Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଜଳୁଛି ରାଜଧାନୀ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର: ଆଜି ଜଳୁଛି ରାଜଧାନୀ ।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ଡ଼ିଗ୍ରୀ ଛୁଇଁଛି । ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି ।  ଆଜି ଦିନର ଆଦ୍ରତା ୩୧%  ରେକର୍ଡ କରାଯାଇଛି ।  ଆଜି ଦିନ ସାଢେ ୧୧ଟା ସୁଦ୍ଧା ୬ ସହରର ତାପମାତ୍ରା ୩୫ ଡିଗ୍ରୀ…

ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ 'ଗୋଲଡେନ ବାବା' ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍ ଜବତ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ…

ଜମିଜମା ବିବାଦରୁ ହତ୍ୟା: ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର

ବରଗଡ: ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ସମ୍ପର୍କୀୟ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଘଟିଛି ହତବାକ କରିଦେଲା ଭଳି ଏହି ଘଟଣା।ମୃତକମାନେ ହେଲେ ଗୁରୁଦେବ ବାଗ୍, ତାଙ୍କ…

ଚାଲିଛି ୨୦୦୦ ଟଙ୍କିଆ ନୋଟ୍ ବଦଳି, ଏସବିଆଇର ୮୯୦ଟି ଶାଖାରେ ବ୍ୟବସ୍ଥା

ଭୁବନେଶ୍ୱର: ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରତ୍ୟାହାର ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିର୍ଦ୍ଦେଶ ଦେଇଛି। ଆଜିଠୁ ଲୋକମାନେ ନିଜ ପାଖରେ ରଖିଥିବା ଏହି ବଡ ନୋଟକୁ ବଦଳାଇପାରିବେ। ତେଣୁ ଓଡ଼ିଶା ସମେତ ସାରା ଦେଶରେ ଥିବା ବିଭିନ୍ନ ଘରୋଇ ଏବଂ ରାଷ୍ଟ୍ରାୟତ ବ୍ୟାଙ୍କରେ ଲୋକଙ୍କ…

ପୂଜାପାଣି ଛିଞ୍ଚି ଦେବାରୁ ମା’କୁ କଟୁରୀରେ ହାଣିଦେଲା ପୁଅ

ପାରାଦ୍ଵୀପ: ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା। ମାନସିକ ବିକୃତ ପୁଅ ନିଜ ମା’ କୁ ହାଣି ହତ୍ୟା କରିଛି ।ପୁଅର ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲର ଶିକ୍ଷୟତ୍ରୀ। ସୁଲୋଚନାଙ୍କ ସାନପୁଅ ଅଂଶୁମାନ ଓରଡଫ ହାପିନା । ସକାଳୁ…

ଜମିବାଡି ପାଇଁ ଭାଇ ଭୁଲିଗଲା ରକ୍ତ ସମ୍ପର୍କ; ପରିବାରର ୪ ଜଣଙ୍କୁ ହତ୍ୟା କଲା

ବରଗଡ: ଦିନେ ଥିଲା ଭାଇ  । ହେଲେ ଆଜି ସେ ସାଜିଲା ଯମ । ଭୁଲିଗଲା ରକ୍ତର ସମ୍ପର୍କ । ଭୁଲିଗଲା ମାନବିକତା । ସ୍ନହ ଶ୍ରଦ୍ଧା ଭଲପାଇବାଠାରୁ ବଡ ହେଲା  ଜମି । କେତେହାତ ଜମି ପାଇଁ ଭାଇର ବଂଶ ବୁଡାଇ ଦେଲା ଭାଇ । ଏମିତି ଦୁଃଖଦ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ ।…

ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଉପରେ ପ୍ରହାର କରିବ ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳ?

ଭୁବନେଶ୍ୱର: ରାଜ୍ୟ ସରକାରର ମନ୍ତ୍ରିମଣ୍ଡଳରେ ହୋଇଥିବା ଅଦଳବଦଳ ଭାରତୀୟ ଜନତା ପାର୍ଟିକୁ ପ୍ରତିହତ କରିବା ଏବଂ ୨୦୨୪ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତିରେ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ରଣନୀତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।…

ଛେନା ଦର ବୃଦ୍ଧିକୁ ପ୍ରତିବାଦ କରି ପାହାଳରେ ବ୍ୟବସାୟୀଙ୍କ ବନ୍ଦ ପାଳନ

ଭୁବନେଶ୍ୱର: ବିଭିନ୍ନ ମିଠା ତିଆରିରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବହନ କରୁଥିବା ଛେନା ଦର ବୃଦ୍ଧି ପ୍ରତିବାଦରେ ପାହାଳ ମିଠା ବ୍ୟବସାୟୀ ସଙ୍ଘ ପକ୍ଷରୁ ତିନିଦିନିଆ ବନ୍ଦ ପାଳନ କରାଯାଇଛି। ମଙ୍ଗଳବାରଠୁ ପୁଣି ବ୍ୟବସାୟ ଆରମ୍ଭ କରିବା ସହ ମିଠା ବିକ୍ରି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ନୂଆ ମନ୍ତ୍ରୀଙ୍କ ଶପଥ ପରେ ବି ଅସ୍ପଷ୍ଟ କିଏ ହେବେ ନୂଆ ବାଚସ୍ପତି, ଫୋନ କଲକୁ ଅନେକଙ୍କ ଅପେକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ପ୍ରସାଦ ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ ପଟ୍ଟନାୟକ। ଗତକାଲି ବିଳମ୍ବିତ ରାତିରେ ତିନି ବରିଷ୍ଠ…

କମିସନରେଟ୍ ପୁଲିସର ବଡ଼ ସଫଳତା, କୁଖ୍ୟାତ ‘ବାଓ୍ୱରିଆ ଗ୍ୟାଙ୍ଗ’ର ପର୍ଦ୍ଦାଫାଶ

ଭୁବନେଶ୍ୱର: କମିସନରେଟ୍ ପୁଲିସ କୁଖ୍ୟାତ 'ବାଓ୍ୱରିଆ ଗ୍ୟାଙ୍ଗ'ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ଆସିଥିବା ଏକ ଯାଯାବର ବଂଶ ହେଉଛି ଏହି ବାଓ୍ୱରିଆ ଗ୍ୟାଙ୍ଗ। ବିଭିନ୍ନ ସ୍ଥାନରେ ହେଉଥିବା ସଙ୍ଗଠିତ ଅପରାଧ ବିରୋଧରେ ଲଢ଼େଇରେ ସୋମବାର ଏହି ଗିରଫଦାରୀ ପୋଲିସର ଏକ ସଫଳ…