜିତାଙ୍କ ଚିଠି; ଖଣ୍ଡଗିରି ଓ ଉଦୟଗିରିକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଉ

ଭୁବେନଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଏବଂ ଉଦୟ ଗିରି ଗୁମ୍ଫାକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏ ନେଇ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ।…

ଆସନ୍ତା ୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା: ଏହି ସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆସନ୍ତା ୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ପକ୍ଷରୁ କୁହାଯାଇଛି, ଆସନ୍ତା ୨ ଘଣ୍ଟା ଭିତରେ ହାଲକାରୁ ମଧ୍ୟମ ଧରଣର ବର୍ଷା…

ଜନ୍ମମାଟିରେ ମହାମହିମ; ବାଦାମପାହାଡ ହେଲିପ୍ୟାଡରେ ସ୍ୱାଗତ କଲେ ରାଜ୍ୟପାଳ

ବାରିପଦା: ଜନ୍ମମାଟିରେ ପହଞ୍ଚିଲେ ମହାମହିମ । ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି  । ବାଦାମପାହାଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ  ରାଜ୍ୟପାଳ ଗଣେଶୀ ଲାଲା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର…

ଦଶାହ କ୍ରିୟା ସାରି ଫେରିବା ବେଳେ ଓଲଟିଲା ଟ୍ରାକ୍ଟର, ୩ ମୃତ ୭ରୁ ଉର୍ଦ୍ଧ୍ୱ ଗୁରୁତର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ବଡପୁଟ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ୩ ମୃତ ହୋଇଥିବା ବେଳେ ୭ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ପଡ଼ପଦର ଗାଁର ପ୍ରାୟ ୧୫ ଜଣ ଲୋକ ଏକ ଦଶାହ କ୍ରିୟା…

ଗ୍ରାହକଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ସୁନା ଦାମ୍‌, ଜାଣନ୍ତୁ ଆଜି କେତେ….

ଭୁବନେଶ୍ୱର : ବିବାହ ଋତୁ ଆରମ୍ଭ ହୋଇସାରିଛି । ବିବାହ ପାଇଁ ଗହଣା ବି ଜୋରସୋରରେ କିଣା ଚାଲିଛି । ଏହି ସମୟରେ ଗ୍ରାହକଙ୍କୁ ଲାଗିଛି ଝଟ୍‌କା । କାରଣ ଆଜି ସୁନା ଦର ବୃଦ୍ଧି ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫, ୯୨୦ ଟଙ୍କା ହୋଇଥିବା ବେଳେ ୨୪…

ପୁରୀ ସମୁଦ୍ରରେ ଅଘଟଣ: ୨ ବଙ୍ଗୀୟ ପର୍ଯ୍ୟଟକ ମୃତ, ଜଣେ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ବୁଡି ୨ ବଙ୍ଗୀୟ ପର୍ଯ୍ୟଟକ ମୃତ। ବେଳାଭୂମୀରେ ସେକ୍ଟର ୧୨ ଓ ୧୩ ବାଥିଂ ଜୋନରେ ଘଟିଛି ଅଘଟଣ। ଅନ୍ୟ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ, ବୁଧବାର ପଶ୍ଚିମବଙ୍ଗର ୫ ଜଣ ପର୍ଯ୍ୟଟକ ପୁରୀ…

ଆଜିଠୁ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ

ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନି ଦିଆଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦା ଯିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହେଲିପ୍ୟାଡରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପାହାଡପୁର…

ତିନି ଆଇପିଏସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର: ବୁଧବାର ଓଡ଼ିଶା ସରକାର ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେବା ନେଇ ଘୋଷଣା କରିଛନ୍ତି। ତିନି ଅଧିକାରୀ ଅରୁଣ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ, ଓ୍ୱାଇ. ବି. ଖୁରାନିଆ ସମସ୍ତେ ୧୯୯୦ ବ୍ୟାଚର। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ…