Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଓ୍ୱଡାରୁ ପୁରୀ ମଧ୍ୟରେ ୭ଟି ଷ୍ଚେସନରେ ଅଟକିବ ବନ୍ଦେ ଭାରତ ଏକ୍ସପ୍ରେସ, ଅଧିକ ଜାଣନ୍ତୁ

ଭୁବନେଶ୍ୱର: ମେ' ୧୮ରେ ହାଓ୍ୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ। ଗୁରୁବାରକୁ ଛାଡ଼ି ସପ୍ତାହକୁ ୬ ଦିନ ଚଳାଚଳ କରିବ ଏବଂ ଏଥିରେ ୭ଟି ଷ୍ଟପେଜ୍ ରହିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ସକାଳ ୬ଟା ୧୦ରେ ପଶ୍ଚିମବଙ୍ଗର…

ଅଜ୍ଞାତ ସୂତ୍ରରୁ ବିଜେଡିର ମୋଟ ଆୟ ୯୪.୭ ପ୍ରତିଶତ; ଦ୍ବିତୀୟ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସର୍ବୋଚ୍ଚ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ୨୦୨୧-୨୨ ଆର୍ଥିକ ବର୍ଷରେ ଶୀର୍ଷ ପାଞ୍ଚଟି ଆଞ୍ଚଳିକ ଦଳ ମଧ୍ୟରେ ଅଜ୍ଞାତ ଉତ୍ସରୁ ପାଣ୍ଠି ପାଇବାରେ ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ସମୟ ମଧ୍ୟରେ…

ଗହଣା ସୋରୁମରେ ଲୁଟ୍ ଘଟଣା, ତିନି ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ପୋଲିସ

ଯାଜପୁର: ଏକ ଗହଣା ସୋ'ରୁମ୍ରୁ ୧୨ କୋଟି ଟଙ୍କାର ଅଳଙ୍କାର ଚୋରି ଘଟଣାରେ ଏଯାବତ କେହି ଗିରଫ ହୋଇନଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ତିନି ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି ଯାଜପୁର ପୋଲିସ। ତଦନ୍ତ ବେଳେ ପୋଲିସ ଦୋକାନ ଭିତରେ ଥିବା ଏକ କମ୍ପ୍ୟୁଟର ହାର୍ଡଡିସ୍କରୁ ସିସିଟିଭି…

ରାତିରେ ଅଘୋଷିତ ବିଜୁଳି କାଟ ବଢ଼ାଉଛି ଲୋକଙ୍କ ସମସ୍ୟା; ପ୍ରଶାସନ ନିରବ!

ଭୁବନେଶ୍ୱର:  ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ…

ନୟାଗଡ଼ରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ

ନୟାଗଡ: ନୟାଗଡ଼ ଜିଲ୍ଲାରେ ମଙ୍ଗଳବାର ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ। ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତ ଯୋଗୁଁ ନୟାଗଡ଼ର ଖଣ୍ଡପଡ଼ା ଅଞ୍ଚଳରେ ଗଛ ଗୁଡ଼ିକ ଜଳିଯାଇଛି। ଖଲିସାହି ଠାରେ ଏକ ଗଛର ଡାଳ ଭାଙ୍ଗି ଅଟୋ ରିକ୍ସା ଉପରେ ପଡ଼ିିଯିବାରୁ ଅଟୋ ଭିତରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ…

ରାଜ୍ୟରେ ବୟନ ଶିଳ୍ପକୁ ବ୍ୟାପକ କରିବାକୁ ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ବୟନ ଶିଳ୍ପ ଉପରେ ଗୁରୁତ୍ୱ ଦେବା ସହ ଏହାର ବୈଷୟିକ ଶିଳ୍ପକୁ ବ୍ୟାପକ କରିବା ନିମନ୍ତେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ‘ଓଡ଼ିଶା ନିବେଶକ ସମ୍ମିଳନୀ’ । ମେ ୧୭  ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା   ଘରୋଇ…

କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଭୁଲ୍ ଧରାପଡିବା ପରେ ରାଗୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ଜବାବ। ଧର୍ମେନ୍ଦ୍ରଙ୍କ ମହିଳା ସମ୍ମାନ ମନ୍ତବ୍ୟକୁ ନେଇ ଆଜି ସମ୍ବାଦିକ ସମ୍ମିଳନୀର କରି ଲେନିନ କହିଛନ୍ତି ଯେ ଧର୍ମେନ୍ଦ୍ରର ଭାଇ, ଆପଣ ମୋ ପାଇଁ ଜଣେ ବଡ଼ ଭାଇ। ଏବଂ ମୁଁ କପିଳେଶ୍ୱର ମନ୍ଦିରର…

ୟୁପିଏସ୍‌ସି ସଦସ୍ୟ ନିଯୁକ୍ତ ହେଲେ ଓଡ଼ିଆ ଆଇଏଏସ୍‌ ଅଫିସର ବିଦ୍ୟୁତ ବିହାରୀ ସ୍ୱାଇଁ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ନୂଆ ସଦସ୍ୟ ନିଯୁକ୍ତ ହେଲେ ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ବିଦ୍ୟୁତ୍ ବିହାରୀ ସ୍ୱାଇଁ। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ ପଦବିରେ ନିଯୁକ୍ତି ଦେଇଛନ୍ତି। ସୂଚନା ଥାଉକି ବିଦ୍ୟୁତ…

୩ ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା । ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ…

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ  । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ ।  ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ  ।  ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ…