Latest Odisha News
Browsing Category

ଓଡିଶା

Odisha

+2 Internal Exam: +୨ ଇଣ୍ଟରନାଲ୍‌ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଇଣ୍ଟରନାଲ୍‌ ଏବଂ ପ୍ରୋଜେକ୍ଟ ପରୀକ୍ଷାକୁ ସୁଚାରୁଭାବେ କରିବା ପାଇଁ…

Nuapada Result: ରାଉଣ୍ଡ ୧୮ ସୁଦ୍ଧା ୫୯ ହଜାରରୁ ଅଧିକ ଭୋଟ ଆଗରେ ଜୟ, ସ୍ନେହାଙ୍ଗିନୀକୁ ଟପିଲେ ଘାସିରାମ…

ନୂଆପଡା: ନୂଆପଡାରେ ବଡ ବିଜୟ ଲକ୍ଷରେ ଆଗକୁ ବଢୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ରାଉଣ୍ଡ ୧୮ ସୁଦ୍ଧା ୫୯ ହଜାର ୯୧୨ ଭୋଟ ଆଗରେ ରହିଛନ୍ତି । ଏହାରି ଭିତରେ ହଠାତ୍ ଆଗେଇଛି କଂଗ୍ରେସ ।  କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ…

Nuapada bypoll results: ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କଲେ ଘାସିରାମ; କହିଦେଲେ ବଡ କଥା…

ନୂଆପଡା: ନୂଆପଡ଼ା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ରାଉଣ୍ଡ ଫଳାଫଳ ଅନୁଯାୟୀ ତୃତୀୟ ସ୍ଥାନରେ ଘାସିରାମ ୨୨,୬୧୮ ଭୋଟ୍ ରେ ରହିଛନ୍ତି । ଏପରି ଫଳାଫଳ…

Deputy Chief Minister Visit New Delhi: ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଶୁକ୍ରାବର ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ ଯୋଗଦେଇ ନିଜର…

Nuapada By‑Election: ନୂଆପଡାରେ ବଡ ବିଜୟ ମୁହାଁ ଜୟ ଢୋଲକିଆ, ପଛରେ ପଡିଛନ୍ତି ବିଜେଡି, କଂଗ୍ରେସ…

ନୂଆପଡା: ଆରମ୍ଭ ହୋଇଗଲାଣି ନୂଆପଡା ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ରାଉଣ୍ଡ ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସପ୍ତମ ରାଉଣ୍ଡ ସୁଦ୍ଧା ୨୫ ହଜାର ୩୪୬ ଭୋଟ୍‌ରେ ଆଗୁଆ । ବର୍ତ୍ତମାନ…

Nuapada Bypoll: ନୂଆପଡ଼ା ଫଳାଫଳ: ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଷଷ୍ଠ ରାଉଣ୍ଡ ସୁଦ୍ଧା ୨୧ ହଜାର ୯୯୫ ଭୋଟ୍‌ରେ ଆଗୁଆ। ଷଷ୍ଠ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୦୬୪୧ ଭୋଟ୍ ମିଳିଛି। ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୮୬୪୬ ଭୋଟ୍ ମିଳିଛି। ତୃତୀୟ ସ୍ଥାନରେ ଘାସିରାମଙ୍କୁ ୭୮୯୧ ଭୋଟ୍…

Cuttack Bali Yatra: ସରିଲା କଟକ ଐତିହାସିକ ବାଲିଯାତ୍ରା; ୭୦ ଲକ୍ଷରୁ ଅଧିକ ଜନ ସମାଗମ, ୩୦୦ କୋଟିର କାରବାର

କଟକ: ଗତକାଲି ଥିଲା କଟକ ବାଲିଯାତ୍ରା ଶେଷ ସନ୍ଧ୍ୟା। ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ହେଲେ ଆଜି ସରିଯାଇଛି ଐତିହାସିକ କଟକ ବାଲିଯାତ୍ରା । ୯ ଦିନର ଏହି ମେଳାରେ ଚଳିତବର୍ଷ ପ୍ରାୟ ୭୦ ଲକ୍ଷରୁ ଅଧିକ ଜନ ସମାଗମ…

୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସକୁ କରିବେ ଉଦ୍‌ଘାଟନ

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…

Odisha Cold Wave: ରାଜ୍ୟରେ ବଢୁଛି ଶୀତ ଲହରୀ: ସେମିଳିଗୁଡରେ ୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବଢିବ ଯୋଗୁ ସାରା ରାଜ୍ୟରେ ପାରଦ ସ୍ତର ହଠାତ୍ ହ୍ରାସ ପାଇଛି। ରାଜ୍ୟର ୪ ସହରରେ ୧୦ ଡିଗ୍ରୀ ସେଲସିୟସରୁ କମ ରହିଛି ପାରଦ । ସେମିଳିଗୁଡ ରେ ୭.୧ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଜି ଉଦୟଗିରି ରେ ୭.୪…

ନୂଆପଡା ଉପ-ନିର୍ବାଚନ: ଆଜି ଜଣାପଡ଼ିଯିବ ତିନି ଦଳର ଭାଗ୍ୟ ଓ ଭବିଷ୍ୟତ?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଆକାଶରେ ଆଜି ନୂଆପଡା ଉପ-ନିର୍ବାଚନ ଏକ ମୁଖ୍ୟ ଘଟଣା ରୂପେ ଉଭା ହୋଇଛି। ଏହି ନିର୍ବାଚନ କେବଳ ଏକ ଆସନର ଭାଗ୍ୟ ନିର୍ଦ୍ଧାରଣ କରିବ ନାହିଁ, ବରଂ ରାଜ୍ୟର ତିନି ପ୍ରମୁଖ ଦଳ—ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ—ର…