Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସ ନାମ, ଜାଣନ୍ତୁ କିଏ କେଉଁ ଭୂମିକାରେ କରିବେ ଅଭିନୟ

ବରଗଡ଼: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି।…

ଏକ ଘରୋଇ ମେସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଓମ୍ ପ୍ରକାଶ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି। ସେ ଜଗତସିଂପୁରର SVM ସ୍ୱୟଂଶାସିତ କଲେଜର ଯୁକ୍ତ ୩ର ଇତିହାସ ଅନର୍ସର ଛାତ୍ର…

୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ

ଭୁବନେଶ୍ୱର: ଖୁବଶୀଘ୍ର ହେବାକୁ ଯାଉଛି ଓଡ଼ିଶାରେ ଜାତୀୟ ଜନ ଗଣନା । ୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା ପୂର୍ବରୁ ଆରମ୍ଭ ହୋଇଛି ପୂର୍ବ ପରୀକ୍ଷା ଜନଗନଣନା । ପରୀକ୍ଷାମୂଳକ ଭାବେ ୪ଟି ଅଞ୍ଚଳରେ ପ୍ରଥମେ ହେବ ପ୍ରାକ୍ ଜନଗନଣନା ।…

ଅଧିକ ଫିଲ୍‌ଡ ଭିଜିଟ କରି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟରରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ଉପନିବେଶ…

ହ୍ୟୁମାନ ସାଗରଙ୍କ ଶେଷ ଗୀତ, ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଏହି ପୋଷ୍ଟ

ଭୁବନେଶ୍ୱର: ଅଫେରା ରାଇଜକୁ ଚାଲିଗଲେ ବେତାଜ୍ ବାଦଶାହା ହ୍ୟୁମାନ ସାଗର। ଓଡ଼ିଶା ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ନଭେମ୍ବର ୧୭। ୨୦୦୨ରେ ସଙ୍ଗୀତ ସମ୍ରାଟ ଖୋକା ଭାଇଙ୍କୁ ହରାଇଥିଲା ଓଡ଼ିଶା। ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା ।…

Humane Sagar Death: ଶ୍ରୀୟା କିଏ?, ହ୍ୟୁମାନଙ୍କ ମୃତ୍ୟୁ ପରେ ପୁଣି ଥରେ ସାମ୍ନାକୁ ଆସିଲା ତାଙ୍କ ବୈବାହିକ ବିବାଦ…

ଭୁବନେଶ୍ବର: ଲୋକପ୍ରିୟ ଓଲିଉଡ୍ ଗାୟକ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏବେ ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ଶୋକର ଲହରୀ ଖେଳିଯାଇଛି। 'ଇଶ୍କ ତୁ ହି ତୁ', 'ମୁ ଆଜି ବି ଭଲ ପାଉଚି ତତେ' ଏବଂ 'ହେଲା କି ପ୍ରେମ' ଭଳି ଅନେକ ଓଡ଼ିଆ ଚାର୍ଟବଷ୍ଟରର ପଛରେ ଥିବା ସେ ସୁମଧୁର କଣ୍ଠସ୍ବର ଆଜି ନିରବି…

ଆରମ୍ଭ ହେଲା ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ବିରୋଧ କରି ଧାରଣାରେ ବସିଲେ ବସ୍ତିବାସିନ୍ଦା

ଭୁବନେଶ୍ବର: ରାଜଧାନୀର ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ଭୋରୁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ…

Maoist Killed: ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର, ୬ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର । ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଟପ୍ ମାଓନେତା ଥିବା ସୂଚନା ମିଳିଛି ।…

ଅଫେରା ରାଇଜରେ ହ୍ୟୁମାନ: ଆଜି ଜନ୍ମ ମାଟିରେ ତାଙ୍କ ମର ଶରୀରକୁ ଦିଆଯିବ କବର…

ଭୁବନେଶ୍ବର: ଆଉ ନାହାନ୍ତି ଯୁବ ପିଢିଙ୍କ ପ୍ରଥମ ପସନ୍ଦର ଗାୟକ ହ୍ୟୁମାନ ସାଗର । ମାତ୍ର ୩୬ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ଏହି ସମୟରେ ପୂରା ଓଲିଉଡରେ ଶୋକର ଛାୟା ଖେଳିଯାଇଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଶକ୍ତ ଆଘାତ ଲାଗିଛି । ଆଉ ଶୁଭିବନି ହ୍ୟମୁାନଙ୍କ ସେ କଣ୍ଠସ୍ବର ।…

Humane Sagar: ହ୍ୟୁମାନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ?, ଏମାନଙ୍କ ବିରୋଧରେ ମାଆ ଆଣିଲେ ସଙ୍ଗୀନ ଅଭିଯୋଗ…

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ଗାୟକ ହ୍ୟୁମେନ ସାଗରଙ୍କ ଅକାଳ ବିୟୋଗ ପରେ, ତାଙ୍କ ମାଆ ଶେଫାଲି ସୁନା ତାଙ୍କ ପରିଚାଳକ ଏବଂ ଇଭେଣ୍ଟ ଆୟୋଜକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି, ଦାବି କରିଛନ୍ତି ଯେ ତାଙ୍କ ପୁଅର ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ମଧ୍ୟ ତାଙ୍କୁ ଷ୍ଟେଜ ଶୋ…