Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଆମ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବିଶ୍ୱ ପ୍ରାଣିଚିକିତ୍ସା ଦିବସ ଅବସରରେ ଆଜି ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ…

ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ଡକ୍ଟରେଟ୍ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡର ୭୫ତମ ସମାବର୍ତ୍ତନ ଉତ୍ସବ ଅବସରରେ ତାଙ୍କୁ ଏହି ସମ୍ମାନ…

Misbehaviour: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

ନବରଙ୍ଗପୁର:ତେନ୍ତୁଳିଖୁଣ୍ଟିର ଏକ ସେବାଶ୍ରମରେ ଛାତ୍ରୀ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାର ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସପ୍ତମ ଶ୍ରେଣୀ ଛାତ୍ରୀ ଏବଂ ତାଙ୍କ ପରିବାର ।…

ଅବକାରୀ ବିଭାଗର ଚଢାଉ;୪୬୨୦ଲିଟର ମଦ ଓ ୨୬୨୮୫ ଲିଟର ପୋଚ ଜବତ

କଟକ: ଶୁକ୍ରବାର ଏକ ବଡଧରଣର ଅବକାରୀ ଚଢାଉ । କୋରଙ୍ଗାରେ ସଦ୍ୟ ପ୍ରସ୍ତୁତ ୪୬୨୦ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୬୨୮୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି ।ଆଠଗଡ ଅବକାରୀ, ନରସିଂହପୁର ଅବକାରୀ, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ଏବଂ ଆଠଗଡ ପୋଲିସ…

ଅନୁଗୁଳ-ପୁରୀ ଓ ଭଦ୍ରକ-କଟକ ମେମୁ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିବା ପାଇଁ ଏପ୍ରିଲ ୨୫ ତାରିଖରୁ ଦୁଇଟି MEMU ଟ୍ରେନର ସମୟରେ ସଂଶୋଧନ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ଏହି ପରିବର୍ତ୍ତନଗୁଡ଼ିକ ଟ୍ରେନ୍ ନଂ. ୬୮୪୨୧ (ଅନୁଗୁଳ-ପୁରୀ MEMU) ଏବଂ ଟ୍ରେନ୍ ନଂ. ୬୮୪୩୭…

ବାଇକକୁ ଧକ୍କା ଦେଲା ଆମ ବସ୍, ୨ ଆହତ

କଟକ: କଟକରେ ଶନିବାର ଅପରାହ୍ନରେ ଆମ ବସ୍ ଏକ ମୋଟରସାଇକେଲକୁ ପଛପଟୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଗାଡ଼ିରେ ବସିଥିବା ଜଣେ ପୁରୁଷ ଏବଂ ଜଣେ ମହିଳା ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୨ଟା ସମୟରେ ବ୍ୟସ୍ତବହୁଳ କ୍ୟାଣ୍ଟନମେଣ୍ଟ ରୋଡରେ…

ବନ୍ଧାହେଲେ ୫ ବିହାରୀ ଠକ ଗ୍ୟାଙ୍ଗ; ନକଲି ବାବା ସାଜି ସୁନା ଲୁଟୁଥିଲେ…

ସୁନ୍ଦରଗଡ: ଧରାପଡିଲେ ବିହାରୀ ଠକ ଗ୍ୟାଙ୍ଗ । ଗିରଫ ସମସ୍ତ ୫ ଜଣ ବିହାର ଔରଙ୍ଗାବାଦ୍ ଅଞ୍ଚଳ ର । ନକଲି ବାବା ସାଜି ଗାଁ ଗହଳିର ନିରୀହ ଲୋକଙ୍କୁ ଲୁଟୁଥିଲେ। ସୁନ୍ଦରଗଡ଼ ସଦର ଥାନା ଲଙ୍କାହୁଡ଼ା ଗାଁରେ ଘଟିଛି ଏଭଳି ଘଟଣା ।ସମସ୍ତଙ୍କୁ ସୁନ୍ଦରଗଡ ସଦରଥାନା ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ…

ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ସହ ଆତ୍ମସମର୍ପଣ କଲେ ୪୭ ଜଣ କ୍ୟାଡର ନକ୍ସଲ

ମାଲକାନଗିରି: ମାଲକାନଗିରି ‌ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆଜି ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ଓରଫ ଭିଜା ସମେତ ୪୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ହାଇଦ୍ରାବାଦ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏମାନେ ୩୨ଟି…

Odisha Vigilance:ସରକାରୀ ଟଙ୍କା ଆତ୍ମସାତ ମାମଲା:ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ;୨ ବର୍ଷ ଜେଲଦଣ୍ଡ ସହ…

ସମ୍ବଲପୁର:ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ପୂର୍ବତନ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାସ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିରଞ୍ଚି ନାରାୟଣ ଦାସ ଏବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସହକାରୀ…

ମେ’ ୩୧ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ମେ’ ୩୧ ତାରିଖ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ ଅନଲାଇନ୍‌ରେ ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ସେମାନେ କେତେ କାମ କରୁଛନ୍ତି, ସେସବୁର…