Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୟାଗଡ଼ ଚାଷୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ କମିଟି ଗଠନ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ଉପସଭାପତି…

ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ସଜବାଜ। ସକ୍ରିୟ ହୋଇଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବିଜେପି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିମାନଙ୍କ ନାମ ତାଲିକା ଘୋଷଣା କରିଛି। ରାଜ୍ୟ…

ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ, ୨୦ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର: ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଚଳିତମାସ ୧ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଚଳିତ ମାସ ୨୦ତାରିଖ ପର୍ଯ୍ୟନ୍ତ…

ମଞ୍ଚେଶ୍ୱର ଅଳିଆ ଡମ୍ପିଂୟାର୍ଡ ମାମଲାରେ ହସ୍ତକ୍ଷେପ କଲେ ଓଏଚଆରସି

ଭୁବନେଶ୍ୱର: ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଟ୍ରାନଜିଟ୍ ଷ୍ଟେସନ୍ (ଟିଟିଏସ୍)ରେ ଅଳିଆ ପାହାଡ଼କୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ଓଡ଼ିଶା ମାନବାଧିକାର କମିସନ (ଓଏଚ୍ଆରସି) ମଞ୍ଚେଶ୍ୱର ରେଳ କଲୋନି ନିକଟରେ ଅଳିଆ ପକାଯାଉଥିବା ନେଇ ରିପୋର୍ଟ ତଲବ କରିଛନ୍ତି। ଡିସେମ୍ବର ୧୧ ସୁଦ୍ଧା ଏ…

ଦୀପାବଳୀକୁ ଦୃଷ୍ଟିରେ ରଖି ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ରାୟଗଡା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହାକୁ ଦୃଷ୍ଟି ରେ ରଖି ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀପାବଳୀ ସମୟରେ କିପରି ସୁରକ୍ଷିତର ସହ ବାଣ ଫୁଟାଇବ ଏବଂ ଏହା ଦ୍ବାରା ଜିଲ୍ଲାରେ ଯେପରି ପ୍ରଦୂଷଣ ମାତ୍ରା ବୃଦ୍ଧି ନପାଇବ…

ଅପରେସନ ହ୍ଵାଇଟ ସ୍ପାଇଡର: ନିଶା ଦ୍ରବ୍ୟ ବିକ୍ରି ଓ ସେବନକୁ ପ୍ରତିହତ କରିବା ପାଇଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜଧାନୀରେ ନିଶା ବେପାରୀଙ୍କ ପ୍ରତି କଠୋର ହେଉଛି କମିଶନରେଟ ପୋଲିସ। ନିଶା କାରବାର ବିରୋଧରେ ଅପରେସନ ହ୍ଵାଇଟ ସ୍ପାଇଡର ଆରମ୍ଭ କରି ଅଭ୍ୟାସଗତ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା…

ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବାର ୬ ଦିନ ପରେ ରଘୁବର ଦାସ ସୋମବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ରଘୁବର ଦାସ ପ୍ରଥମ ଥର ପାଇଁ ରାଜଧାନୀ ଗସ୍ତରେ ଆସି ରାଷ୍ଟ୍ରପତି…

‘ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି’

ରାଉରକେଲା:  ରାଉରକେଲା  ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସୁସ୍ମିତା ମିଞ୍ଜଙ୍କୁ ହତ୍ୟା କରାଯାଇ ନାହିଁ । ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ହାତରେ ଲାଗିଥିବା ଭିସେରା ରିପୋର୍ଟ ରହିଛି ଏପରି ତଥ୍ୟ । ଭିସେରା ରିପୋର୍ଟ  …

ଦଳରୁ ବହିଷ୍କୃତ ହେଲେ କୋରାପୁଟ ବିଜେଡି ନେତା ରଘୁରାମ ମାଛ

ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୋମବାର ଜାରି ଏକ ବିଜ୍ଞପ୍ତିରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ଥିଲେ । ଦଳ…

ଗାଁ ମାଟିରେ ସହିଦ ଯବାନଙ୍କୁ ଶେଷ ସଲାମ

ପୁରୀ:ଗାଁ ଶ୍ମଶାନରେ ଶେଷ ହୋଇଛି ବୀର ଯବାନ ପ୍ରତାପ ରଞ୍ଜନ ପରିଡାଙ୍କର ଶେଷ କୃତ୍ୟ । ପୁରୀ ଜିଲ୍ଲା ଗୋପ ବ୍ଲକ ମଲ୍ଲଗାଁରେ ତାଙ୍କର ଶେଷକୃ୍ତ୍ୟ ଏକ ଶୋକାକୂଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସମ୍ପନ୍ନ ହୋଇଛି । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ…