Latest Odisha News
Browsing Category

ଓଡିଶା

Odisha

ଘରୋଇ ହସ୍ପିଟାଲରେ ନର୍ସଙ୍କୁ ଅସଦାଚରଣ, ମେଡିକାଲ୍ ଆସିଷ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ…

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗତ ୧୦ ମାସ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଷ୍ଟାଫ୍ ନର୍ସ, ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର୍ ଥାନାରେ ଏକ…

କାର-ଭ୍ୟାନ ଧକ୍କା; ଫରେଷ୍ଟର ମୃତ, ୨ ଅଧିକାରୀ ଆହତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବୁଧବାର ଏକ ଦ୍ରୁତଗାମୀ ପିକ୍-ଅପ୍ ଭ୍ୟାନ ସହିତ ଏକ କାର ଧକ୍କା ହେବା ଫଳରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିବା ସହ ଦୁଇ ଜଣ ବନ ଅଧିକାରୀ ଆହତ ହୋଇଛନ୍ତି। ମୃତକଙ୍କ ନାମ ଗୁପ୍ତ ପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି। ସେ ନବରଙ୍ଗପୁରର ଝରିଗାଁ ରେଞ୍ଜର…

ଦେବୀ ରଥଙ୍କ ମୃତ୍ୟୁ ପାଇଁ ଡିଜେ ଦାୟୀ; କାହିଁକି ଏଭଳି କହିଲେ ପୁଅ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ବୁଧବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ସଂଗୀତକୁ ଦାୟୀ କରିଛନ୍ତି ପରିବାର। ଏନେଇ ତାଙ୍କ ପୁଅ କହିଛନ୍ତି ଯେ, ଗତକାଲି ପାରାଦ୍ୱୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା…

ପୂଜା କରିବାକୁ ଯାଇ ଗୁମ୍ଫାରେ ଫସିଲେ ମହିଳା, ୬ ଘଣ୍ଟା ପରେ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅଧୀନସ୍ଥ ମାରାଙ୍ଗାବାହାଲ ଗ୍ରାମର ସୁଜାତା ମେହେର ନାମକ ଜଣେ ମହିଳା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ପାଇଁ ଡୁମୁରି ପାହାଡ଼କୁ ଯାଇଥିଲେ। ତେବେ ପାହାଡ଼ ଉପରେ ଥିବା ଏକ ପ୍ରାଚୀନ ସୁଡ଼ଙ୍ଗ ଦେଇ ଯାଉଥିବା ସମୟରେ ଏକ ବଡ଼ ପଥର ଏବଂ ଗଛର…

ସ୍ତ୍ରୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଛୁରୀରେ ଆକ୍ରମଣ କଲା ଜ୍ବାଇଁ…

କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଶିଶୁଆ ଗ୍ରାମରେ ବୁଧବାର ଦିନ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରୀରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କ ବାପାମାଆ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ବାପା ଘରେ ଥିବା ବେଳେ ତାଙ୍କ ସହିତ ଫେରିବାକୁ…

ରାଜଧାନୀର ୨ଟି ସ୍ଥାନରେ ବାଲିଯାତ୍ରା; ଟ୍ରାଫିକ୍ ରୁଟ୍ ଚାର୍ଟ ଜାରି

ଭୁବନେଶ୍ବର: ନଭେମ୍ବର ୫ରୁ ୧୨ ତାରିଖ ଯାଏ ଭୁବନେଶ୍ବର ବାଲିଯାତ୍ରା । ମଞ୍ଚେଶ୍ବର ଠାରେ କୁଆଖାଇ ପଠାରେ ବାଲିଯାତ୍ରା ଆୟୋଜିତ ହେଇଛି । ସେହିପରି ଭୁବନେଶ୍ବର ବାଙ୍କୁଆଳରେ ମଧ୍ୟ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ତେଣୁ ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଏବଂ ଯାତାୟାତକୁ ଦୃଷ୍ଟିରେ ରଖି…

ଖୋର୍ଦ୍ଧାରେ ସୀମାକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ଅନେକ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଅଞ୍ଚଳରେ ଦୁଇ ଗାଁର ବାସିନ୍ଦାଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ବୁଧବାର ଦିନ ଉତ୍ତେଜନା ଦେଖାଦେଇଛି। ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦକୁ ନେଇ ମଙ୍ଗଳବାର ରାତିରେ ବାଘମାରୀ ଥାନା ଅଧୀନରେ…

ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ପୋଲିସ ଚଢ଼ାଉ ମାମଲା; ECI ଙ୍କୁ ବିଜେଡି ନେତାଙ୍କ ଅଭିଯୋଗ ପତ୍ର

ଭୁବନେଶ୍ବର: କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ବିନା ଅନୁମତିରେ ବିଜେଡ଼ି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘର ଯାଞ୍ଚ କରାଯାଇଥିଲା। ବେଆଇନ ଭାବେ ତାଙ୍କ ଘରକୁ ପ୍ରବେଶ କରିଥିବା ଅଭିଯୋଗରେ ECI ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି ନେତା। ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ

ନୂଆପଡ଼ା: ଉପନିର୍ବାଚନ ପାଇଁ ନୂଆପଡ଼ା ଏବେ ନେତାମୟ । ପୂରା ରାଜ୍ୟର ନେତା ଆସି ଏଠାରେ ଡେରା ପକାଇଛନ୍ତି । ହାଇଭୋଲଟେଜ୍‌ ପ୍ରଚାର ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ।…

ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀ ପ୍ରସାଦ ରଥଙ୍କ ବିୟୋଗ

ପାରାଦୀପ : ଆରପାରିରେ ଯାତ୍ରା ଜଗତର ବର୍ଷୀୟାନ କଳାକାର-ନିର୍ଦ୍ଦେଶକ ଦେବୀ ରଥ । କଳାକାରଙ୍କ ମହଲରେ ସେ ‘ମାମା’ ଭାବେ ପରିଚିତ ଥିଲେ । ୭୧ ବର୍ଷ ବୟସରେ ଦେବୀ ରଥଙ୍କର ତାଙ୍କ ଘରେ ପରଲୋକ ହୋଇଛି । ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ | ଗତକାଲି ନିଜ ଘର ପାରାଦୀପଗଡ଼ରେ ସେ…