Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଇକେଲ ଆରୋହୀଙ୍କୁ ପିଟିଲା କାର: ୨ ମୃତ

ସୁନ୍ଦରଗଡ: ସକାଳୁ ସକାଳୁ ଦୁର୍ଘଟଣା । ଚାଲିଗଲା ଦୁଇ ଜୀବନ । ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଅନ୍ତର୍ଗତ ଝାରମୁଣ୍ଡା ଗାଁରେ ଖେଳି ଯାଇଛି ଶୋକର ଲହରୀ । ଝାରମୁଣ୍ଡା ଗାଁର ୨ ଜଣ ବ୍ୟକ୍ତି ସକାଳୁ ସକାଳୁ ସାଇକେଲରେ ଶୌଚ ହେବାକୁ ଯାଉଥିଲେ । ସେମାନେ ରାସ୍ତା ପାର ହେଉଥିବା ସମୟରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଟି ତଳକୁ ଖସିଲା କାର, ୩ ମୃତ, ଜଣେ ଗୁରୁତର

କୋରାପୁଟ: ଘାଟି ତଳକୁ ଖସିଲା କାର । କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଡଦିଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ…

ବାଇକରେ ଯାଉଥିଲେ ଦୁଇ ଭାଇ: ପିଟିଦେଲା ଆଇରନ ବୋଝେଇ ଟ୍ରକ

ପାରାଦୀପ: ଦୁଇଭାଇ ଯାଉଥିଲେ ବାଇକରେ । ମାଡିଗଲା ଆଇରନ ବୋଝେଇ ଟ୍ରକ । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହରିଦାସ ପୁର ୫୩ ନମ୍ବର ଜାତୀୟ ରାଜପଥ…

ଓଏଏସ ଟପ୍ପର ରଚିଲେ ଉଦାହରଣ: ନିରାଡମ୍ବର ଭାବେ ଅନାଥ ଶିଶୁଙ୍କ ଗହଣରେ ପାଳିଲେ ବିବାହ ଉତ୍ସବ

ଭୁବନେଶ୍ୱର: ଉଦାହରଣ ରଚିଲେ ଓଏଏସ ଟପ୍ପର । ଅନାଥ ପିଲାଙ୍କ ଗହଣରେ  ନିରାଡମ୍ବର ଉତ୍ସବରେ ବିବାହ ବନ୍ଧନରେ ବାନ୍ଧି ହୋଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦୁଇ ଓଏଏସ ଟପ୍ପର । ୨୦୨୦ ବ୍ୟାଚର ଓଏଏସ ଟପ୍ପର ଅନନ୍ୟା ଶ୍ରୁତି ଶତପଥୀ ଏବଂ ଦେବବ୍ରତ କର ବିବାହ ବନ୍ଧନରେ ଆବଦ୍ଧ…

ପିକକ୍ ଶିଶୁମେଳା ଉଦଘାଟିତ :ଶିଶୁ ନିଜର ଅଭିଲାଷ ସାକାର କରିବାକୁ ପ୍ରଚେଷ୍ଟା କରିବା ଜରୁରୀ

ଭୁବନେଶ୍ୱର: ସବୁ ଶିଶୁ ସୁନ୍ଦର । ପ୍ରତ୍ୟେକ ଶିଶୁଙ୍କ ପାଖରେ ବହୁମୂଖୀ ପ୍ରତିଭା ଭରିରହିଛି । ଏହାର ସଠିକ ଉପଯୋଗ ପାଇଁ ପିଲାମାନେ ଯେତିକି ନୁହେଁ ତାଠାରୁ ଢେର ଗୁଣ ଅଧିକ ଅଭିଭାବକମାନେ ଯତ୍ନବାନ ହେବାର ଅବଶ୍ୟକତା ରହିଛି । ୩୪ ତମ ପିକକ୍ ଶିଶୁମେଳାର ଉଦ୍‌ଘାଟନ ଉତ୍ସବରେ ଅତିଥିମାନେ ଏହା…

ବଜ୍ରକାପ୍ତା କାତି ଡିଲ୍ ବେଳେ ୪ ଗିରଫ

ବାରିପଦା: ବଜ୍ରକାପ୍ତା କାତି ଚୋରାଚାଲଣ ବେଳେ ଚାରି ଜଣ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ପ୍ରବଳ ମାତ୍ରାରେ ବଜ୍ରକାପ୍ତା କାତି ଜବତ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରେ । ସୂଚନା ମୁତାବକ, ବିଶେଷସୂତ୍ରରୁ ଖବରପାଇ…

ସ୍କୁଲ ପିଲାଙ୍କ ଦୀର୍ଘଦିନର ସମସ୍ୟା ଦୂର କରି ନିଆରା ଢଙ୍ଗରେ ଶିଶୁଦିବସ ପାଳିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଫୁଟ୍ ଓଭର ବ୍ରିଜ ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ପିଲାଙ୍କ ଭବିଷ୍ୟତର ପ୍ରଥମ ସିଢି ବିଦ୍ୟାଳୟ। ତେଣୁ ସେମାନେ କିପରି ସିୁରକ୍ଷିତ ବିଦ୍ୟାଳୟ ଯିବେ…

ନକଲି ଟଙ୍କା କାରବାର ଅଭିଯୋଗ; ୫ ଅଭିଯୁକ୍ତ ଗିରଫ, ୩ ଫେରାର

ବ୍ରହ୍ମପୁର: ନକଲି ଟଙ୍କା ବଦଳରେ ଅସଲି ଟଙ୍କା ଦେଇ ଠକାମୀର ଶିକାର ହେଲେ ବ୍ୟବସାୟୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପରୁରେ । ଦୁଇ ବ୍ୟବସାୟୀଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଦୁଇ ଯୁବକ ହେଲେ ସଚିନ ମହାପାତ୍ର…

୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ମେଟ୍ରୋ ରେଳ ପ୍ରକଳ୍ପ ଡିପିଆର୍‌କୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି ଏବଂ ଏହି ବୈଠକରେ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ…

ଶିଶୁ ମହୋତ୍ସବ ‘ସୁରଭି’: ‘ଆକାଂକ୍ଷୀ ପାଭିଲିୟନ୍‌‌’ରେ ପ୍ରଦର୍ଶିତ ହେବ ବିଦ୍ୟାଳୟ ରୂପାନ୍ତରଣ ଚିତ୍ର

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ରାଜଧାନୀ ଭୁବନେଶ୍ବର ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି । ସୁରଭିରେ ଦେଖିବାକୁ ମିଳିଛି…