Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେବାଶିଷଙ୍କ ବିସ୍ଫୋରକ ବୟାନ: କହିଲେ, ବିଜୁ ଜନତା ଦଳ ହେବ ପାଣ୍ଡୁ ଜନତା ଦଳ

ଭୁବନେଶ୍ୱର: ବିଜେଡି ଉପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ। ପଦ୍ମ ଧରିବା ପରେ ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ। ପ୍ରେସମିଟ୍ କରି ବର୍ଷିଲେ ପୂର୍ବତନ ରାଜ୍ୟସଭା ସାଂସଦ। କହିଲେ- ନବୀନଙ୍କୁ ସତର୍କ କରାଇଥିଲି। ପାଣ୍ଡିଆନ ଦଳ ପାଇଁ କାଳ। ବିଜେଡି ଭିତରେ ଠିକ୍ ନାହିଁ। ମୋର ସାଥୀ ଭାଇମାନେ…

ଜିଲ୍ଲା ପରିଷଦ ମହିଳା ବାଥରୁମରେ ସିକ୍ରେଟ୍ କ୍ୟାମେରା, ସରଜମିନ୍ ତଦନ୍ତ କରୁଛି ପୋଲିସ

ଜଗତସିଂହପୁର: ଗତସିଂହପୁର ଜିଲ୍ଲା ପରିଷଦ ମହିଳା ବାଥରୁମରେ ଲାଗିଛି ସିକ୍ରେଟ୍ କ୍ୟାମେରା । ଥାନାରେ ଏତଲା ପରେ ଜବତ ହେଲା ସିକ୍ରେଟ୍ କ୍ୟାମେରା । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତିର୍ତ୍ତୋଲ ଏସଡିପିଓ କହିବା ସହ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି । ସୂଟନା…

କିଟ୍‍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍‍ ଡିଜାଇନକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି "ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍‍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ…

ଚରମସୀମାରେ ପହଞ୍ଚିଲା ରାଗ, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼: ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ । ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଖବର ପାଇ କଂସର ଫାଣ୍ଡି ପୋ0ଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା; ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା ୧୭କୁ ବୃଦ୍ଧି

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ମର୍ଡର ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ପଟିଆର ଏକ ହୋଟେଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା। ପୂର୍ବରୁ ୧୧ ଜଣଙ୍କୁ ପୋଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଗିରଫଦାରୀ ସଂଖ୍ୟା ୧୭କୁ ବୃଦ୍ଧି…

ଭଡ଼ା ଘରେ ମନୀଷାଙ୍କ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ହାଇପ୍ରୋଫାଇଲ୍‌ ଜୀବନଶୈଳୀରେ ବିତାଉଥିବା ବି କେ ମନୀଷା ଓରଫ୍ ଗୋଲ୍ଡିଙ୍କ ଆତ୍ମହତ୍ୟା ମାମଲାରେ ପାହାଳ ଥାନା ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ସେ ହେଲେ, ସୂର୍ଯ୍ୟନାରାୟଣ ଜେନା(୨୮)। ଘର କଟକ ଜଗତପୁର ଥାନା ଅଧୀନ ନୂଆସାହିରେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଘଟଣାର…

ଡରାଉଛି ତୈଳ ସଙ୍କଟ; ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଡିଜେଲ୍ ବଦଳରେ ଚାଲିବ ଇଭି ବୋଟ୍‌

ଭୁବନେଶ୍ୱର: ସମଗ୍ର ବିଶ୍ବରେ ଦେଖାଦେଉଥିବା ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଡିଜେଲ୍ ବଦଳରେ ଓଡ଼ିଶାର ଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଚାଲିବ ଇଭି ବୋଟ୍‌ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏନେଇ…

Weather Update: ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ, ୨ ଦିନ ପରେ ବଦଳିବ ପାଗ, ଆଜି ପାଇଁ ଏହି ସବୁ ଜିଲ୍ଲାକୁ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ବର୍ଷା କାରଣରୁ ତାତିରୁ ମିଳିଛି ଆଶ୍ବସ୍ତି । ଏହି ବର୍ଷା ଯୋଗୁଁ ପାରଦ ହଠାତ୍ ତଳକୁ ଖସିଆସିଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ ରୁ ୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବା…

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା, ଏହି ଦିନ ଅନୁଷ୍ଠିତ ହେବ…

କଟକ: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପ୍ରକାଶ ପାଇଲା ତାରିଖ । ଆସନ୍ତା ଜୁଲାଇ ୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ ଟାରୁ ଦିନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ହେବ ।…

ଦାଦା ବଟି ନଦେବାରୁ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗିରିମା ଗାଁରେ ଅଭାବନୀୟ ଘଟଣା । ବ୍ୟବସାୟୀଙ୍କୁ ଦାଦା ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ଜମି ବ୍ୟବସାୟୀ ଚଗଲା ମଲ୍ଲିକଙ୍କ ହାତ ପାପୁଲି ଛିଣ୍ଡିଥିବାବେଳେ, ବୁଢ଼ା ଆଙ୍ଗୁଠି ମଧ୍ୟ ଛିଣ୍ଡି ଯାଇଥିବା…