Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ

ଭୁବନେଶ୍ଵର: ଶେଷ ହେଲା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା । ଏହି ଅବସରରେ ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ଏକ ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର…

ଦ୍ଵିତୀୟ ଦିନରେ ସାଲିଆ ସାହିରେ ମାଟିରେ ମିଶିଲା ୨୦୦ରୁ ଅଧିକ ଘର

ଭୁବନେଶ୍ବର: ଦ୍ଵିତୀୟ ଦିନରେ ସାଲିଆ ସାହିରେ ବୁଲିଲା ବୁଲଡୋଜର । ଦୁଇ ଦିନରେ ମାଟିରେ ମିଶିଲା ୨୦୦ରୁ ଅଧିକ ଘର । ବିଏମସି, ବିଡିଏ, ଟିପିସିଓଡିଏଲ, ଫାୟାରା, ପିଡବ୍ଳୁଡି ସେମତ ଲାଇନ ଡିପାର୍ଟେମେଣ୍ଟକୁ ନେଇ ୫ଟି ଟିମ୍ ଗଠନ ହୋଇଛି । ୫୫୪ଟି ଘର ଭାଙ୍ଗିବା ଲାଗି ଚିହ୍ନଟ କରିଛି ବିଏମସି ।…

ରାଜ୍ୟର ୩୪ ଲକ୍ଷ ୧୨ ହଜାର ଚାଷୀ ପାଇଲେ ପିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର: କୃଷି ବିଭାଗ ପଦ ସମ୍ଭାଳିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବୁଧବାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ୬୮୨.୫୨ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଯାହାଦ୍ଵାରା ଓଡ଼ିଶାର ୩୪,୧୨,୦୦୦ଚାଷୀ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ…

ମଦ ବିକ୍ରେତାଙ୍କଠାରୁ ୪୦ ହଜାର ଟଙ୍କା ଦାବି, ଫସିଲେ ଅବକାରୀ ଅଧୀକ୍ଷକ ଓ ଏଏସଆଇ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେସନର ଏଏସଆଇ-କମ୍-ଓଆଇସି ବିଜୟ କୁମାର ମହାନ୍ତଙ୍କୁ ୪୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲେ। ସୀତାରାଣୀ ପଟ୍ଟାୟତ ଜଣେ…

Brownsugar Seized: ପୃଥକ ସ୍ଥାନରୁ ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ, ୩ ଗିରଫ

ଜଗତସିଂହପୁର/ଭୁବନେଶ୍ବର: ଓଡିଶାକୁ ନିଶାମୁକ୍ତ ରାଜ୍ୟ କରିବାକୁ ଜୋରଦାର ଅଭିଯାନ ଚାଲିଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ବହୁ ମାତ୍ରାରେ ମାଦକ ଦ୍ରବ୍ୟ ଜବତ ହେଉଥିବାବେଳେ, ଅନେକ ନିଶାଡି ଗିରଫ ହେଉଛନ୍ତି । ଏହାରି ଭିତରେ ଆଜି ରାଜ୍ୟର ଦୁଇଟି ସ୍ଥାନରୁ ବହୁ ମାତ୍ରାରେ ବ୍ରାଉନସୁଗାର ଜବତ…

ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ବଢାଇବେ ରାଜ୍ୟ ସରକାର…

ଭୁବନେଶ୍ଵର: ଆଗକୁ ସାପ କାମୁଡାରେ ମୃତ୍ୟୁ ପାଇଁ ବଢ଼ିପାରେ କ୍ଷତିପୂରଣ ରାଶି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଓଡ଼ିଶା ସରକାର ବିଚାର କରୁଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

‘Project Basketry’: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’; ଲୋକଙ୍କ ଜୀବିକାକୁ କରୁଛି ସୁଦୃଢ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‍ ଆଦିତ୍ୟ ଆଲୁମିନିୟମ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ଏନ୍‍ଜିଓ ଅପ୍‍ହୋଲ୍ଡ ଆର୍ଥ ସହଯୋଗୀତାରେ ‘ପ୍ରୋଜେକ୍ଟ ବାସ୍କେଟ୍ରି’ ଅଭିଯାନ ଚଳାଇଛି। ଏହି ପ୍ରକଳ୍ପ…

Gummajharan Waterfall: ଜଳପ୍ରପାତରେ ଭାସିଯାଇ ୨ ନିଖୋଜ; ମିଳୁନା ପତ୍ତା

ମାଲକାନଗିରି: ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଅଘଟଣ । ଗାଧୋଉଥିବା ବେଳେ ଭାସିଗଲେ ୨ ଜଣ ଯୁବକ । ବହୁ ଖୋଜାଖୋଜି ପରେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳୁନାହିଁ । ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରୁ ବୁଡ଼ି ୨ କଲେଜ ଛାତ୍ର ନିଖୋଜ…

Jawan Arrested: ପ୍ରେମ ପ୍ରତାରଣା ଅଭିଯୋଗରେ ଏୟାରଫୋର୍ସ ଯବାନ ଗିରଫ

ଭୁବନେଶ୍ବର: ଯୁବତୀଙ୍କ ସହ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଏୟାର ଫୋର୍ସର ଜଣେ ଯବାନ ଗିରଫ । ଗିରଫ ଅଭିଯୁକ୍ତ ଯବାନ ଜଣକ ନୟାଗଡ ଇଟାମାଟି ଅଞ୍ଚଳର ଗୋଲକ ବିହାରୀ ଦୀକ୍ଷିତ ଓରଫ ଗୋପାଳ ବୋଲି ଜଣାପଡିଛି । ଗୋଲକ ବିହାରୀଙ୍କୁ ବଡଗଡ ଥାନା ପୋଲିସ ଭୁବନେଶ୍ଵର ମାର୍କେଟ୍ ବିଲ୍ଡିଂ ଅଞ୍ଚଳରୁ…

Mandi Open: ଚାଷୀଙ୍କ ପାଇଁ ଖୁସି ଖବର, ରାଜ୍ୟରେ ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ମଣ୍ଡି ଖୋଲିବ । ଏନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ, ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲରମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ମଧ୍ୟ…