Latest Odisha News

BREAKING NEWS

Browsing Category

ଓଡିଶା

Odisha

ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ପୁରୀ ଶଙ୍କରାଚାର୍ଯ୍ୟ

ଭୁବନେଶ୍ଵର: ଗତ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ପ୍ରିଲ ମାସର ୮, ୯ ଏବଂ ୧୦ ତାରିଖରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରର ୨ୟ ପର୍ଯ୍ୟାୟ ଗଣତିମଣତି ହେବ ବୋଲି…

ଏପ୍ରିଲ ୩ ଯାଏଁ ରାଜ୍ୟରେ କାଳବୈଶାଖୀ: ୪୦ରୁ ୫୦ କିମି ଯାଏଁ ରହିବ ପବନର ବେଗ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରକୋପ ଜାରି ରହିଛି । ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର,…

ବ୍ରାଉନସୁଗାର କାରବାର ନେଇ ଜଣେ ଗିରଫ;୬୧ ଗ୍ରାମ ବ୍ରାଉନସୁଗାର ସହ ବେଆଇନ ବନ୍ଧୁକ ଜବତ

ସମ୍ବଲପୁର:ଆଜି ସମ୍ବଲପୁର ଧନୁପାଲି ପୋଲିସ ଜଣେ ଯୁବକକୁ ବ୍ରାଉନସୁଗାର କାରବାର ନେଇ ଗିରଫ କରିଛି । ଧନୁପାଲି ପୋଲିସ ସମ୍ବଲପୁର ସହରର କୁମ୍ଭାରପଡ଼ାର ଅରମାନ ଖାନ (୨୩) ନାମକ ଜଣେ ପେସାଦାର ଡ୍ରଗ୍ସ ପେଡଲରକୁ ଗିରଫ କରିଛି । ଅଭିଯୁକ୍ତ ଅରମାନ ଠାରୁ ୬୧ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନ ସୁଗାର…

ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ଼;ଥାନାରେ ଲିଖିତ ଅଭିଯୋଗ

କେନ୍ଦ୍ରାପଡା: ଆଜି ଭିତରକନିକା ଅଞ୍ଚଳରୁ ବେଆଇନ ଚିଙ୍ଗୁଡି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ ମରାଯାଇଛି । ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚିଙ୍ଗୁଡି ଘେରି ଭଙ୍ଗା ଯାଉଥିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିଲା ।…

ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…

ଭୁବନେଶ୍ବର: ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପରେ ଏବେ ସରକାରୀ କର୍ମଚାରୀ AI (କୃତ୍ରିମ ବୁଦ୍ଧିମତା) ପାଠ ସହ ସାଇବର ସୁରକ୍ଷା ପାଠ ମଧ୍ୟ ପଢ଼ିବେ । AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କର ରାଙ୍କିଂ ବଢିବ । ପ୍ରତି ମାସରେ ଅତିକମ୍‌ରେ ଗୋଟିଏ ପାଠ୍ୟକ୍ରମ ପଢିବେ ।…

ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼

ଢେଙ୍କାନାଳ:ଏକ ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼ ସହ ଜଣେ ଛାତ୍ରଙ୍କୁ ଆକ୍ରମଣ । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ…

Odisha Police:ଥାନାରୁ ଅଭିଯୁକ୍ତ ଚମ୍ପଟ୍‌ ଘଟଣାରେ ୩ ସସ୍‌ପେଣ୍ଡ୍; ଜଣେ ଏଏସ୍‌ଆଇ ସମେତ…

ଯାଜପୁର: ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଫେରାର ମାମଲାରେ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଫେରାର ମାମଲାରେ ଜଣେ ASI ଓ ୨ କନଷ୍ଟେବଳ ସସପେଣ୍ଡ ହୋଇଛନ୍ତି । ଏସ୍‌ପି ଶ୍ରୀମଲ ଆଜି ଜଣେ ଏଏସ୍‌ଆଇ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ…

ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ଭୁବନେଶ୍ୱର: ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ…

ସୁଭଦ୍ରା ଯୋଜନାରେ ନୂଆ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଏପ୍ରିଲ ୧ରୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ସୁଭଦ୍ରା ଯୋଜନା’ ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରଙ୍କ ଅନୁମୋଦନ କ୍ରମେ,…

Gold Price Hike: ପୁଣି ଗ୍ରାହକଙ୍କୁ ଝଟକା; ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ପୁଣି ବଢିଲା ସୁନା ଦର । ଦୁଇ ତିନି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଛି ସୁନା ରୂପା ଦର । ମାର୍ଚ୍ଚ ୨୮ ତାରିଖ ଅର୍ଥାତ୍ ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ୧ ଲକ୍ଷ ୪୮ ହଜାର ୯୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୪୫ ହଜାର ୫୮୦ ଟଙ୍କା ଥିଲା । ଏଥିରେ ୨ ହଜାର ୫୧୦…