Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ଦାସଙ୍କୁ ହତ୍ୟା ପାଇଁ ହୋଇଛି ବଡ଼ ଷଡ଼ଯନ୍ତ୍ର: ସାଲୁଜା

ଭୁବନେଶ୍ୱର: ଖାକି ମାରିଲା, ଖାକି ତଦନ୍ତ କରୁଛି । ନବ ଦାସଙ୍କ ହତ୍ୟାକାରୀକୁ ଧରାଯିବ ନାହିଁ । କାଗଜପତ୍ରରେ ତଦନ୍ତ ସରିଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି. ଆମେ ପ୍ରଥମ…

ବିଜେଡିର ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା, କିଏ ମଲା କିଏ ଗଲା କିଛି ଯାଏ ଆସେନି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ, କିଏ ବିଧାୟକ ସେମାନେ କିଛି ଦେଖୁ ନାହାଁନ୍ତି । ସେମାନେ ଦେଖୁଛନ୍ତି କିଏ ମରିଗଲା, ସେଠି ନିର୍ବାଚନ କରି କିଭଳି ଜିତିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଲା ବୋମା, ୩ ଗୁରୁତର

ବରମୁଣ୍ଡା : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ରାତି ଅଧରେ ଫୁଟିଲ ବୋମା। ଏହି ବିସ୍ଫୋରଣରେ ୩ଜଣ ଗୁରୁତର । ଖାଦ୍ୟକୁ ନେଇ ବଚସା ହେବାରୁ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି…

ସରିଲା ଖଣ୍ଡଗିରି ମେଳା, ମେଲାଣି ନେଲେ ସାଧୁସନ୍ଥ

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ ସରିବା…

ଘରେ ଘରେ କାଶ, ଜ୍ୱର; ପୂର୍ବବର୍ଷ ତୁଳନାରେ ବଢ଼ିଛି ପୀଡ଼ିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଭାଇରାଲ ଫିଭର। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡ ବିନ୍ଧା ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ…

ଗାଁ ଗାଁରେ ତେଲେଙ୍ଗାନା ମଡେଲ ପହଞ୍ଚିବ, ବହୁ ନେତା ଦଳରେ ଯୋଗେଦେବେ: ବିଆରଏସ

ଭୁବନେଶ୍ୱର: ଓଡିଶାରେ ଭାରତ ରାଷ୍ଟ୍ର ସମିତି ସରକାର ଗଢ଼ିବ। ଏଭଳି ଦାବି କରି ଭାରତ ରାଷ୍ଟ୍ର ସମିତିର ଓଡ଼ିଶା ଶାଖାରେ ଯୋଗ ଦେଇଛନ୍ତି ବୋଲି ଏବେ ଯୋଗ ଦେଇଥିବା ନୂଆ ନେତାମାନେ କହିଛନ୍ତି। ଅପରପକ୍ଷରେ ବିଜେଡି, ବିଜେପି ଓ କଂଗ୍ରସରେ ଅଣଦେଖା ହୋଇ ରହିଥିବା ପୁରୁଖା ନେତା ଖୁବଶୀଘ୍ର…

ନବ ଦାସଙ୍କୁ ମାରିବାକୁ ୪ ମାସ ଧରି ସୁଯୋଗ ଖୋଜୁଥିଲେ ଗୋପାଳ!

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରିମାଣ୍ଡ ଅବଧି ରବିବାରଠୁ ଆରମ୍ଭ ହୋଇଛି। ଝାରସୁଗୁଡାର ଓଏସଏପି ଦ୍ବିତୀୟ ବାଟାଲିଅନ କୋଠାରେ ଗୋପାଳଙ୍କୁ ଜେରା ଚାଲିଛି। ଏହାରି ଭିତରେ କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଗୋପାଳର ମର୍ଡର ପ୍ଲାନ…

ରାମ୍ପରେ ଜଲୱା ଦେଖାଇଲେ ଦିବ୍ୟାଙ୍ଗ

ଭୁବନେଶ୍ୱର : ରାମ୍ପରେ ଚାଲିଲେ ଦିବ୍ୟାଙ୍ଗ । ବାଣ୍ଟିଲେ ସଚେତନତାର ବାର୍ତ୍ତା । ରବିବାର ସନ୍ଧ୍ୟାରେ ଏମିତି ଏକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍‌ରେ । ମୁଖ୍ୟତଃ ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗକୁ ସାମିଲ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା…

ରିମାଣ୍ଡରେ ଗୋପାଳ, କେତେ ଆଗେଇଲା କ୍ରାଇମବ୍ରାଞ୍ଚ ତଦନ୍ତ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାର ୭ ଦିନ ପରେ ବି ଖୋଲିନି ଗୁମର । ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ଗୋପାଳର ମାନସିକ ସ୍ଥିତି ଏବଂ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରୁଛନ୍ତି ଦିଲ୍ଲୀରୁ ଆସିଥିବା…

୨୫ ବରକନ୍ୟା ଯୋଡ଼ିଙ୍କ ସାମୂହିକ ବିବାହ

ଭୁବନେଶ୍ୱର: ରାତିରୁ ପ୍ରସ୍ତୁତ ହୋଇସାରିଥିଲା ବେଦୀ । ସକାଳ ହେବାକ୍ଷଣି ସଜେଇ ହୋଇଥିଲେ କନ୍ୟା । ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୫ ଜଣ କନ୍ୟା । ଅପେକ୍ଷା ଥିଲା କେତେବେଳେ ପହଞ୍ଚିବ ବର । ମଧ୍ୟାହ୍ନରେ ବରଯାତ୍ରୀ ସହ ରୋଷଣୀରେ ଆସି ପହଞ୍ଚିଲେ ଏକାଥରେ ୨୫ ବର । ଏହା ପରେ ଆରମ୍ଭ ହେଲା…