Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଲା ‘ଏଲ୍ ନିନୋ’: ବନ୍ୟା, ମରୁଡ଼ି ଓ ପ୍ରଚଣ୍ଡ ଖରା ନେଇ ବୈଜ୍ଞାନିକଙ୍କ ସତର୍କ ସୂଚନା

ଭୁବନେଶ୍ୱର: ପ୍ରଶାନ୍ତ ମହାସାଗରରେ ଏକ ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରକ୍ରିୟା ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆଗାମୀ ମାସଗୁଡ଼ିକରେ ସାରା ବିଶ୍ୱର ପାଣିପାଗରେ ବଡ଼ଧରଣର ବିପର୍ଯ୍ୟୟ ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏଥିପାଇଁ ପୃଥିବୀର ବିଭିନ୍ନ ଅଞ୍ଚଳରେ…

Sarpanch Chameli Ojha:ଭାଇରଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠେଇ ନେଲା ପୋଲିସ; ଏପଟେ ବାପା ଆଣିଲେ ଅଭିଯୋଗ

କେନ୍ଦ୍ରାପଡା: ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଭିଡିଓ କରି ସରକାରଙ୍କୁ ଟାର୍ଗେଟ୍ କରୁଥିବା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଏବେ ଅଡ଼ୁଆରେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ପୋଲିସ…

Bribe Case:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ MCL ସିକ୍ୟୁରିଟି ଇନ୍ସପେକ୍ଟର

ଝାରସୁଗୁଡା: ଡ୍ୟୁଟି ଆଲର୍ଟ କରିବା ନାଁରେ ଜଣେ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ସିକ୍ୟୁରିଟି ଇନ୍ସପେକ୍ଟର ବଂଶୀରାମଙ୍କୁ ରଙ୍ଗେହାତ ଗିରଫ କରିଛି ସିବିଆଇ ଟିମ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଏମ୍‌ସିଏଲ୍‌ ଓରିଏଣ୍ଟ ସବ୍‌ଏରିଆ ଅଫିସର ସିକ୍ୟୁରିଟ ଇନ୍ସପେକ୍ଟର ବଂଶୀରାମ…

ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ଵର: ପୂର୍ବ ଭାରତର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡିଶା । ଏନେଇ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲ୍ ଠାରେ "ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ" ଏବଂ "ଓଡ଼ିଶା ଚିଙ୍ଗୁଡ଼ି ମିଶନ" ଶୀର୍ଷକ…

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ଶୁଭାରମ୍ଭ ହେଲା ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ । ରଜ ପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ମହିଳା ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶୁଭାରମ୍ଭ କରାଯାଇଛି । ଆଜି ସୁଭଦ୍ରା ଶକ୍ତି ବଜାର…

କାଳବୈଶାଖୀର ତାଣ୍ଡବ;ବଜ୍ରାଘାତରେ ଜଳିଗଲା ଘର,ଉପୁଡିଲା ବିରାଟ ଗଛ…

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୁସୁମଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ଶାଳପଡ଼ା ଗାଁରେ ଗୁରୁବାର ବଜ୍ରାପାତରେ ଜଳିଯାଇଛି ୪ ବଖରା ଘର। ଏଥିରେ ଦୁଇ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଆଜି…

ଋଣ ଦେବା ନାଁରେ ଠକେଇର ପର୍ଦ୍ଦାଫାଶ;୧୨୭ଟି ମୋବାଇଲ ଫୋନ୍, ୧୩୭ ବାଇକ୍ ଜବତ

ଗଜପତି: ଅଡବା ଥାନା ପୋଲିସ ଋଣ ପ୍ରଦାନ ନାମରେ ଦୀର୍ଘଦିନ ଧରି ସାଧାରଣ ଲୋକଙ୍କୁ ଠକେଇ କରୁଥିବା ଏକ ବଡ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ରବୀନ୍ଦ୍ର ରେଡ୍ଡୀଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନିକଟରୁ ନଗଦ ୩,୬୧,୨୦୦ ଟଙ୍କା, ୧୩୭ଟି ମୋଟରସାଇକେଲ, ୧୨୭ଟି…

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ନିଟ୍ ପୁନଃପରୀକ୍ଷା ହେବ । ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୯୮୩ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର । ଏହି ଅବସରରେ ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ପରୀକ୍ଷା ସମୟରେ ମାଗଣା ବସ୍‌ରେ ଯିବେ ନିଟ୍‌…

Maoist Dump In Odisha:ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ:ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।କନ୍ଧମାଳ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ଏକ ବଡ଼ ମାଓ ବିରୋଧୀ ଅପରେସନ୍ କରାଯାଇଛି । କନ୍ଧମାଳ ଏସପି ଏହି ସୂଚନା ଦେଇଛନ୍ତି । ଗୋଟିଏ SLR ରାଇଫଲ, ଦୁଇଟି SBGL ଗନ୍ , ଗୋଟିଏ ଦେଶୀ ବନ୍ଧୁକ ଓ ୩୦ଟି…

Railway Job Scam: ରେଲୱେ ଚାକିରି ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ;ଜଣେ ଗିରଫ

ଭଦ୍ରକ: ରେଲୱେ ଚାକିରି କରେଇଦେବା ନାଁରେ ୨୧ ଲକ୍ଷ ଚଳୁ କରି ବନ୍ଧା ହେଲେ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ । ଟଙ୍କା ନେଇ ଇଷ୍ଟର୍ଣ୍ଣ ରେଲୱେର ଲୋଗୋ ଥିବା ନକଲି ନିଯୁକ୍ତି ପତ୍ର ଦେଇଥିଲେ । ଗିରଫ ଅଭିଯୁକ୍ତ ଠାରୁ ନିକଲି ନିଯୁକ୍ତି ପତ୍ର ସହ ଦେଢ଼ ଲକ୍ଷ…