Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ୨୧ରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେବ ‘ସୁଭଦ୍ରା ଶକ୍ତି ସମାବେଶ’

ଭୁବନେଶ୍ୱର: ୨୧ ଜୁନ୍‌ରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ‘ସୁଭଦ୍ରା ଶକ୍ତି ସମାବେଶ’ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନଠାରେ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ…

ଚାକିରି ବିକୁଥିଲା ଚା ଦୋକାନୀ: ଲକ୍ଷ ଲକ୍ଷ ଟଙ୍କାର ଠକେଇ, ବାପା ଓ ଝିଅ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରେଳବାଇ ଚାକିରି କରାଇଦେବା ନାଁରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଚା ବିକିବା ଆଳରେ ଲୋକଙ୍କୁ ଚାକିରିର ପ୍ରଲୋଭନ ଦେଖାଉଥିବା ଜଣେ ଚା ଦୋକାନୀ ଏବଂ ତାଙ୍କ ଝିଅକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟାଧର ଦାସ…

ସ୍କୁଲ ଖୋଲିବା ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା: ସ୍ଥିତି ଦେଖି ଛୁଟି ବଢ଼ାଇପାରିବେ ଜିଲ୍ଲାପାଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି। ଦୀର୍ଘ ଦିନର ଗ୍ରୀଷ୍ମାବକାଶ ଶେଷ ହେବାକୁ ବସିଥିବା ବେଳେ ଏବେ ବି ଅନେକ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ସ୍କୁଲ ଛୁଟି ବଢ଼ିବ କି ନାହିଁ ତାହାକୁ ନେଇ ଛାତ୍ରଛାତ୍ରୀ ଏବଂ…

ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବା: ଆଡମିର୍ଟ କାର୍ଡ ଦେଖାଇ ସୁବିଧାର ଲାଭ ଉଠାଇପାରିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜୁନ୍ ୨୧ ତାରିଖରେ ହେବା 'ନିଟ୍' (NEET-UG) ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଯାହାକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ଏବଂ କମ୍ପ୍ରିହେନ୍‌ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ମିଳିତ ଭାବେ…

ପ୍ରଥମରୁ ୮ମ ଶ୍ରେଣୀ ନୂଆ ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ; ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି । ଯାହାକି ଓଡିଆ ଅସ୍ମିତାର ଦ୍ୱାହି…

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଅଧିକାରୀଙ୍କ ତନାଘନା

ଅନୁଗୁଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୋଟ୍ ୯୩ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଜେରା କରାଯିବ । ଆଜି ୪୯ ଜଣ କର୍ମଚାରୀଙ୍କୁ ପଚରାଉଚରା କରୁଥିବାବେଳେ, ଆସନ୍ତାକାଲି ଅନ୍ୟ କର୍ମଚାରୀଙ୍କୁ ଜେରା କରିବ…

ଏଲ୍ ନିନୋ ସତର୍କତା: ରାଜ୍ୟରେଜଳସେଚନ ବ୍ୟବସ୍ଥା ସୁରକ୍ଷା ପାଇଁ ଗଠନ ହେଲା ଟାସ୍କ ଫୋର୍ସ

ଭୁବନେଶ୍ୱର: ଆଗାମୀ ଦିନରେ ଏଲ୍ ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସଜାଗ ହୋଇଉଠିଛନ୍ତି। ରାଜ୍ୟରେ ଚାଷଜମିକୁ ପାଣି ସଙ୍କଟ ଏଡ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି। ପାଣିପାଗ ପରିବର୍ତ୍ତନ ସହ…

ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କୁକୁର କାମୁଡା, ୨ ମାସରେ ନେଇ ସାରିଛନ୍ତି ଏତିକି ଟିକା…

ଭୁବନେଶ୍ୱର: ବିଏମସି ଅଞ୍ଚଳରେ ଦିନକୁ ଦିନ କୁକୁର କାମୁଡା ବଢ଼ି ଚାଲିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ମଧ୍ୟ କୁକୁର କାମୁଡ଼ାର ଶିକାର ହେଉଥିବା ଜଣାଯାଇଛି । କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁସାରେ, ଏପ୍ରିଲ ଏବଂ ମେ’ ମାସରେ ପ୍ରାୟ ୮ ହଜାର ବ୍ୟକ୍ତି…

ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କୁ ଦିଆଯାଇଥିଲା ମାନସିକ ଚାପ, ଚାଟିଂ ଓ କଲ୍ ରେକର୍ଡିଂରୁ ମିଳିଲା ପ୍ରମାଣ

କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ବଢ଼ିଲା ଓଏସ୍ ପ୍ରେମିକ ଭୀମସେନ ଟୁଡୁଙ୍କ ଅଡୁଆ। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଆଗକୁ ଭୀମସେନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବାରଙ୍ଗ ପୋଲିସ। ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ…

ପିଏମ୍ ସୂର୍ଯ୍ୟ ଘର ଯୋଜନା: ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟରେ 'ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା'କୁ ଅଧିକ ସଫଳ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଘର ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ବା ରୁଫଟପ୍ ସୋଲାର ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ।…