Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ୱ ପୁନଃଉତ୍ଥାନର ମହିଳା ସଶକ୍ତିକରଣ; ଅତୀତ ଓ ବର୍ତ୍ତମାନ ଶୀର୍ଷକରେ ଆଲୋଚନାଚକ୍ର

ଭୁବନେଶ୍ୱର: ଏସିଆଟିକ୍ ସୋସାଇଟି ଫର୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ୱିମେନ୍ସ ଷ୍ଟଡିଜ୍ ଓ ଇତିହାସ ବିଭାଗ ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ; ଅତୀତ ଓ ବର୍ତ୍ତମାନ ଶୀର୍ଷକରେ ୩ ଦିନିଆ ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି । ଆଲୋଚନାଚକ୍ରରେ…

ଡିଏନ୍ ଫେରିଟେଲ : ସ୍ୱପ୍ନରୁ ବାସ୍ତବତା ପର୍ଯ୍ୟନ୍ତ…

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍ ହୋମସ୍ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ୍” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । କୋଭିଡ ମହାମାରୀ ଆରମ୍ଭ ପୂର୍ବରୁ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।…

ନବୀକରଣ ନାଁରେ ପ୍ରାଚୀନ ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଭାଙ୍ଗି ଦେଉଥିବା ଅଭିଯୋଗ

କୋରାପୁଟ: ନବୀକରଣ ନାଁରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁରାତନ ମନ୍ଦିର ଗୁଡ଼ିକୁ ଭାଙ୍ଗି ଦେଉଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ମୁଖ୍ୟାଳୟରୁ ୪୫ କିଲୋମିଟର ଦୂରରେ ଥିବା ଗୋରାହାଣ୍ଡିର ବିଷ୍ଣୁ ମନ୍ଦିର ଓ ଫୁଫୁଗାମର ଜୈନ ମନ୍ଦିର ପରିଦର୍ଶନ ପରେ ଏଭଳି ଅଭିଯୋଗ କରିଛି ଇନଟାକ୍ ଓଡ଼ିଶା…

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ…

ଧାରଣୀୟ ବିକାଶ ନୁହେଁ ନିରନ୍ତର ବିନାଶର ଦସ୍ତାବିଜ୍ ଓଏସ୍‌ଆଇଏଫ୍‌-୨.୦: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୁଇ ଦିନ ତଳେ ଓଡ଼ିଶା ସସ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ ଇଣ୍ଡେକ୍ସ ଫ୍ରେମ ୱାର୍କର ଦ୍ୱିତୀୟ ସଂସ୍କରଣ ବା ଓଏସଆଇଏଫ-୨.୦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନାଗିରକ କୈନ୍ଦ୍ରିକ ଯୋଜନାକୁ ଧାରଣୀୟ ବିକାଶ ଲକ୍ଷ୍ୟର ଗୋଟିଏ ଗୋଟିଏ ପ୍ରତୀକ ବୋଲି ଏହି…

ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ, କାଲି ସବୁ ଥାନାରେ ଏତଲା ଦେବ ବିଜେପି

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଜେପି ବିରୋଧ କରିଛି । ପ୍ରତିବାଦରେ ଦଳ ଆସନ୍ତାକାଲି ରାଜ୍ୟର ସବୁ ଥାନାରେ ଏତଲା ଦେବ । ଏନେଇ ଆଜି ପ୍ରେମସିଟରେ ସୂଚନା ଦେଇଛନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ…

୮ ହଜାର ସାଇକେଲ ପାଇଲେ ମିଶନ ଶକ୍ତିର ମା’

ଭୁବନେଶ୍ୱର : ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ସାଇକେଲ ବିତରଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ…

ଗ୍ୟାସ୍ ଦର ବଢ଼ାଇ ପିଏମ୍ ମୋଦି ଚାହୁଁଛନ୍ତି କି ଲୋକେ ଚାଉଳ ନ ରାନ୍ଧି କଞ୍ଚା ଖାଆନ୍ତୁ ? :ବିଜେଡି

ଭୁବନେଶ୍ୱର: ଓଡ଼ିଶା ତଥା ଦେଶର ମା’ ଭଉଣୀଙ୍କ ଆଖିରୁ ଚୂଲି ଧୂଆଁ ବାଜି ଯେଭଳି ଲୁହ ନବାହାରିବ ସେଥିପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ରିହାତି ଦରରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ଯୋଜନା କରିଥିଲେ । ହେଲେ ଏଲପିଜି ରନ୍ଧନ ଗ୍ୟାସର ଦର ଦ୍ରୁତ ଗତିରେ ବୃଦ୍ଧି କେବଳ ଓଡ଼ିଶାର ମାଆ ଏବଂ…

ପୋଖରୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା : ପୋଖରୀରୁ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର । କୋମନା ଥାନା ରଜନା  ଇନ୍ଦ୍ର ନଦୀ ଘୋଡା ଘାଟରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ପାଣିରେ ଭାସୁଥିବା ଲୋକ ଦେଖିବାକୁ ପାଇଥିଲେ । ପରେ କୋମନା ପୋଲିସକୁ ଖବର ଦେଇଥିଲେ । କୋମନା ପୋଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ…

ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର: ଦୀର୍ଘ ୧୭ ବର୍ଷ ଧରି ଓଡ଼ିଆ ସିନେମା ଜଗତରେ ଲୋକଙ୍କୁ ହସାଉଥିବା, କନ୍ଦାଉଥିବା  ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ କିଛିଦିନ ହେଲା ଲିଭର ସିରୋରିସ୍ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।…