Latest Odisha News

BREAKING NEWS

Browsing Category

ଓଡିଶା

Odisha

Saliasahi Eviction: ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର। ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର। ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ। ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି, ଯେତେ…

ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ପୁରୀରେ ଉନ୍ମୋଚିତ

ପୁରୀ: ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବ କପ ତାମିଲନାଡୁ ଠାରେ ଚଳିତ ମାସ ୨୮ରୁ ଆରମ୍ଭ ହେବ। ଏହା ଡିସେମ୍ବର ୧୦ ତାରିଖରେ ଶେଷ ହେବ। ଏହି ହକିର ଟ୍ରଫିକୁ ଆଜି ଅପରାହ୍ନରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି…

ଭୁବନେଶ୍ବରରେ ଚିନ୍ତନ ଶିବିର ଶୁଭାରମ୍ଭ କଲେ ଏଚ.ଡି କୁମାର ସ୍ୱାମୀ

ଭୁବନେଶ୍ବର: ଭାରତର ଇସ୍ପାତ କ୍ଷେତ୍ରରେ ପ୍ରଗତି ନିମନ୍ତେ ଆଜି ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ.ଡି କୁମାର ସ୍ୱାମୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ…

ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ ଘର; ଜାଣନ୍ତୁ କେତେ ରହିଛି ଦାମ…

ଭୁବନେଶ୍ୱର: ଭୁବନେଶ୍ୱରରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇବା ପାଇଁ ଓଡ଼ିଶା ସରକାର ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଭୁବନେଶ୍ୱରରେ ବଢୁଥିବା…

ପୋଲିସ SI କେଳେଙ୍କାରୀ, ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ। ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ। ଜାମିନକୁ ବିରୋଧ କରିଥିଲା ସିବିଆଇ। ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା।…

ପୁରୀ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ, ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ

ଭୁବନେଶ୍ୱର: ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ। ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ। ଦାୟିତ୍ୱରେ ଅବହେଳା ପାଇଁ ପୁରୀ ACFଙ୍କ ବିରୁଦ୍ଧରେ ଆକ୍ସନ ନିଆଯାଇଛି। ସୂଚନା ଅନୁଯାୟୀ ଘଟଣା ଦିନ ACF ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାଇତ୍ୱରେ…

BayofBengal: ନଭେମ୍ବରରେ ଆସୁଛି ବର୍ଷା, ୨୨ରେ ଲଘୁଚାପ!

ଭୁବନେଶ୍ବର:ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହା ଆହୁରି ଘନୀଭୂତ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ବର: ନଭେମ୍ବର ୨୧ ତାରିଖ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ। ରାଜ୍ଯ କ୍ୟାବିନେଟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ସୂଚନା ଅନୁସାରେ…

ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ

ନୂଆପଡା: ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ। ଶପଥ ଗ୍ରହଣ ପୂର୍ବରୁ ଜୟ ଢ଼ୋଲକିଆ ସପରିବାର ସହ ଆସି ବିଧାନସଭାରେ ପହଞ୍ଚିଥିଲେ। ନୂଆପଡା ବିଧାୟକ ଭାବେ ବିଧାନସଭାରେ ଶପଥ ନେଲେ ଜୟ ଢୋଲକିଆ। ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢ଼ୀ। ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ…

ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଘରେ ପୋଲିସ ରେଡ୍‌

ଜଗତସିଂହପୁର: ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା। ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଘରେ ପୋଲିସ ରେଡ୍‌। ଧନିପୁର ବସ୍ତିରେ ଥିବା ଘରେ ଚାଲିଛି ପୋଲିସର ସର୍ଚ୍ଚ ଅପରେସନ୍। ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓଙ୍କ ସହ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ସରକାରୀ ଜାଗା, ବେଆଇନ୍ ମଦ୍ରାସା,…