Latest Odisha News

BREAKING NEWS

Browsing Category

ଓଡିଶା

Odisha

Subhadra Application: ଆସନ୍ତାକାଲି ଠାରୁ ସୁଭଦ୍ରା ଆବେଦନ, ଜାଣନ୍ତୁ କେଉଁମାନେ ଯୋଗ୍ୟ..

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ। ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ମହିଳାଙ୍କର ବୟସ ୨୧ ବର୍ଷ ହୋଇଥିବ ସେମାନେ କରିପାରିବେ ସୁଭଦ୍ରା ଆବେଦନ। ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁମାନେ ୨୦ରୁ ୨୧ ବର୍ଷରେ…

ନାବାଳକକୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ୭ ଗିରଫ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ନାବାଳକଙ୍କୁ ନିସ୍ତୁକ ମାଡ଼। ଗୀତ ଶୁଣି ଶୁଣି ମାରିଲେ ମାଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନାବାଳକଙ୍କୁ ଅପହରଣ କରି ମାଡ଼ ମାରିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ବନ୍ଧା ହେଲେ ୭ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

Water Resources Department: ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ ବିଜ୍ଞାନ…

ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି

ଭୁବନେଶ୍ୱର: ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି। ଏନେଇ ପ୍ରକ୍ରିୟା ଜାରି ରହିଥିବା କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପଞ୍ଚୁକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ୱ । ସିଂହଦ୍ୱାର ଦେଇ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟାବସ୍ତା ହୋଇଛି ।…

Pradeep Jena: ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଦାଏର ହେଲା ଜନସ୍ବାର୍ଥ ମାମଲା

ଭୁବନେଶ୍ୱର: ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଭୁବନେଶ୍ବର କ୍ଲବ ସଭାପତି ଭାବେ ନିର୍ବାଚିତ ପରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ ସାମ୍ବାଦିକଙ୍କ ପକ୍ଷରୁ ଦାୟର ହେଲା ଜନସ୍ବାର୍ଥ ମାମଲା । ଓଇଆରସି ଅଧ୍ୟକ୍ଷ…

Raja Chakra: ଗନ୍ଧମାର୍ଦ୍ଦନ ଲୋଡିଂ କେଳେଙ୍କାରୀ: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ

କଟକ: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ କେଳେଙ୍କାରୀ ମାମଲା । ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ହାଇକୋର୍ଟରୁ ଝଟ୍‌କା ଲାଗିଛି। ରାଜା ଚକ୍ରର ଜାମିନ ଆବେଦନ ଖାରଜ ହୋଇଛି। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ କଲେ…

କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ୧୭ ପୋଲିସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ପୋଲିସର ୧୭ ଜଣ ବିଶିଷ୍ଟ ଅଧିକାରୀ ଏବଂ କର୍ମଚାରୀଙ୍କୁ ମର୍ଯ୍ୟାଦାଜନକ 'କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦ' ୨୦୨୫ରେ ସମ୍ମାନିତ କରାଯାଇଛି। ରାଜ୍ୟ ପୋଲିସ ଏହାର X ହ୍ୟାଣ୍ଡେଲରେ ଦୁଇଟି ଭିନ୍ନ ଭିନ୍ନ ପୋଷ୍ଟରେ ଏହି ସୂଚନା ପ୍ରଦାନ କରିଛି। ପୁରସ୍କାରପ୍ରାପ୍ତ…

ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ; ଓଆଇଏସ ଅଧିକାରୀ ତନୁଜା ମହାନ୍ତି ନିଲମ୍ୱିତ

ଭୁବନେଶ୍ୱର: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ ଓଡ଼ିଶା ସୂଚନା ସେବା (ଓଆଇଏସ) ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ଅବଧି…

SI Exam Scam Case: SI ପରୀକ୍ଷା କେଳେଙ୍କାରୀ ମାମଲା: CBIକୁ କେସ ରେକର୍ଡ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: SI ପରୀକ୍ଷା କେଳେଙ୍କାରୀ ମାମଲାରେ CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର। ତଦନ୍ତରେ ସହଯୋଗ କରାଯିବ ସହ ସମସ୍ତ ତଥ୍ୟ ସିବିଆଇକୁ ଦିଆଯିବ। ଆନ୍ତଃରାଜ୍ୟ ଲିଙ୍କ୍ ଥିବା ପୂର୍ବରୁ କହିଥିଲୁ ବୋଲି କହିଛନ୍ତି…

ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋରେ ଶୁକ୍ରବାର ଦିନ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୋରୋର କଲେଜ ସ୍କୋୟାର ଅଞ୍ଚଳର NH 16 ରେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ସୁଶାନ୍ତ ସେଠି ବୋଲି ଜଣାପଡ଼ିଛି। ଯିଏ…