Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୫୮ ବୁଥ୍ ପାଇଁ ବାୟୁସେନା ହେଲିକପ୍ଟରରେ ଗଲେ ୮ ଗୋଟି ପୁଲିଂ ପାର୍ଟି

ନୂଆପଡା: ନଭେମ୍ବର ୧୧ ତଥା ମଙ୍ଗଳବାର ହେବ ଉପନିର୍ବାଚନ ପାଇଁ ମତଦାନ l ବର୍ତ୍ତମାନ ପୁଲିଂ ବୁଥ୍ କୁ EVM ଧରି ପ୍ରିଜାଇଣ୍ଡିଙ୍ଗ ଅଫିସର ମାନଙ୍କ ସହ ପୋଲିଂ ଅଫିସର ମାନେ ପହଞ୍ଚି ସାରିଛନ୍ତି l ଉପ-ନିର୍ବାଚନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ…

ସୁଧୁରୁଛି ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଗଲା

ଭୁବନେଶ୍ଵର: ଧିରେ ଧିରେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ଭେଣ୍ଟିଲେଟରରୁ ବାହାରି ମେଡିସିନ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ହେଲଥ୍ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି ।…

ଅଲୋଡ଼ା ଶିଶୁ କନ୍ୟା; ଜଙ୍ଗଲରୁ ଉଦ୍ଧାର କଲେ ପିଇଓ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବାଗଦେହି ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଦିନ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ପରିତ୍ୟକ୍ତ ଶିଶୁଟିକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଦେଖି ଉଦ୍ଧାର କରିଥିଲେ ଏବଂ ପରେ ନବଜାତ ଶିଶୁକୁ ପୋଲିସକୁ ହସ୍ତାନ୍ତର…

ଅନଲାଇନରେ ‘ମହାପ୍ରସାଦ’ ବିକ୍ରି ପାଇଁ ବିଜ୍ଞାପନ; ଜଣେ ଗିରଫ

ଭୁବନେଶ୍ୱର: ଏକ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିର 'ମହାପ୍ରସାଦ' ବେଆଇନ ଭାବରେ ବିକ୍ରୟ କରି ଭକ୍ତମାନଙ୍କୁ ଠକିବା ଅଭିଯୋଗରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ଡିସ୍ପୋଜା ପଟ୍ଟନାୟକ (୩୪) ବୋଲି ଜଣାପଡ଼ିଛି। ସେ ଏଠାକାର ଏକ ପ୍ରମୁଖ ମଲ୍…

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ, ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା,…

ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣା; ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନକୁ ଗିରଫ କରିଛି କମିଶନରେଟ୍ ପୋଲିସ । ରାଜ୍ୟ ବାହାରକୁ ଖସିବାଯିବାକୁ ସଦାଶିବ ଉଦ୍ୟମ କରୁଥିବା ପୋଲିସ ପକ୍ଷରୁ ସୂଚନା…

ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍‌ ଆସିନାହିଁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଜିଲ୍ଲାପାଳ ଇଭିଏମ୍ ଲୁଚାଇବା ଘଟଣା ମିଛ। ବିଜେଡିର ଅଭିଯୋଗ ଖଣ୍ଡନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ। କହିଲେ ନୂଆପଡ଼ାକୁ ଗଞ୍ଜାମରୁ ଗୋଟେ ଟ୍ରକ୍ ଇଭିଏମ ଆସିବା ଅସମ୍ଭବ। ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଅଛି ଇଭିଏମ୍। ମିଛ ଅଭିଯୋଗ ଆଣିଥିଲା ବିଜେଡି। ସିସିଟିଭି…

ଆଜିଠୁ ୨୦୨୭ ପାଇଁ ପରୀକ୍ଷାମୂଳକ ଭାବେ ହେବ ଡିଜିଟାଲ ଜନଗଣନା

ଭୁବନେଶ୍ବର: ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା । ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ,…

Cold Wave: ଧିରେ ଧିରେ ଖସୁଛି ପାରଦ, ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା

ଭୁବନେଶ୍ବର: ନଭେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ବି ଏବେ ରାଜ୍ୟରେ ଶୀତର ଲହରି ସେତେଟା ଦେଖିବାକୁ ମିଳୁନାହିଁ । ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ…

ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପାଳିତ ଓଡ଼ିଶା ଝିଅକୁ ନିର୍ଯାତନା, ନିଜ ରାଜ୍ୟକୁ ଫେରିବାକୁ କଲେ ଆକୁଳ ନିବେଦନ…

ଭୁବନେଶ୍ବର: ଆମେରିକାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆକୁଳ ନିବେଦନ କରିଛନ୍ତି ଆମେରିକାରେ ରହୁଥିବା ବାଲେଶ୍ୱରର ଝିଅ ପୂଜା ନାୟକ ଓରଫ ସେଜଲ ଜୋହନ (୨୧) । ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟକନ୍ୟା ଭାବେ ପାଳିତ ହେଉଥିବା ସେଜଲ ଏବେ ଅସୁବିଧାରେ ଥିବା କହିଛନ୍ତି । ଏକ ଭାବପ୍ରବଣ…