Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିକାଶ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବ ପୂର୍ତ୍ତ ବିଭାଗ, ପ୍ରତ୍ୟେକ ନୂତନ ରାସ୍ତା ପାର୍ଶ୍ୱରେ ହେବ ବୃକ୍ଷରୋପଣ

ଭୁବନେଶ୍ୱର: ସଂପ୍ରତି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଦ୍ରୁତ ସହରୀକରଣ ଓ ଜଙ୍ଗଲ ହ୍ରାସ ଯୋଗୁଁ ଏହାର କୁପ୍ରଭାବ ସାରା ମାନବ ସମାଜ ଓ ଜୀବଜଗତ ଉପରେ ପରିଲକ୍ଷିତ ହେଉଛି। ତେଣୁ ଏହି ସମସ୍ୟାର ମୁକାବିଲା କରିବା ଏବଂ ଓଡ଼ିଶାକୁ ପରିବେଶ…

Tiger footprints spotted: ଠାକୁରମୁଣ୍ଡାରେ ମହାବଳ ବାଘ ଆତଙ୍କ; ପାଦଚିହ୍ନ ଦେଖି ଲୋକେ ଭୟଭୀତ

ମୟୂରଭଞ୍ଜ:ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ଆତଙ୍କ ସୃଷ୍ଟି ହୋଇଛି। ବାଘର ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର…

Ganza Seized: ଦୁଇଟି ପୃଥକ ସ୍ଥାନରୁ ଚାଲାଣବେଳେ ବିପୁଣ ପରିମାଣର ଗଞ୍ଜେଇ ଜବତ

ସୁନ୍ଦରଗଡ଼/ମୟୂରଭଞ୍ଜ: ରାଉରକେଲା ରେଲ ଷ୍ଟେସନ୍ ପରିସରରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ବଡ ବଡ ଅଖା ଜବତ କରିଛି ଜିଆରପି ଟିମ୍ । ଯାହାର ଆନୁମାନିକ ମୂଲ୍ୟ, ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଏହି ଦୁଇଟି ଅଖା ଆଜି ସକାଳେ ପାର୍ସଲ୍ ଅଫିସ୍‌ ରେ ଦିଲ୍ଲୀ ପଠାଇବା ପାଇଁ ବୁକ୍ କରାଯାଇଥିଲା ବୋଲି ସୂଚନା…

Kidney Disease: ରାଜ୍ୟରେ କିଡିନୀ ରୋଗର ପ୍ରତିରୋଧ-ନିୟନ୍ତ୍ରଣ ଏବଂ ଆଗାମୀ ପଦକ୍ଷେପକୁ ନେଇ ଟେକନିକାଲ କମିଟି ବୈଠକ

ଭୁବନେଶ୍ଵର: ଆଜି ମିଳିତ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ ଓଡ଼ିଶାରେ କ୍ରନିକ କିଡିନୀ ରୋଗ (Chronic Kidney Disease - CKD) ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ବନ୍ଧୀୟ ସ୍ଥିତି ବିଶ୍ଳେଷଣ ଏବଂ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା…

Nuapada By-Election: ‘ନୂଆପଡା ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ’

ନୂଆପଡା: ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ଉପସଭାପତି ତଥା ବିଧାୟକ ଡ଼. ଅରୁଣ ସାହୁ । ଗତ ୨୫ ବର୍ଷରେ ହୋଇଥିବା ଉପନିର୍ବାଚନ ଗୁଡିକରେ ୯୦ ପ୍ରତିଶତ ସଫଳତା ପାଇବାରେ ବିଜୁ ଜନତା ଦଳର ରେକର୍ଡ ରହିଛି । ନୂଆପଡା…

Campus Drug free: କଲେଜ କ୍ୟାମ୍ପସକୁ କରାଯିବ ନିଶାମୁକ୍ତ; ନିଯୁକ୍ତ ହେବେ ଆଣ୍ଟି ଡ୍ରଗ୍ ଇନ୍ସପେକ୍ଟର

ଭୁବନେଶ୍ବର: ପ୍ରତି କ୍ୟାମ୍ପସ୍‌ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ। କଲେଜ ଏବଂ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ମଧ୍ୟ ଏନେଇ ଦାୟିତ୍ବ ଦିଆଯିବ। କ୍ୟାମ୍ପସ୍‌କୁ ନିଶାମୁକ୍ତ କରିବାକୁ ସରକାରଙ୍କ ପ୍ରୟାସ ଆରମ୍ଭ କରିବେ । ଏନେଇ ୟୁଜିସି ପକ୍ଷରୁ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡ଼ା ଟକ୍କର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାରେ ଗାଁ ଠୁ ସହର ଚଲଚଞ୍ଚଳ ହୋଇଛି । ଦିନ ରାତି ଏକ କରି ତିନି ପ୍ରମୁଖ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । କଂଗ୍ରେସ ପାଞ୍ଚ ନ୍ୟାୟର ନାରା ଦେଇ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡି ନବୀନ ସରକାରଙ୍କ ବିକାଶ କଥା କହି ପ୍ରଚାର କରୁଛି । ସେହିପରି…

ନଭେମ୍ବର ପହିଲାରୁ ତହସିଲ ଅଫିସରେ ହେବ ଜମି କିଣାବିକା

ଭୁବନେଶ୍ବର: ଏଣିକି ଜମି କିଣାବିକା ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ନଭେମ୍ବର ୧ ରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ ହୋଇପାରିବ। ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାପରେ…

Cyclone Montha Damage: ‘ଚାଲିଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ, ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ…

ଭୁବନେଶ୍ବର: ଚାଲିଯାଇଛି ବାତ୍ୟା ମୋନ୍ଥା, ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଫସଲ କ୍ଷୟକ୍ଷତି ଘଟାଇଛି । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ । ତିନି ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଯାହା ଏବେ ଚାଷୀ ପାଇଁ ଚିନ୍ତାର ବିଷୟ…

Student Swallowing Pin: ନୋଟିସ୍‌ ବୋର୍ଡ଼ରେ ଲାଗିଥିବା ପିନ୍‌ ନେଲା ଛାତ୍ରଙ୍କ ଜୀବନ

ଫୁଲବାଣୀ: ନୋଟିସ୍‌ ବୋର୍ଡ଼ରେ ଲାଗିଥିବା ଗୋଟିଏ ପିନ୍‌ ନେଲା ଛାତ୍ରଙ୍କ ଜୀବନ। ଏହି ପିନ୍ ଗିଳି ଛାତ୍ରଟିର ମୃତ୍ୟୁ ହୋଇଛି । ଘଟଣାର ପ୍ରାୟ ଏକ ସପ୍ତାହ ପରେ କଟକ ଶିଶୁ ଭବନରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧାବାତାଟା ଓଡ଼ିଶା ଆଦର୍ଶ…