Latest Odisha News

BREAKING NEWS

Browsing Category

ଓଡିଶା

Odisha

ହଷ୍ଟେଲରେ ରୋଷେଇ ପାଇଁ ଲାଗିବ ପିଏନଜି

ଭୁବନେଶ୍ବର: ହଷ୍ଟେଲରେ ରୋଷେଇ ପାଇଁ ଲାଗିବ ପିଏନଜି। ଏନେଇ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଜାରି ରହିଥିବା LPG ସଙ୍କଟ ଯୋଗୁଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ହଷ୍ଟେଲରେ ରୋଷେଇ ଯେପରି ବାଧାପ୍ରାପ୍ତ ନହୁଏ ସେନେଇ…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୮ ଦୋକାନ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାର ଗାନ୍ଧୀନଗର ପଡ଼ାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ପ୍ରାୟ ୮ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଦୋକାନଗୁଡ଼ିକ ଥିଲା।…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା, ଓଡ଼ିଶାର ଆଉ ଜଣେ ମହିଳାଙ୍କ ମୃତ୍ୟୁ…

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ ହେବା ଘଟଣାରେ ଆଉ ଜଣେ ଓଡ଼ିଶାର ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ମୃତକ ଜଣକ ବାଂଶପାଳ ବ୍ଲକ ରାଇଡିହା ଗ୍ରାମର ବୋଲି ଚିହ୍ନଟ…

ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ; ୧୦୦ ଗୋରୁ ଉଦ୍ଧାର,୪ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଭଞ୍ଜନଗର ପୋଲିସ ବେଆଇନ ଗୋରୁ ଚାଲାଣ ବିରୋଧରେ ଏକ ବଡ଼ ଧରଣର ଚଢାଉ କରିଛି । ୧୦୦ଟି ଗୋରୁକୁ ଉଦ୍ଧାର କରିଛି। ଚଢ଼ାଉ ସମୟରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ଚୋରାଚାଲାଣରେ…

ମେଡିକାଲ ଚେକ୍‌ଅପ୍‌ ପାଇଁ ଆସି ଅଭିଯୁକ୍ତ ଫେରାର

ମାଲକାନଗିରି:ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ ଫେରାର ହୋଇଯାଇଛି । ସେ ହେଲେ ସିନ୍ଧ୍ରିମାଲ ଗ୍ରାମର ବିଶ୍ୱନାଥ ମାଡକାମି। ୨୦୨୦ରେ ବିଶ୍ୱନାଥ ମାଡକାମି ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ…

ମରିଗଲାଣି ମାନବିକତା…ମିଳିଲାନି ୪ କାନ୍ଧ;ସାଇକେଲ୍‌ରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ

ବରଗଡ଼:ମିଳିଲାନି ୪ କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ। ଜଣେ ବୃଦ୍ଧା ଜୟନ୍ତୀ ବଛାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ଆସିଲେନି। ଜାତିଭାଇମାନେ କାନ୍ଧ ନଦେବାରୁ ମୃତଦେହକୁ ସାଇକେଲରେ ନିଆଯାଇଛି। ମୃତକଙ୍କ ନାତି ବାଧ୍ୟ ହୋଇ ଆଈଙ୍କ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ…

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଏଭଳି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ…

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଲୋକସଭା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିରାପତ୍ତା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ…

୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଓ ୨୦୨୪ ବର୍ଷ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ପାଇଁ 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ । ଉଭୟ ବର୍ଷ…

ତନ୍ମୟ ପଟ୍ଟନାୟକ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ନୂଆ ରେଜିଷ୍ଟ୍ରାର

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (BGU) ଗୁରୁବାର ଦିନ ନୂଆ ରେଜିଷ୍ଟ୍ରାର ଭାବରେ ତନ୍ମୟ ପଟ୍ଟନାୟକଙ୍କୁ ନିଯୁକ୍ତ କରିଛି। ରେଜିଷ୍ଟ୍ରାର ଭାବରେ ସେ ପ୍ରଶାସନିକ ଢାଞ୍ଚା ତଦାରଖ କରିବେ। କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବେ ଏବଂ ଭୁବନେଶ୍ୱରରେ ଅବସ୍ଥିତ…

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର: ମନ୍ତ୍ରୀ

ଭୁବନେଶ୍ୱର: ପୁରୀର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା…