Latest Odisha News

BREAKING NEWS

Browsing Category

ଓଡିଶା

Odisha

କୂଅ ଭିତରେ ଛଟପଟ ହେଲା ବଣୁଆ ଭାଲୁ, ସିଡ଼ି ପକାଇ ବାଟ କଢ଼ାଇଲା ବନ ବିଭାଗ

ବାରିପଦା: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହୋଇଥିଲା ବଣୁଆ ଭାଲୁ। କିନ୍ତୁ ଅସାବଧାନତା ବଶତଃ ଖସି ପଡ଼ିଥିଲା ଏକ ଶୁଖିଲା କୂଅ ଭିତରେ। ପ୍ରାୟ ୧୫ ଘଣ୍ଟାର ଛକାପଞ୍ଝା ପରେ ଶେଷରେ ସଫଳ ହୋଇଛି ବନ ବିଭାଗର ଉଦ୍ଧାର କାର୍ଯ୍ୟ। କୌଣସି ଟ୍ରାଙ୍କୁଲାଇଜର (ଚେତାଶୂନ୍ୟ ଇଞ୍ଜେକ୍ସନ) ବ୍ୟବହାର…

୧୯୦ ଦେଶରେ ତ୍ରୟୋଦଶ ଅନ୍ତର୍ଜାତୀୟ ‘ଆର୍ଟ୍ ଅଫ୍ ଗିଭିଂ’ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷାବିତ୍ ଓ ସମାଜସେବୀ ତଥା ଆର୍ଟ ଅଫ୍ ଗିଭିଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ଚଳିତବର୍ଷ ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ ବିଶ୍ୱର ୬ଟି ମହାଦେଶର ଭାରତ ସମେତ ୧୯୦ ଦେଶରେ ପାଳିତ ହୋଇଯାଇଛି। ଏହା ସହିତ ୨୨୨ଟି ଏଫ୍‌ଆଇଭିବି ସଦସ୍ୟ…

Nitin Naveen in Odisha: ଦୁଇଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ;ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ

ଭୁବନେଶ୍ଵର:ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନିତିନ ନବୀନଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ଵର…

IPL betting racket:ଅନଲାଇନ୍ ବେଟିଂର ପର୍ଦ୍ଦାଫାସ;ଜଣେ ଗିରଫ, ବ୍ୟାଙ୍କ ବାଲାନ୍ସ ହେଲା ଫ୍ରିଜ

ଗଞ୍ଜାମ:ଅନଲାଇନ୍ ବେଟିଂ କୁନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢଉ କରାଯାଇଛି। ତେବେ ଆଜି ବୈଦ୍ୟନାଥପୁର ଥାନା ଥାନା ପକ୍ଷରୁ ଆଙ୍କୁଲି ଓଭର ବ୍ରିଜ ନିକଟ ପଣ୍ଡା କଲୋନୀରେ ପୋଲିସ ଚଢାଉ କରିଥିଲା। ପୋଲିସକୁ ଦେଖି କେତେକ ଯୁବକ ଫେରାର ହୋଇଯାଇଥିବା ବେଳେ ଜଣେ ଆଇପିଏଲ ବୁକିଙ୍କୁ ଗିରଫ କରାଯାଇଛି ।…

ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ:୧୧ ଦିନରେ ୪୪୪ ୱାରେଣ୍ଟି ଗିରଫ

ଗଞ୍ଜାମ:ଗଞ୍ଜାମ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ । ବନ୍ଧାହେଲେ ୧୧ ଦିନରେ ମୋଟ ୪୪୪ ଜଣ ୱାରେଣ୍ଟି । ଏହି ବ୍ୟକ୍ତିମାନେ ଅପରାଧ କରି ଦୀର୍ଘ ଦିନ ହେଲା ଫେରାର ରହିଥିଲେ ।ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧି ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ ପୋଲିସ ଜିଲ୍ଲାର ବିଭିନ୍ନ…

Nikhil Hadappa:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାରେ ୯ ଗିରଫ;ହତ୍ୟା ପଛରେ…

ରାୟଗଡ଼ା:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଥାନା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟ ୮ ଜଣକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ କରିଛି ପୋଲିସ । ରାୟଗଡା ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।…

ମିଳିଲାନି ଡିଜେଲ, ୫ ହଜାରରୁ ଅଧିକ କୁକୁଡ଼ା ମୃତ

ଭୁବନେଶ୍ୱର: ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ରବିବାର ଦିନ ମାଲକାନଗିରି ଜିଲ୍ଲାରେ ଏକ ପରିବେଶ-ନିୟନ୍ତ୍ରିତ (EC) କୁକୁଡ଼ା ଫାର୍ମରେ ତିନି ଘଣ୍ଟା ମଧ୍ୟରେ ୫୩୦୦ ରୁ ଅଧିକ କୁକୁଡ଼ାଙ୍କ ଜୀବନ ଯାଇଛି। ମାଲକାନଗିରି ଉପକଣ୍ଠରେ ଏକ ସରକାରୀ ଯୋଜନାରେ ଏକ ବିଶାଳ ଫାର୍ମ ନିର୍ମାଣ…

‘ଆମ ବସ’ ଚକା ଜାମ୍: ଦରମା ବୃଦ୍ଧି ଓ EPF ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ, ହନ୍ତସନ୍ତ ଯାତ୍ରୀ

ରାଉରକେଲା: ସହରରେ ସାଧାରଣ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ‘ଆମ ବସ’ ସେବାରେ ନିୟୋଜିତ ଥିବା ଡ୍ରାଇଭର ଓ କର୍ମଚାରୀମାନେ ଅଚାନକ ଆନ୍ଦୋଳନକୁ ଓହ୍ଲାଇବା ଯୋଗୁଁ ସହରରେ ବସ୍ ଚଲାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦରମା ବୃଦ୍ଧି ଏବଂ କର୍ମଚାରୀ…

OCS Preliminary Exam:ଓସିଏସ୍‌ ପ୍ରିଲିମ୍‌ନାରୀ ପରୀକ୍ଷା ଏହି ଦିନ ହେବ..ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ପାଇବେ…

କଟକ: ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ୍)-୨୦୨୬ର ପ୍ରାଥମିକ (ପ୍ରିଲିମନାରୀ) ପରୀକ୍ଷା ଆସନ୍ତା ଜୁନ୍ ୭ତାରିଖରେ ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି ) ଦ୍ୱାରା ପରିଚାଳିତ ହୋଇଥାଏ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା । ରାଜ୍ୟର ୬ଟି ଜୋନ ଯଥା କଟକ, ଭୁବନେଶ୍ୱର, ବାଲେଶ୍ୱର,…

ରାଜ୍ୟରେ ୪୧° ଛୁଇଁଲା ତାପମାତ୍ରା; ଜାଣନ୍ତୁ କେଉଁଠି କେତେ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରବିବାର ଅପରାହ୍ନ ୨.୩୦ ସୁଦ୍ଧା ଓଡ଼ିଶାର ଦୁଇଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଇଛି। ଝାରସୁଗୁଡ଼ା ୪୧ ଡିଗ୍ରୀ ସେଲସିୟସ୍ ସହିତ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ତା’ପରେ ସମ୍ବଲପୁର ୪୦ ଡିଗ୍ରୀ…