Latest Odisha News

BREAKING NEWS

Browsing Category

ଓଡିଶା

Odisha

Human Sagar: ହ୍ୟୁମାନ ସାଗରଙ୍କ ରୋଗକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ…

ଭୁବନେଶ୍ବର: ଧିରେ ଧିରେ ପଦାକୁ ଆସୁଛି ହ୍ୟୁମାନ ସାଗରଙ୍କ ପୁରା ଘଟଣା । ୪ ଦିନ ହେଲା ସେ ଆରପାରିକୁ ଗଲେଣି । ହେଲେ କାହିଁକି ଏମିତି ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ସୋସିଆଲ ମିଡିଆରେ ବହୁତ ତଥ୍ୟ ଆସୁଛି । ଏହାରି ମଧ୍ୟରେ ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ବଡ…

ଆସନ୍ତାକାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆସନ୍ତା କାଲି ତଥା ସୋମବାର ସକାଳ ୧୦ଟା ୩୦ ସମୟରୁ ଭୁବନେଶ୍ୱର ୟୁନିଟ ୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରିବେ। ଗତ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆମେ ପ୍ରସ୍ତୁତ ଅଛୁ: ମନ୍ତ୍ରୀ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସେଥିପାଇଁ ସାରା ଓଡିଶାବାସୀ ଏବେ ଚିନ୍ତାରେ ରହିଛନ୍ତି । କାରଣ ଏବେ ଚାଷ ଅମଳ କରିବାର ସମୟ । ଯଦି ଏହି ସମୟରେ ବାତ୍ୟା ହୁଏ ତେବେ ବଡ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ବାତ୍ୟା…

ସାମାନ୍ୟ ବଚସାରୁ ପ୍ରେମିକାର ଗଳା କାଟି ଦେଲେ…

ଭୁବନେଶ୍ୱର: ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟରେ ରବିବାର ଦିନ ଦାର୍ଜିଲିଂର ଜଣେ ମହିଳାଙ୍କ ଗଳା କାଟିବା ନେଇ ଅଭିଯୋଗ ହୋଇଛି। ଯାହାପରେ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ବୁଦ୍ଧ ପାର୍କରେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କ…

Baby Elephant Dies: କୂଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ନୟାଗଡ଼ : କୂଅରେ ପଡି ଚାଲିଗଲା ଆଉ ଏକ ହାତୀ ଛୁଆର ଜୀବନ । ଏଭଳି ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରୁ । ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆଟିର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ…

ଦିଲ୍ଲୀରୁ ଫେରି ସିଧାସଳଖ ସରକାରୀ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତିନି ଦିନିଆ ବ୍ୟସ୍ତବହୁଳ ଦିଲ୍ଲୀଗସ୍ତରୁ ଫେରି ଲୋକସେବା ଭବନକୁ ଆସି ସରକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ କ୍ୟାବିନେଟ୍…

Black magic: ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇଲା ପୁଅ

କୋରାପୁଟ: ତନ୍ତ୍ର ସାଧନାରୁ ନୃଶଂସ ହତ୍ୟାକାଣ୍ଡ । ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇବାକୁ ପଛାଇଲା ନାହିଁ ପୁଅ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ । ପୁଅ ହେଲା ବଳରାମ ଖରା (୨୫)। ବୃଦ୍ଧା ମା'ହେଲେ ଭାନୁ ଖରା (୬୫)।…

ମର୍ଣ୍ଣିଂ ଓ୍ୱାକ୍ କରିବା ବେଳେ ମାଡ଼ିଗଲା ବସ୍, ୪ ଅବସ୍ଥା ଗୁରୁତର

ଯାଜପୁର: ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ବସ୍ । ୪ ପଥଚାରୀ ଗୁରୁତର ମେଡିକାଲରେ ଭର୍ତ୍ତି। ତଦନ୍ତ କରୁଛି ପୋଲିସ। ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ମାଡ଼ିଗଲା ବସ୍ । ଆଜି ସକାଳେ ହରଗୌରୀ ନାମକ ଏକ ଘରୋଇ ବସ୍ ବରୀରୁ କଟକ ଯାଉଥିବା ସମୟରେ କୁଜାଲା…

Cyclone Alert: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ; ୨୭ ପରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ଆଗକୁ ବଢ଼ିବା ଆରମ୍ଭ କରିଛି । ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଅବପାତରେ…

Encounter In Rourkela: ୩ ଦୁର୍ଦ୍ଦାନ୍ତଙ୍କୁ ଏନ୍‌କାଉଣ୍ଟର;କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳ ଡକାୟତି ଘଟଣାରେ…

ରାଉରକେଲା:ପୋଲିସର ଏନକାଉଣ୍ଟରରେ ୩ ଅଭିଯୁକ୍ତ ଆହତ । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଲହୁଣୀପଡ଼ା ଓ ଲାଠିକଟା ନିକଟରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର ହୋଇଥିବା ସୂଚନା ରହିଛି । କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳ ଡକାୟତି ଘଟଣାରେ ସଂପୃକ୍ତି…