Latest Odisha News

BREAKING NEWS

Browsing Category

ଓଡିଶା

Odisha

କମିଶନରେଟ୍ ପୋଲିସର ‘ୱି କେୟାର ସାଥୀ ଆପ୍’ ଲଞ୍ଚ୍

ଭୁବନେଶ୍ଵର : କମିଶନରେଟ୍ ପୋଲିସର ୱି କେୟାର ସାଥୀ ଆପ୍ ଲଞ୍ଚ୍। ଆପ୍‌ କୁ ଉଦଘାଟନ କଲେ ପୋଲିସ କମିଶନର। ‘ସାଥୀ’ ଆପକୁ ଅପଡେଟ କରି ‘ୱି କେୟାର ସାଥୀ’ ଓ ସରାଇ ଆପକୁ ମଧ୍ୟ ଅପଡେଟ କରାଯାଇଥିବା ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଦେଇଛନ୍ତି ସୂଚନା। ମହିଳାଙ୍କ ସୁରକ୍ଷା ପାଇଁ ଏହି ଆପ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନ୍‌ସୁଲ ଜେନେରାଲ

ଭୁବନେଶ୍ୱର: କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ…

ଝାରସୁଗୁଡାରେ 46 ଡିଗ୍ରୀ ଛୁଇଁଲା ପାରଦ, ତାତିରେ ହନ୍ତସନ୍ତ ଜନଜୀବନ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡ଼ିଥିବା ବେଳେ ଆଜି ଝାରସୁଗୁଡାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ଛୁଇଁଛି । ଦିନର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ ହେବା ପରେ ସହର ସମେତ ଆଖପାଖ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ସକାଳୁ ଖରାର ପ୍ରକୋପ…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ହସ୍ତକ୍ଷେପ: ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଫିରୋଜପୁର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ କମିଟି…

ବୃଦ୍ଧି ପାଉଛି ହାତୀ ଆକ୍ରମଣ ଘଟଣା: ସପ୍ତାହ ମଧ୍ୟରେ ଗଣାଲି ୫ ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସକାଳୁ ଆମ୍ବ ଗୋଟାଇବାକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଛି। ଫଳରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ସେକସନ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ହାତୀ…

ଧାନ କିଣାରେ ଅବହେଳା ପାଇଁ ବର୍ଷିଲେ ଯୋଗାଣ ବିଭାଗ ସଚିବ ସଞ୍ଜୟ ସିଂ

ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାରେ କୌଣସି ପ୍ରକାର ଖାମଖିଆଲି ମନୋଭାବ କିମ୍ବା ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସଚିବାଳୟରେ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା ସମୀକ୍ଷା ବୈଠକରେ ଅଫିସରମାନଙ୍କୁ ସିଧାସଳଖ ନାଲି ଆଖି ଦେଖାଇଛନ୍ତି ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ: ପୁଣି ଇତିହାସ ରଚିଲେ ଛାତ୍ରୀ, ସବୁ ବିଭାଗରେ କଲେ କମାଲ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫଳ। ଗୋଟିଏ ଦିନରେ ଏକାସାଙ୍ଗରେ କଳା, ବିଜ୍ଞାନ ଓ ବାଣିଜ୍ୟ ତିନୋଟି ଯାକ ବିଭାଗର ରେଜଲ୍ଟ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷର ଫଳାଫଳ ଉପରେ ନଜର ପକାଇଲେ ଗୋଟିଏ ବଡ଼…

ପ୍ରକାଶ ପାଇଲା +2 ପରୀକ୍ଷା ଫଳ, ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଆଜି ଭୁବନେଶ୍ୱରର ସାମନ୍ତପୁର କାର୍ଯ୍ୟାଳୟରୁ ଯୁକ୍ତ ଦୁଇ ଫଳାଫଳ ଘୋଷଣା କରିଛି। ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ଫଳାଫଳ ପ୍ରକାଶ କରିଛନ୍ତି। ତେବେ…

Odisha’s First ‘Bee Corridor’: ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ;ଜୁନରୁ ଲାଗିବ ୨୦ ହଜାର…

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ‘ମହୁମାଛି କରିଡର’ ପ୍ରକଳ୍ପ । NHAI ଜୁନ୍‌ରୁ ଏହି ପ୍ରକଳ୍ପର ଶୁଭାରମ୍ଭ କରିବ। ସମ୍ବଲପୁର, ବ୍ରହ୍ମପୁର ଓ ଢେଙ୍କାନାଳରେ ଏଥିପାଇଁ ୩୦ କିମି ଚିହ୍ନଟ ହୋଇଛି। ଏହା ଅଧୀନରେ ନିମ୍ବ, କରଞ୍ଜ, ଅର୍ଜୁନ, କଦମ୍ବ, ଜାମୁ, ତେନ୍ତୁଳି ଏବଂ କାଞ୍ଚନ ଭଳି…

ରାଜଧାନୀରେ ବୁଲିଲା ବିଡିଏର ବୁଲଡୋଜର, କଳାରାହାଙ୍ଗରେ ବେଆଇନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବିଡିଏର ବୁଲଡୋଜର। ପୁଣି ଆରମ୍ଭ ହେଲା ବେଆଇନ ଉଚ୍ଛେଦ ପ୍ରକ୍ରିୟା। ଭୁବନେଶ୍ୱର ପଟିଆ କଳାରାହାଙ୍ଗରେ ସରକାରୀ ଜମିରେ ଗଢି ଉଠିଥିବା ବେଆଇନ ଘର ଓ ଦୋକାନ ଉପରେ ଚାଲିଲା ବୁଲଡୋଜର। ସରକାରୀ ଜମିକୁ ଜବରଦଖଲ କରିଥିବା ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଘର ସମେତ କିଛି…