Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦୁଝରରେ ପୋଲିସର ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଆହତ 

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ଏକ ପୋଲିସ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଯେଉଁଥିରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଆହତ ହୋଇଛି। ସେ ପୋଲିସ ହାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଗିରଫଦାରୀରୁ ଖସିଯିବାକୁ ଚେଷ୍ଟା କରିବା ପରେ…

ପୁଣି ନନ୍ଦନକାନନରେ ଜନ୍ମିତ ଶାଗୁଣା ଶାବକର ମୃତ୍ୟୁ

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶାଗୁଣା ଶାବକର ସୋମବାର ମୃତ୍ୟୁ ହୋଇଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରର ଶାଗୁଣା ପ୍ରଜନନ କେନ୍ଦ୍ରରେ ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ଲାଭ କରିଥିବା ଶାଗୁଣା ଶାବକର ମୃତ୍ୟୁ ହୋଇଛି । କେଉଁ କାରଣରୁ ହୋଇଛି ଜାଣିବା ପାଇଁ ଶବ ବ୍ୟବଛେଦ ଲାଗି…

SIR Drive In Odisha:୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିନିୟର ଡେପୁଟି ଇଲେକ୍ସନ କମିଶନର;SIRର ହେବ ସମୀକ୍ଷା

ଭୁବନେଶ୍ବର: ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ସିନିୟର ଡେପୁଟି ଇଲେକ୍ସନ କମିଶନର ଜ୍ଞାନେଶ ଭାରତୀ। ରାଜ୍ୟରେ ଚାଲିଥିବା SIRର ଅଗ୍ରଗତି ନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ…

ସୈନିକ ସ୍କୁଲ୍ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା;ମାଡ଼ିଗଲା କାର…୨ ମୃତ

ଭୁବନେଶ୍ବର:ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା । ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା ୪ଜଣଙ୍କ ଉପରେ ମାଡି ଯାଇଥିଲା। ଏପରିକି କାର୍‌ଟି ଭାରସାମ୍ୟ ହରାଇ ଏକ ଅଟୋ ଏବଂ ଏକାଧିକ…

ବଡ ଅଘଟଣ ପୂର୍ବରୁ ଏକ ବୃହତ୍ ମାଓ ଡମ୍ପ ଠାବ କଲା ମାଲକାନଗିରି ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ପଡ଼ିଆ ଅଞ୍ଚଳରୁ ଏକ ବୃହତ୍ ମାଓ ଡମ୍ପ ଠାବ କରାଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଏହାକୁ ଜବତ କରିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଗୁଡିକ ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ରଖାଯାଇଥିବା ପୋଲିସ ସୂଚନା ଦେଇଛି । ସମସ୍ତ ସାମଗ୍ରୀ ଆନ୍ଧ୍ର…

ଏକାସଙ୍ଗେ ମିଳିବ ୩ ମାସର ବକେୟା ଭତ୍ତା: ଉପମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବକେୟା ଭତ୍ତାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ ବୟାନ । ବରିଷ୍ଠ ନାଗରିକ ତଥା ଅସହାୟ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧୁବାବୁ ପେନସନ ଯୋଜନାରେ ବାକି ଥିବା ଭତ୍ତା ସଫ୍ଟୱେର୍…

ମାଗଣା ଚାଉଳରେ ପେଟ ପୂରୁଛି, ହେଲେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ

ରାୟଗଡ଼ା: ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଉଛି। ଏହି ଯୋଜନା ଫଳରେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଜିଲ୍ଲାରେ ଲୋକଙ୍କ ପେଟକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁଛି ସତ, କିନ୍ତୁ ଶରୀର…

ଆଗକୁ ବଢ଼ୁଛି ମୌସୁମୀ: ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳ ଛୁଇଁଲା, ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସଦ୍ୟତମ ସୂଚନା ଅନୁଯାୟୀ, ମୌସୁମୀ ଏବେ ଓଡ଼ିଶାର ଆହୁରି ଅନେକ ଜିଲ୍ଲାକୁ ଅଗ୍ରସର ହୋଇ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ଛୁଇଁ ସାରିଛି। ଦୀର୍ଘ ଦିନର…

Puri Police:ରଥଯାତ୍ରା ପୂର୍ବରୁ କ୍ରାଇମ୍ ଫ୍ରି ପାଇଁ ବଡ଼ ପଦକ୍ଷେପ; ୨୪ ଘଣ୍ଟାରେ ୨୩ ଅଭିଯୁକ୍ତ ଗିରଫ

ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ପୁରୀ ପୋଲିସ । ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ ୮ଟି ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଛୁରୀ, ଲୁହା…

ସରପଞ୍ଚ ଚାମେଲି ଓଝା ମାମଲାରେ ତେଜିଲା ରାଜନୀତି: ଭେଟିଲେ ବିଧାୟିକା ସୋଫିଆ, ଅଡୁଆରେ ବିଡିଓ

ସରପଞ୍ଚ ଚାମେଲି ଓଝା ମାମଲାରେ ତେଜିଲା ରାଜନୀତି: ଭେଟିଲେ ବିଧାୟିକା ସୋଫିଆ, ଅଡୁଆରେ ବିଡିଓ କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଧୀନସ୍ଥ ତିଖିରି ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀ ମାମଲା ଏବେ ରାଜ୍ୟ ରାଜନୀତିରେ ଏକ ନୂଆ ଝଡ଼ ସୃଷ୍ଟି କରିଛି। ଏହି…