Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗାଧୋଇବା ବେଳେ ବୁଡିଗଲା ଏକମାତ୍ର ପୁଅ: ତିନିଦିନ ପରେ ମିଳିଲା ଶବ

ଜଗତସିଂହପୁର:  ନଦୀରେ ଗାଧୋଇବା ହେଲା କାଳ। କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ୨୨ ବର୍ଷୀୟ ଯୁବକ ଚିନ୍ମୟ ପ୍ରଧାନ ନଖୋଜ ହୋଇ ଯାଇଥିଲେ । ତିନି ଦିନ ଧରି ଚାଲିଥିଲା ଖୋଜାଖୋଜି । ଆଶା ଆଶଙ୍କା ଭିତରେ ଥିଲେ ପରିବାର । ହେଲେ ଆଜି ସେ ସବୁର ଅନ୍ତ ଘଟିଛି । ନିଖୋଜ ଚିନ୍ମୟଙ୍କର ମୃତଦେହ…

ରାସ୍ତା ମଝିରେ ହୁତହୁତ୍ ଜଳିଗଲା କାର

ସୁବର୍ଣ୍ଣପୁର: ରାସ୍ତା ମଝିରେ ଜଳୁଥିଲା କାର । ହୁତ ହୁତ ହୋଇ ଜଳୁଥିଲା । ଭିତରେ ଥିଲେ ଡ୍ରାଇଭର । ସମସ୍ତଙ୍କ ଆଖି ଭୟରେ ବନ୍ଦ ହୋଇ ଯାଇଥିଲା । ତେବେ ଭଗବାନଙ୍କ ଦୟା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ। ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର…

ସହପାଠୀ ପ୍ରତ୍ୟୁଷାଙ୍କୁ ବିବାହ କରିବା ପାଇଁ ବିଜୟଶଙ୍କରଙ୍କ ଆବେଦନ; ସୋମାଲିକା କହିଲେ, ‘ଛାଡ଼ିବିନି’

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କର ପୂ୍ର୍ବ ପ୍ରେମିକା ତଥା ବାନ୍ଧବୀ ସୋମାଲିକା । ବିଜୟଶଙ୍କରଙ୍କ ବିବାହ କଥା ଶୁଣି ସୋମାଲିକା କହିଛନ୍ତି, ‘ବିଜୟଙ୍କୁ ମୁଁ…

କେବେଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ, ଜାଣନ୍ତୁ କଳସ ସ୍ଥାପନାର ଶୁଭ ମୁହୂର୍ତ୍ତ…

ଭୁବନେଶ୍ଵର: ସମଗ୍ର ଭାରତରେ ନବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ନବରାତ୍ରିର ନଅ ଦିନରେ ମାତା ଦେବୀ ୯ ପ୍ରକାର ରୂପରେ ପୂଜା ପାଇଥାନ୍ତି | ଚଳିତବର୍ଷ ଶାରଦୀୟ ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବରରେ ଶେଷ ହେବ | ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହା…

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

ଢେଙ୍କାନାଳ:ସବୁ ଅପେକ୍ଷାର ଅନ୍ତ ଘଟିଲା । ସବୁ ଆଶା.. ସ୍ୱପ୍ନ..ଆଖି ଲୁହରେ ଧୋଇଗଲା । ଶେଷରେ ଖବର ଆସିଲା ସିକ୍ମିମରେ ପ୍ରଳୟଙ୍କରୀ ବର୍ଷାରେ ନିଖୋଜ ହୋଇଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏ ନେଇ ସହିଦ ସରୋଜ ଦାସଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି । ପରିବାର ଲୋକେ ବି…

ବାଣ ଉପରେ ଚଢିଗଲା କାର: ଭୟଙ୍କର ବିସ୍ଫୋରଣରେ ଗାଡ଼ି ଛିନଛତ୍ର, ଡାକ୍ତର ଗୁରୁତର

କେନ୍ଦ୍ରାପଡା:ରାସ୍ତାରେ ଶୁଖୁଥିଲା ବାଣ । ଏହି ବାଣ ଉପରେ ଚଢିଗଲା କାର । ଭୟଙ୍କର ବିସ୍ଫୋରଣରେ ଛିନଛତ୍ର ହୋଇଗଲା କାର । ଭିତରେ ବସିଥିବା ଯୁବ ଡାକ୍ତରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି । ଏମିତି ଘଟଣା ଆଜି ଘଟିଛି କେନ୍ଦ୍ରାପଡା ଜିଲ୍ଲା ଭରତପୁର ଖଣ୍ଡିଆବନ୍ଧି ଗାଁରେ । ଗୁରୁତର…

ଭିମସାରରେ ଉତ୍ତେଜନା, ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ପିଟାପିଟି

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ…

ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର: ଫସିଯିବେ କି ?

ଜଗତସିଂହପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କେତେବେଳେ ପ୍ରେମିକାକୁ ପ୍ରତାରଣା କରି ତ ପୁଣି କେବେ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ନେଇ ବିବାଦ କୁ ଆସିଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଏହାରିଭିତରେ ସାମ୍ନାକୁ ଆସିଛି ଆଉ…

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏ ଚାଲିବ ମେଲୋଡି

ଭୁବନେଶ୍ୱର: ଆସୁଛି ପୂଜା । ଏଥର ପୂଜାରେ ଜମିବ ରଙ୍ଗରଙ୍ଗ କାର୍ଯ୍ୟକ୍ରମ  ।  ରାଜଧାନୀରେ ରାତି ୧୨ଟା ଯାଏ ଚାଲିବ  ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ ।  ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । ଏଥର  ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି।…

ମେସର ବନ୍ଦ କୋଠରୀରେ ଝୁଲି ପଡିଲେ ଛାତ୍ରୀ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତା ଛାତ୍ରୀ ଜଣକ ଆରଡିଏସ୍ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ପଢୁଥିଲେ । ଏହି ମେସରେ ରହି ସେ ପଢୁଥିଲେ । ଗୁରୁବାର ସକାଳେ ମେସର ସବୁ…