Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନ୍ଧାରରେ ୧୪ ଖଣ୍ଡ ଗାଁ;୧୫ ଦିନ ପୂର୍ବରୁ ଝଡ଼ବର୍ଷାରେ..

ବୌଦ୍ଧ: ଆଜିକୁ ୧୫ ଦିନ ହେବ ପୁରା ଅନ୍ଧାରରେ ବୌଦ୍ଧ ସଗଡ଼ା ପଞ୍ଚାୟତର ୧୪ ଖଣ୍ଡ ଗାଁ ।  ୧୫ ଦିନ ପୂର୍ବରୁ ଝଡ଼ବର୍ଷାରେ କଟିଥିଲା ବିଦ୍ୟୁତ । ହେଲେ ଆଜି ଯାଏଁ ବିଦ୍ୟୁତ୍ ମରାମତି ହୋଇପାରିଲା ନାହିଁ । ୧୫ ଦିନ ହେବ ବିଦ୍ୟୁତ ନଥିବାରୁ ବାଉଁଶୁଣୀ ସେକସନ କାର୍ଯ୍ୟାଳୟ ଘେରିଛନ୍ତି…

ନବୀନ ଡାକିଲେ ବଡ଼ ବୈଠକ: ଆଗାମୀ ନିର୍ବାଚନ ପାଇଁ କାମ ଆରମ୍ଭ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ବାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନ…

ବଢ଼ିଲା ଭାରତର ପ୍ରତିରକ୍ଷା ଶକ୍ତି: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ବୁଧବାର ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଏକୀକୃତ ପରୀକ୍ଷଣ ଶିବିର (ITR) ଠାରେ ଡିଆରଡିଓ (DRDO) ପକ୍ଷରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ: କ୍ୟାପିଟାଲ ଥାନାରେ ଏତଲା ଦେଲା ଗୃହ ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓରୁ ଅତି ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ ହଜିବା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏକ ବିଧିବଦ୍ଧ ଏତଲା ଦାଏର କରାଯାଇଛି।…

ଆନନ୍ଦ ବଜାର ଓ ପତିତପାବନକୁ ମିଳିଲା ପାଟେଣ୍ଟ

ପୁରୀ: ଆନନ୍ଦବଜାର ହେଉ କି ବଡ଼ଦାଣ୍ଡ, ମହାପ୍ରସାଦ ହେଉ କି ନନ୍ଦିଘୋଷ। ଏଣିକି ଶ୍ରୀମନ୍ଦିର ଓ ଶ୍ରୀଜନ୍ନାଥଙ୍କ କ୍ଷେତ୍ରରେ ବ୍ୟବହୃତ ପ୍ରତିଟି ମୌଳିକ ଶବ୍ଦାବଳୀର ଅପ୍ୟବହାର ଉପରେ ଲାଗିଲା ରୋକ୍। ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ। ଆନନ୍ଦ ବଜାର ଓ…

ଆହତଙ୍କୁ ନେଲାନି ପିସିଆର ଏବଂ ଲୋକଙ୍କୁ ଗାଳିଗୁଲଜ କଲେ ବାବୁ: ଭଦ୍ରକ ପୋଲିସର ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ

ଭଦ୍ରକ: ପୋଲିସର ମାନବିକତା ଉପରେ ପୁଣି ଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ ପିସିଆର ଗାଡ଼ିରେ ଡାକ୍ତରଖାନା ନେବାକୁ ସଫା ମନା କରିଦେଇଛନ୍ତି ପୋଲିସ ବାବୁ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଭଦ୍ରକ ସୀମାବର୍ତ୍ତୀ…

୧୩ରୁ କବାଡି ଓ ଟଗ୍ ଅଫ୍ ୱାର ଚାମ୍ପିଅନସିପ, ଭାଗନେବେ ୧୬ ଦଳ

ଭୁବନେଶ୍ବର: ରଜ ପର୍ବ ଉପଲକ୍ଷେ ପାରମ୍ପରିକ କ୍ରୀଡାକୁ ପ୍ରୋତ୍ସାହିତ କରିବା ସହ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ବିଚିତ୍ର ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା କବାଡି ଓ ଟଗ୍ ଅଫ ୱାର ଚାମ୍ପିଅନସିପ।…

୨ ବର୍ଷ ପୂର୍ତ୍ତିରେ ମୁହାଁମୁହିଁ ବିଜେଡି ଓ ବିଜେପି: ସରକାରଙ୍କୁ ଘେରିଲେ ରାଜା ସ୍ୱାଇଁ, ପାଲଟା ଜବାବ ଦେଲେ ମନମୋହନ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଶାସକ ଦଳକୁ ଜୋରଦାର ସମାଲୋଚନା କରିଛି ବିରୋଧୀ ବିଜେଡି। ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିଜେପି ସରକାର ଏହି ଦୁଇ ବର୍ଷ ମଧ୍ୟରେ ୧୨ ଥର ନିଜ ନିଷ୍ପତ୍ତିରୁ ୟୁ…

କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ: ଅଳ୍ପକେ ବର୍ତିଲେ ଚିତ୍ରକୋଣ୍ଡା ବିଧାୟକ

କୋରାପୁଟ: କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଭୀଷଣ ତାଣ୍ଡବ ରଚିଛି। ପ୍ରବଳ ଝଡ଼ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି। ଚିତ୍ରକୋଣ୍ଡାରେ ଆୟୋଜିତ ଏକ କ୍ରିକେଟ ଟୁର୍ନାମେଣ୍ଟରେ ଯୋଗ ଦେଇ ସେ ନିଜ ଗାଡ଼ିରେ ଘରକୁ…

No Flying Zone In Mayurbhanj:ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ:ଡ୍ରୋନ୍ କ୍ୟାମେରା ବ୍ୟବହାର ଉପରେ…

ମୟୂରଭଞ୍ଜ:ଆସନ୍ତା ୧୯ ଓ ୨୦ ଜୁନ୍ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା, ଯାତାୟାତ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସ୍ଥଳ ନିରୀକ୍ଷଣକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି । ଫଳରେ…