Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁକ୍ତ ୨ରେ କିସ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ୍‍

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳରେ କିସ୍‍ର ଛାତ୍ରଛାତ୍ରୀମାନେ ସନ୍ତୋଷଜନକ ସଫଳତା ହାସଲ କରିଛନ୍ତି । ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୪.୫୦, ୮୮.୮୦ ଓ ୮୮.୦୭ ପ୍ରତିଶତ ଥିବା ବେଳେ କିସ୍‍ର ପାସ…

ଓଡ଼ିଶା ଡିସକମ୍ ପକ୍ଷରୁ “ମୋ ଛାତ, ମୋ ସଞ୍ଚୟ’ର ଶୁଭାରମ୍ଭ

ଭୁବନେଶ୍ୱର: ମୁଫ୍‌‌ତ ବିଜିଲି ଯୋଜନା ଅଧୀନରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର (ଏମଏନଆରଇ) ଦେଶବ୍ୟାପୀ "ମନ୍ଥ ଅଫ୍ ସୋଲା‌ର’ ଅଭିଯାନର ଅଂଶ ସ୍ୱରୂପ ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ "ମୋ ଛାତ, ମୋ ସଞ୍ଚୟ’ ଶୀର୍ଷକ ଏକ ସଚେତନତା…

ଆସନ୍ତା ୨୪ ଯାଏଁ ଅପରିବର୍ତ୍ତିତ ରହିବ ପାଗ; ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ବୁଧବାର ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଥିବାବେଳେ, ଉପକୂଳବାସୀଙ୍କୁ ମଧ୍ୟ ଗରମ ସହ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାତିରେ ବି ତାତିରୁ ତ୍ରାହି ମିଳୁନି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ…

ବ୍ରହ୍ମପୁର ଗିରିରୋଡ୍‌ରେ ଆକ୍ରମଣ ଘଟଣା; ଫେରାର ମୁକେଶକୁ ଏନକାଉଣ୍ଟର

ବ୍ରହ୍ମପୁର: ବ୍ରହ୍ମପୁର ଗିରିରୋଡ୍‌ ରେ ଉମେଶ ରଥ ନାମକ ଜଣେ ଯୁବକଙ୍କୁ ପିଟିବା ଘଟଣା । ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହୋଇଥିଲେ । ଏହା ପରେ ମୁକେଶ ପୋଲିସ ଉପରକୁ ଗୁଳି ଚଳାଇଥିଲା…

ରାଜ୍ୟ କ୍ୟାବିନେଟ୍‌ରେ ST-SC ବିଭାଗ ପାଇଁ ବଡ଼ ଘୋଷଣା…

ଭୁବନେଶ୍ବର: ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ବୈଠକ ପରେ ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । କ୍ୟାବିନେଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି । ୪୦୦…

ବ୍ରହ୍ମପୁର ଆକ୍ରମଣ ଘଟଣା: ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର

ବ୍ରହ୍ମପୁର: ସହରର ଗିରି ରୋଡ୍‌ରେ ଘଟିଥିବା ଚାଞ୍ଚଲ୍ୟକର ଦମ୍ପତି ଆକ୍ରମଣ ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜ ମାଲହୋତ୍ରା ଏବଂ ଲିଙ୍ଗରାଜ ସାମଲ। ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ଟାଉନ ଥାନା ପୋଲିସ ଏକ ବିସ୍ତୃତ ତଦନ୍ତ କରି ସେମାନଙ୍କୁ…

ଭିଜିଲାନ୍ସ ଜାଲରେ କୋଟିପତି ଇଞ୍ଜିନିୟର: ମିଳିଲା ୯୭ଟି ପ୍ଲଟ୍, ୫ଟି କୋଠା ଓ ୧୭ ଏକରର ଫାର୍ମହାଉସ୍

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ବୁଧବାର ଦିନ ଭବାନୀପାଟଣା ଆର୍‌ଏଣ୍ଡବିର ଜଣେ ନିର୍ବାହୀ ଯନ୍ତ୍ରୀ (Executive Engineer)ଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ ମାମଲାରେ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି…

ଅରିନ୍ଦମ ରୟଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ବିବାଦ: ଥାନାରେ ଏତଲା ଦେଲେ ସାମ୍ବାଦିକ

କଟକ: ଟାଙ୍ଗୀ -ଚୌଦ୍ୱାର ବ୍ଲକରେ ବିଜେପି ନେତା ତଥା ଅଭିନେତା ଅରିନ୍ଦମ ରାୟଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କିଛି ସାମ୍ବାଦିକ ଅରିନ୍ଦମଙ୍କ ଆପତ୍ତିଜନକ ସୋସିଆଲ ମିଡିଆ ମନ୍ତବ୍ୟ ବିରୋଧରେ ଟାଙ୍ଗୀ-ଚୌଦ୍ୱାର ଥାନାରେ ଏକ ଅଭିଯୋଗ ଏଫ୍‌ଆଇଆର୍‌ ଦାଖଲ…

ସରକନ୍ତରା ସୋନୁ ହତ୍ୟାକାଣ୍ଡ ମାମଲା, ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ଖଣ୍ଡଗିରି ଥାନା ସରକନ୍ତରା ସୋନୁ ହତ୍ୟାକାଣ୍ଡ ମାମଲା, ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଭୁବନେଶ୍ୱର ADJ କୋର୍ଟ। ଭୁବନେଶ୍ୱର ସରକନ୍ତରା ସୁଧ ଟଙ୍କା କାରବାର କୁ ନେଇ କୃତିବାସ ପରିଜା ଓରଫ ସୋନୁ ହତ୍ୟାକାଣ୍ଡ ମାମଲା ୧୨ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ। ୩ଜଣ…

ପ୍ରବଳ ଖରା ପାଇଁ ମେ ୩୧ ଯାଏଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ଭଦ୍ରକ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାର ଦିନ ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ମେ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ…