Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖରା ଯୋଗୁଁ ତିନି ରଥର ବିଭିନ୍ନ ଅଂଶରେ ଫାଟ, ବଢିଲା ଚିନ୍ତା

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିବା ବେଳେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର କେତେକ ଗୁରୁତ୍ୱପୂର୍ଣ୍ଣ ଅଂଶରେ…

Education Crisis: ବଦଳି ପାଇଁ ୬୪୮ ଶିକ୍ଷକଙ୍କ ଆବେଦନ, ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ?

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ପାଠ ପଢାଇବାକୁ ଚାହୁଁ ନାହାଁନ୍ତି ଶିକ୍ଷକଶିକ୍ଷୟତ୍ରୀ। କାରଣ ସମସ୍ତେ ବଦଳି ପାଇଁ ଆବେଦନ କରିଛନ୍ତି। ଯଦି ସମସ୍ତଙ୍କର ବଦଳି ଆବେଦନ ସ୍ୱୀକାର କରାଯାଏ ତେବେ ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ? ଅବିଭକ୍ତ କୋରାପୁଟ ଜିଲ୍ଲାରୁ 648 ଜଣ ଶିକ୍ଷକ ଟର୍ମିନାଲ୍…

ADGଙ୍କ ସସ୍‌ପେଣ୍ଡ୍‌ ନୁହେଁ ବହିଷ୍କାର ଦରକାର: ସୌମ୍ୟଙ୍କ ପରିବାର

ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗର ଉଚ୍ଚ ପଦବୀରେ ଥାଇ ସରକାରୀ କ୍ଷମତାର ଅପବ୍ୟବହାର କରିବା ବରିଷ୍ଠ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ଜିଆର୍‌ପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ହତ୍ୟା ଘଟଣାରେ ବୁଧବାର ଆଇପିଏସ୍‌ ଦୟାଲ୍‌ ଗଙ୍ଗୱାର ସସ୍‌ପେଣ୍ଡ୍‌ ହୋଇଛନ୍ତି । ପୋଲିସ କର୍ମଚାରୀଙ୍କୁ ନିଜ…

School Textbook Error Incident: ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପିଲାଙ୍କ ବହିରେ ଭୁଲକୁ ନେଇ ତନାଘନା ଆରମ୍ଭ। ଏନେଇ ଲୋକସେବା ଭବନରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହାର ତନାଘନା ଆରମ୍ଭ କରିଛନ୍ତି। କେଉଁ ସ୍ତରରେ ତ୍ରୁଟି ହୋଇଛି ଏବଂ କେଉଁ ଅଧିକାରୀ…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ଦୁଇ ଜଣକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଘଟଣା ସମ୍ପର୍କରେ ଆହୁରି ଖୋଳତାଡ କରି ତଥ୍ୟ ଆଦାୟ କରିବା ପାଇଁ ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଏବେବି ଏହି…

ମୋହନ ସରକାରଙ୍କୁ ଘେରିଲେ ନବୀନ: ଗରିବଙ୍କ ପେଟକୁ କାଟି କି ପ୍ରକାର ଶାସନ ଚାଲିଛି ବୋଲି ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ମିଳୁଥିବା ମାସିକ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛି ମାସ ଧରି ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବିଧବା ଓ…

Swimming Training Program: ପାଣିରେ ବୁଡ଼ି ମୃତ୍ୟୁରେ ଲାଗିବ ରୋକ୍, ପହଁରା ଶିଖିବେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ

ଭୁବନେଶ୍ୱର: ପ୍ରତିବର୍ଷ ପାଣିରେ ବୁଡ଼ି ଶହ ଶହ ଲୋକଙ୍କ ଜୀବନ ଯାଉଛି। ନଦୀ, କେନାଲ ଏବଂ ସମୁଦ୍ରରେ ବୁଡ଼ି ଲୋକଙ୍କର ଜୀବନ ଯିବା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଗତ ୫ ବର୍ଷରେ ପାଣିରେ ବୁଡ଼ି ଯିବା ଯୋଗୁଁ ଓଡ଼ିଶାରୁ ପ୍ରାୟ୯ ହଜାର ଲୋକ ମରିଛନ୍ତି। ଏହି ଚିନ୍ତାଜନକ ପରିସଂଖ୍ୟନକୁ ଗୁରୁତର ସହ…

Unique Marriage for Rain: ବର୍ଷା ପାଇଁ ‘ଅଣ୍ଡିରା ବିବାହ’, ପଡିଲା ଦୁଇ ପୁରୁଷଙ୍କ ହାତ ଗଣ୍ଠି

ଯାଜପୁର: ଆକାଶରେ ମେଘ ନାହିଁ... ଚାଷ ଜମି ଶୁଖିଲା ପଡ଼ିଛି... ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ । ଏମିତି ସମୟରେ ବର୍ଷାର ଦେବତାଙ୍କୁ ଖୁସି କରିବା ପାଇଁ ଗାଁ ଲୋକେ ଆୟୋଜନ କରିଛନ୍ତି ଏକ ନିଆରା ବିବାହ ‘ଅଣ୍ଡିରା ବିବାହ’ । ଯେଉଁଥିରେ କନିଆ ଓ ବର ଦୁହେଁ ପୁରୁଷ । ଯାହାର ଉଦ୍ଦେଶ୍ୟ…

ଚାମେଲି ରାଜନୀତି ପଛରେ ପୂର୍ବତନ ମନ୍ତ୍ରୀଙ୍କ ହାତ! ଅତନୁଙ୍କ ଉପରକୁ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବହୁଚର୍ଚ୍ଚିତ 'ଚାମେଲି ରାଜନୀତି' ଏବେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ମହାକାଳପଡ଼ା ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିରୋଧୀ ଶିବିର ଉପରେ ଗୁରୁତର ଅଭିଯୋଗ ଅଣାଯାଇଛି। ଚାମେଲି ନାମକ ଜଣେ…

ବାଘ ଚମଡ଼ା ଚୋରାଚାଲାଣ ପଛରେ ବଡ଼ ରାକେଟ୍ ! ତଦନ୍ତ କରିବ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’

ବ୍ରହ୍ମପୁର: ରାଜ୍ୟରେ ଅସୁରକ୍ଷିତ ବନ୍ୟଜନ୍ତୁ। ବିଶେଷ କରି ଜଙ୍ଗଲରେ ସୁରକ୍ଷିତ ନାହାଁନ୍ତି କଲରାପତରିଆ ବାଘ। କାରଣ ଜୋରଦାର ଚଲିଛି ବାଘ ଚମଡ଼ା ଚୋରାଚାଲାଣ। ଏହା ପଛରେ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଛି। ଗଞ୍ଜାମ ଜିଲ୍ଲା ଜରଡ଼ାରେ କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ହେଉଛି। ଏହି…