Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ

ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା ସ୍ଥାନୀୟ…

ଚାଷ ଜମିରେ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଅତ୍ୟନ୍ତ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହି ରାସାୟନିକ ପଦାର୍ଥର ମଣିଷ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷେଧାଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି, ଏବଂ…

ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ପ୍ରସ୍ତୁତ, ପ୍ରଧାନଶିକ୍ଷକ କିନ୍ତୁ ପ୍ରସ୍ତୁତ ହୋଇପାରିଲେନି…

କଟକ: ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ ପ୍ରଧାନ ଶିକ୍ଷକ ଭୁଲିଯିବା ପରେ କଟକ ଜିଲ୍ଲାର ଏକ ସ୍କୁଲରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିବା ବେଳେ ନିଜ ଘରେ ପ୍ରଶ୍ନପତ୍ର ରଖିଥିବା…

ଶିକ୍ଷା ବୃତ୍ତି ଘୋଟଲାକୁ କଡ଼ା ନିନ୍ଦା ସହ ଓଡ଼ିଶା ଅଭିଭାବକ ମହାସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ମିଳିମିଶି ଖାଇଗଲେ ପିଲାଙ୍କ ମେଧାବୃତ୍ତି ଟଙ୍କା। ତାଲିକାରେ ନାଁ ପିଲାଙ୍କର, ହେଲେ ଆକାଉଣ୍ଟ କଲେଜର। ୪ ବର୍ଷରେ ୫୮ କୋଟିର ହେରଫେର ହୋଇଛି। ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ଯାଇଥିବାବେଳେ ମିଛ ଛାତ୍ରଛାତ୍ରୀଙ୍କ ମାନେ ମେଧାବୃତ୍ତିର ହିତାଧିକାରୀ। ଏହାକୁ ନିନ୍ଦା କରଛି ଓଡିଶା…

କାହିଁକି ଛାତ୍ର ସଂସଦ ନିର୍ବାଚନ ବାତିଲ କଲ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଗୁରୁବାର ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଦାୟର ପିଟିସନର ଶୁଣାଣି କରି ଏହି ନୋଟିସ୍ ଜାରି କରାଯାଇଛି।…

SCB ମେଡିକାଲରେ ମ୍ୟୁଜିକ ଥେରାପି, ICU ଭିତରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ

କଟକ: ଏସସିବିର ଆଇସିୟୁରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ଆଇସିୟୁ ଭିତରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଫଳରେ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ…

କନ୍ଧମାଳ ଗସ୍ତରେ ରାଜ୍ୟ ସଭାପତି, ବଳିଦାନ ଦେଇଥିବା ‘ବୀର’ମାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କନ୍ଧମାଳ/ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି । ଦେଶର ଏକତା,…

ଆଜିଠାରୁ ୪ ଦିନିଆ ଆଇଟି ଏକ୍ସପୋ-୨୦୨୩

ଭୁବନେଶ୍ୱର: ଆଇଟି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ସୂଚନା ପ୍ରଯୁକ୍ତି ବିଦ୍ୟା ଏକ୍ସପୋ-୨୦୨୩ ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ…