Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଲରୁ ମୁକୁଳିବା ପରେ ଯୁବମୋର୍ଚ୍ଚାର ନେତାଙ୍କୁ ରାଲି କରି ପାଛୋଟି ନେଲା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଏବଂ ଅନ୍ୟ ୨୧ ଜଣ ଜେଲରୁ ମୁକୁଳିଛନ୍ତି । ଶନିବାର ଝାରପଡ଼ା ଜେଲ ପାଖରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରାଲିରେ ଆସିଥିଲେ। ଏହାପରେ ସମସ୍ତଙ୍କୁ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ବାଗତ କରିଥିଲେ। ନବ ଦାସ…

ବ୍ରାଉନସୁଗାର ବିକ୍ରି ପାଇଁ ବାଇକ୍ ଧରି ଖୋଜୁଥିଲେ ଗ୍ରାହକ, ମାଡ଼ି ବସିଲା ଅବକାରୀ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା ମିଳିଛି । ବାଇକ୍ ଧରି ବ୍ରାଉନସୁଗାର ବିକ୍ରି ବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଗିରଫ ହୋଇଛନ୍ତି । ଗିରଫ ଯୁବକଙ୍କ…

ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଆଇଆଇଟିଟିଏମ୍ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ…

ଆଗାମୀ ଭବିଷ୍ୟତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ: ଚେୟାରମ୍ୟାନ୍ ଜେଏସଡବ୍ଲୁ ଫାଉଣ୍ଡେସନ

ଭୁବନେଶ୍ୱର: ଜେଏସଡବ୍ଲୁ ଫାଉଣ୍ଡେସନର ଚେୟାରମ୍ୟାନ୍ ସଙ୍ଗୀତା ଜିନ୍ଦଲ ତାଙ୍କ ବିଶେଷ ସମ୍ବୋଧନରେ କହିଛନ୍ତି । ମହିଳା ମାନେ ଅଜିର ସମୟରେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଓଡ଼ିଶା ସ୍କିଲ୍ କନକ୍ଲେଭ୍ର ଦ୍ୱିତୀୟ ଦିନରେ ଦକ୍ଷତା ବିକାଶ ମାଧ୍ୟମରେ ଲିଙ୍ଗଗତ ବ୍ୟବଧାନକୁ ଦୂର…

ନିର୍ବାଚନ ବେଳେ ବିଜେପିର ମନ୍ତବ୍ୟକୁ ମହିଳା ବିରୋଧୀ କହିଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ଯେଉଁଭଳି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜେପି ସମାଲୋଚନା କରୁଛି ତାହା ସମାନ ଭାବରେ ବି‌ଜେପି ନେତାମାନେ ପଦମପୁର ଉପନିର୍ବାଚନ ବେଳେ ଏବେର ବିଧାୟକ ତଥା ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ…

ସମ୍ବଲପୁର ହିଂସା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟିଯାଇଥିଲା । ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟାପକ…

ବଲାଙ୍ଗିର ଫେକ୍ ସାର୍ଟିଫିକେଟ ପଛରେ ବୋର୍ଡ କର୍ମଚାରୀ !

ବଲାଙ୍ଗିର: ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସାଂଘାତିକ ତଥ୍ୟ ମିଳିଛି । ଫେକ୍ ସାର୍ଟିଫିକେଟ ରାକେଟରେ ବୋର୍ଡ କର୍ମଚାରୀଙ୍କ ହାତ ଥିଲା ବୋଲି ସୂଚନା ମିଳିଛି । ଫେକ୍ ସାର୍ଟିଫିକେଟର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସହ…

୨୬ ଯାଏ ଘଡ଼ଘଡ଼ି ବର୍ଷା, ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ହେବ ଝୁଙ୍କ ପବନ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଦିନ ଯାଏ କାଳବୈଶାଖୀ ବର୍ଷା ହେବ । ୨୬ ତାରିଖ ଯାଏ ଘଡ଼ଘଡ଼ି ବର୍ଷା ଓ କୁଆପଥର ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି । ୨୫ ତାରିଖରୁ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ…

ବିଜୟଙ୍କୁ ବଡ ଦାୟିତ୍ୱ: ହେଲେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ବିଜୟ ପଟ୍ଟନାୟକ ମିଳିଲା ବଡ ଦାୟିତ୍ୱ । କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ । ଅଳ୍ପଦିନ ତଳେ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟଙ୍କ ଉପରେ ଏପରି ଗୁରୁ ଦାୟିତ୍ୱ ଦେଇ ୨୦୨୪ ୨୦୨୪ ନିର୍ବାଚନ ଲଢିବା ପାଇଁ ଯୋଜନା କରୁଛି ଦଳ ।…

ମଶାଣିରେ ଜଳୁଥିଲା ଯବାନଙ୍କ ଜୁଇ; ଏପଟେ ଗାଁ ମାଟି ଭିଜୁଥିଲା ଲୁହରେ..କୋହରେ…

ସାକ୍ଷୀଗୋପାଳ: ଗାଁ ମଶାଣିରେ ଜଳୁଥିଲା ଜୁଇ । ଏପଟେ ଭିଜୁଥିଲା ଗାଁ ମାଟି.. ଲୁହରେ..କୋହରେ… । ଏ ମାଟି ମା’ର କୋଳ ଶୂନ୍ୟ କରି ଚାଲିଗଲା ତାର ସୁଯୋଗ୍ୟ ସନ୍ତାନ । ଏମିତି ଯୋଦ୍ଧା ପୁଅ ପାଇଁ ମା’ ଗର୍ବିତ ନିଶ୍ଚୟ । ହେଲେ ଶୂନ୍ୟ କୋଳକୁ ଚାହିଁଦେଲେ ଛାତି ଫାଟି ଯାଉଛି । ଆଖିରୁ ଲୁହ…